ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହା ବ୍ୟତୀତ ଏହି କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରହିଥାନ୍ତି ।
ବନ୍ଧୁଗଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ନିଜ ସ୍ତ୍ରୀଙ୍କୁ ବହୁତ ପ୍ରେମ କରନ୍ତୁ ଓ ସେମାନଙ୍କୁ ରାଣୀ ପରିକା ରଖନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।
ଅମିତାବ ବଚ୍ଚନ ଓ ଜୟା ବଚ୍ଚନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଦକଳକର ଅମିତାବ ବଚ୍ଚନ ଓ ଜୟା ବଚ୍ଚନ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅମିତାବଙ୍କର ଅନେକ ସୁପର ହିଟ ଫିଲ୍ମ ଗୁଡିକୁ ଦେଖିଥିବେ । ସେ ନିଜ ସୁନ୍ଦର ଅଭିନୟ ଓ ଷ୍ଟାଇଲ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।
ଅମିତାବ ୩ ଜୁନ ୧୯୭୩ ମସିହାରେ ବଲିଉଡ ଅଭିନେତ୍ରୀ ଜୟା ଭାଦୁରିଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର ଏତେ ବର୍ଷ ପରେ ମଧ୍ୟ ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ଭଲ ପାଇବା ଅଛି ଓ ଆଜି ମଧ୍ୟ ଅମିତାବ ଜୟାଙ୍କୁ ରାଣୀଙ୍କ ପରି ରଖୁଛନ୍ତି ।
ଶାହରୁଖ ଖାନ ଓ ଗୌରି ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଶାହରୁଖ ଖାନ ଓ ତାଙ୍କ ପତ୍ନୀ ଗୌରି ଖାନ । ଗୋଟେ ସମୟରେ ଶାହରୁଖ ଖାନ ଗୌରିଙ୍କୁ ପ୍ରେମ କରୁଥିଲେ ହେଲେ ସେତେବେଳେ ସେ ବଲିଉଡରେ ସଫଳତା ପାଇନଥିଲେ । ବଲିଉଡରେ ସଫଳତା ପାଇବା ପରେ ସେ ଗୌରିଙ୍କ ସହ ବିବାହ କରିଥିଲେ । ଏହି ଦୁଇଜଣଙ୍କ ବିବାହ ୧୯୯୧ ମସିହାରେ ହୋଇଥିଲା । ଏହି ଦୁଇଜଣଙ୍କର ତିନୋଟି ଛୁଆ ମଧ୍ୟ ଅଛନ୍ତି । ଶାହରୁଖ ନିଜ ପତ୍ନୀଙ୍କୁ ବହୁତ ପ୍ରେମ କରନ୍ତି ଓ ରାଣୀଙ୍କ ପରି ରଖନ୍ତି ।
ଅକ୍ଷୟ ଅକୁମାର ଓ ଟ୍ଵିଙ୍କଲ ଖନା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ଟ୍ଵିଙ୍କଲ ଖନା । ବନ୍ଧୁଗଣ ଏହି ଦୁଇଜଣ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ଆଜିକୁ ଏହି ଦୁଇଜଣଙ୍କ ବିବାହକୁ ୧୮ ବର୍ଷ ହୋଇସାରିଛି । ହେଲେ ଏହି ଦୁଇଜଣଙ୍କ ମଧ୍ୟରେ ଆଜି ମଧ୍ୟ ପ୍ରେମ କମି ନାହିଁ । ଅକ୍ଷୟ ନିଜ ପତ୍ନୀ ଟ୍ଵିଙ୍କଲଙ୍କର ବହୁତ ଧ୍ୟାନ ରଖନ୍ତି ଓ ତାଙ୍କୁ ରାଣୀ ପରିକା ରଖନ୍ତି ।
ଅଜୟ ଦେବଗନ ଓ କାଜୋଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅଜୟ ଦେବଗନ ଓ ଅଭିନେତ୍ରୀ କାଜୋଲ । ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ଓ ଏମାନେ ନିଜ ବୈବାହିକ ଜୀବନ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ମଧ୍ୟ ରୁହନ୍ତି । ଏହି ଦୁଇ ଜଣଙ୍କ ବିବାହକୁ ଆଜିକୁ ୨୧ ବର୍ଷ ହୋଇସାରିଛି ହେଲେ ଆଜି ମଧ୍ୟ ଅଜୟ ନିଜ ପତ୍ନୀଙ୍କୁ ବହୁତ ଭଲ ପାନ୍ତି ଓ ତାଙ୍କ ରାଣୀଙ୍କ ପରି ରଖନ୍ତି ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।