ନିଜ ସ୍ତ୍ରୀ ଙ୍କୁ ରାଣୀ ପରି ରଖିଥାନ୍ତି TV ର ଏହି 5 ଜଣ Actor, ନମ୍ବର 5 ନିଜ ଜୀବନ ଠୁ ବି ଅଧିକ ଭଲ ପାଆନ୍ତି ନିଜ ପତ୍ନୀଙ୍କୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହା ବ୍ୟତୀତ ଏହି କଳାକାର ମାନେ ନିଜ ଲଭ ଲାଇଫ ଓ ନିଜ ବିବାହ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି । ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଏପରି କିଛି ଯୋଡି ଅଛନ୍ତି ଯେଉଁ ମାନଙ୍କୁ ଲୋକ ମାନେ ବହୁତ ପସନ୍ଦ କରନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ପତ୍ନୀ ମାନଙ୍କୁ ରାଣୀ ପରିକା ରଖିଥାନ୍ତି । ଏହି କଳାକାର ମାନେ ନିଜ ସ୍ତ୍ରୀ ମାନଙ୍କୁ ବହୁତ ଭଲ ପାଇବା ସହ ତାଙ୍କର ବହୁତ ଯତ୍ନ ନେଇଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ଧିରାଜ ଧୂପର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଧିରାଜ ଧୂପର । ଆପଣ ମାନେ ସମସ୍ତେ ଧିରାଜଙ୍କୁ ZTVର ଫେମସ ସିରିଏଲ ‘କୁଣ୍ଡଳୀ ଭାଗ୍ୟ’ରେ ନିଶ୍ଚୟ ଦେଖିଥିବେ । ଧିରାଜ ଏହି ସିରିଏଲରେ ମୁଖ୍ୟ ଅଭିନେତାର ଭୂମିକାରେ ନଜର ଆସୁଛନ୍ତି । ସେ ୨୦୧୬ ମସିହାରେ ଅଭିନେତ୍ରୀ ବିନି ଆରୋଡାଙ୍କ ସହ ପ୍ରେମ ବିବାହ କରିଥିଲେ । ଧିରାଜ ନିଜ ସ୍ତ୍ରୀଙ୍କୁ ବହୁତ ଅଧିକ ପ୍ରେମ କରନ୍ତି ଓ ତାଙ୍କର ସମ୍ମାନ ମଧ୍ୟ କରନ୍ତି । ଧିରାଜ ନିଜ ପତ୍ନୀଙ୍କୁ ରାଣୀଙ୍କ ପରି ରଖିଛନ୍ତି ।

ରଜତ ଟୋକସ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭି ଅଭିନେତା ରଜତ ଟୋକସ । ଆପଣ ମାନେ ସମସ୍ତେ ଇରିଏଲ ‘ଯୋଦ୍ଧା ଆକବର’ରେ ରଜତଙ୍କୁ ଆକବରର ଭୂମିକାରେ ନିଶ୍ଚୟ ଦେଖିଥିବେ । ରଜତ ବହୁତ କମ ବର୍ଷ ବୟସରେ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ଓ ଏହା ସହିତ ସେ କମ ବର୍ଷ ବୟସରେ ବିବାହ ମଧ୍ୟ କରିଥିଲେ । ସେ ୨୦୧୫ ମସିହାରେ ସୃଷ୍ଟି ନାୟରଙ୍କ ସହ ବିବାହ କରିଥିଲେ । ରଜତ ନିଜ ପତ୍ନୀଙ୍କୁ ବହୁତ ଅଧିକ ଭଲ ପାନ୍ତି ଓ ସେ ନିଜ ସ୍ତ୍ରୀକୁ ରାଣୀ ପରି ରଖନ୍ତି ।

କରନବିର ବୋହୋରା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି କରନବିର ବୋହୋରା । ଆପଣ ମାନେ ସମସ୍ତେ ବହୁତ ସିରିଏଲରେ କରନଙ୍କୁ ନିଶ୍ଚୟ ଦେଖିଥିବେ । ସେ ଜଣେ ସିନିୟର ଅଭିନେତା ରୂପେ ଟିଭି ଇଣ୍ଡଷ୍ଟ୍ରିରେ ପରିଚିତ । ସେ ୨୦୦୬ ମସିହାରେ ଟିଜି ସିଧୁଙ୍କ ସହ ପ୍ରେମ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ବିବାହର ବହୁତ ବର୍ଷ ବିତିଗଲେ ମଧ୍ୟ କରନ ଆଜି ମଧ୍ୟ ନିଜ ସ୍ତ୍ରୀକୁ ବହୁତ ଅଧିକ ଭଲ ପାନ୍ତି ଓ ସେ ନିଜ ସ୍ତ୍ରୀଙ୍କୁ ରାଣୀ ପରି ରଖନ୍ତି ।

ସୋଏବ ଇବ୍ରାହିମ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତା ସୋଏବ ଇବ୍ରାହିମ । ସୋଏବ ଟିଭି ଅଭିନେତ୍ରୀ ଦୀପିକା କକ୍କରଙ୍କ ସହ ପ୍ରେମ ବିବାହ କରିଛନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଦୀପିକା ନିଜ ସ୍ଵାମୀ ସୋଏବଙ୍କ ସହ ବିବାହ କରିବା ପାଇଁ ନିଜର ଧର୍ମ ପରିବର୍ତ୍ତନ କରିଥିଲେ । ସୋଏବ ଦୀପିକାଙ୍କୁ ବହୁତ ଅଧିକ ଭଲ ପାନ୍ତି ଓ ସେ ନିଜ ସ୍ତ୍ରୀକୁ ରାଣୀ ପରି ରଖନ୍ତି ।

ରବି ଦୁବେ

ରବି ଦୁବେ ଆଜି ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରସିଦ୍ଧ ଅଭିନେତା । ସେ ଦୂର ଦର୍ଶନ ସିରିଏଲ ‘ସ୍ତ୍ରୀ .. ତେରି ୟେ କାହାନୀ’ ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ‘ଡୋଲି ସଜା କେ’, ‘ୟାହାଁ କେ ହମ୍ ହମ୍ ସିକନ୍ଦର’ ଭଳି ଶୋ’ ରେ ଅଭିନୟ କରିଥିଲେ। କିନ୍ତୁ ସେ ଜି ଟିଭି ସିରିଏଲ ‘ଜମାଇ ରାଜା’ ରୁ ଲୋକପ୍ରିୟତା ପାଇଥିଲେ। ରବି 2013 ରେ ସରଗୁନ ମେହେତାଙ୍କୁ ବିବାହ କରିଥିଲେ । ରବି ସରଗୁନ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ଗଣମାଧ୍ୟମ ଆଗରେ ମଧ୍ୟ ନିଜ ପ୍ରେମକୁ ପ୍ରକାଶ କରିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *