ପୁଣି ଏକ ନୂଆ ସିରିଏଲରେ ନଜର ଆସିବେ ଓଡିଆ ଟିଭି ଅଭିନେତ୍ରୀ ଆପଣଙ୍କର ପ୍ରିୟ ମାନିନୀ (Swity Pattnayak)

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ସାଧାରଣତଃ ଏହି ଓଡିଆ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି । ଆଜି ମଧ୍ୟ ଆମେ ଆପଣ ମାନଙ୍କୁ ଏକ ସଫଳ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟିଭିର ଲୋକପ୍ରିୟ ସିରିଏଲ ‘ମାନିନୀ’ ତ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଥିଲେ, କାରଣ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି ।

ହେଲେ ବନ୍ଧୁଗଣ ଲୋକମାନଙ୍କୁ ସବୁଠାରୁ ଅଧିକ ଏହି ସିରିଏଲରେ ଅଭିନୟ କରିଥିବା ମୁଖ୍ୟ ଅଭିନେତ୍ରୀ ମାନିନୀର ଭୂମିକା ବହୁତ ଅଧିକ ପସନ୍ଦ ଆସିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ବନ୍ଧୁଗଣ ‘ମାନିନୀ’ ସିରିଏଲରେ ମାନିନୀର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କ ନାମ ହେଉଛି ସ୍ଵୀଟି ପଟନାୟକ । ବନ୍ଧୁଗଣ ଏହି ସିରିଏଲରେ ସ୍ଵୀଟି ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଲୋକମାନଙ୍କୁ ମଧ୍ୟ ତାଙ୍କ ସୁନ୍ଦରତ ଓ ଅଭିନୟ ବହୁତ ଅଧିକ ପସନ୍ଦ ଆସିଛି । ମିଡିଆ ରିପୋର୍ଟସ ଅନୁସାରେ ଖବର ମିଳିଛି ଯେ ‘ମାନିନୀ’ ସିରିଏଲ ପରେ ସ୍ଵୀଟି ପୁଣି ଓଡିଆ ଇଣ୍ଡଷ୍ଟ୍ରିରେ ନଜର ଆସିବାକୁ ଯାଉଛନ୍ତି ।

ବନ୍ଧୁଗଣ ‘ମାନିନୀ’ ସିରିଏଲ ପରେ ସ୍ଵୀଟି ଅନ୍ୟ କେଉଁ ସିରିଏଲରେ ନଜର ଆସିନଥିଲେ । କାରଣ ସେ ଏହି ସିରିଏଲକୁ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ । ହେଲେ ବର୍ତ୍ତମାନ ଏହା ଖବର ମିଳିଛି ଯେ ସେ ବହୁତ ଶୀଘ୍ର ଓଡିଆ ଇଣ୍ଡଷ୍ଟ୍ରିରେ ନଜର ଆସିବେ । ବନ୍ଧୁଗଣ ସ୍ଵୀଟି ଏକ ସିଙ୍ଗର ମଧ୍ୟ ଅଟନ୍ତି । ସେ ଏକ ଓଡିଆ ସମ୍ବଲପୁରୀ ଗୀତ ଗାଇ ବହୁତ ଚର୍ଚାରେ ରହିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ଯେ, ସେ ଆଗାମୀ ସମୟରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଇବେ । ଆଶା କରୁଛୁ ଏହି ଖବରଟି ତାଙ୍କ ଫ୍ୟାନ୍ସ ମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ସ୍ଵୀଟିଙ୍କ ଅଭିନୟ ପସନ୍ଦ ଆସିଥାଏ ଆମକୁ କମେନ୍ଟ କରନ୍ତୁ ଓ ଆମ ପୋଷ୍ଟକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *