ଧନୀ ଆଉ ପପୁଲାର ହେବା ମାତ୍ରେ ହିଁ Bollywood ର ଏହି 5 ସିଙ୍ଗର ନିଜର ପ୍ରଥମ ପତ୍ନୀଙ୍କୁ ଦେଲେ ଡିଭୋର୍ସ, ପୁଣି ତୁରନ୍ତ ଘରକୁ ନେଇ ଆସିଲେ ନିଜ ଲଭର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସିଙ୍ଗର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି ସିଙ୍ଗର ଅଛନ୍ତି ଯେଉଁ ମାନେ ପ୍ରଥମରୁ ବିବାହିତ ଥିଲେ ହେଲେ ବଲିଉଡରେ ସଫଳତା ପାଇବାରେ ଏମାନେ ନିଜର ପ୍ରଥମ ପତ୍ନୀଙ୍କୁ ଧୋକା ଦେଇ ନିଜ ଲଭର ମାନଙ୍କ ସହ ବିବାହ କରିଥିଲେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଫେମସ ସିଙ୍ଗର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସିଙ୍ଗର ମାନଙ୍କ ବିଷୟରେ ।

ଉଦିତ ନାରାୟଣ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ସିଙ୍ଗର ଉଦିତ ନାରାୟଣ । ଗୋଟେ ସମୟରେ ଉଦିତ ଫିଲ୍ମରେ ଗୀତ ଗାଇବା ପୂର୍ବରୁ ରଞ୍ଜନା ନାମକ ଏକ ମହିଳାଙ୍କ ସହ ବିବାହ କରିଥିଲେ । ବିବାହ ପରେ ସେ ମୁମ୍ବାଇ ଆସି ବଲିଉଡରେ ସଫଳତା ପାଇଥିଲେ । ସଫଳତା ପାଇବା ପରେ ସେ ଦୀପା ନାମକ ଏକ ମହିଳାଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ । ବନ୍ଧୁଗଣ ଏହାପରେ ଉଦିତ ଙ୍କ ପ୍ରଥମ ପତ୍ନୀ ବହୁତ ହଙ୍ଗାମା କରିଥିଲେ ।

ସୁନିଧି ଚୌହାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସୁନିଧି ଚୌହାନ । ଆପଣ ମାନେ ସମସ୍ତେ ସୁନିଧିଙ୍କର ବହୁତ ସୁପର ହିତ ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ । ୧୮ ବର୍ଷ ବୟସରେ ସୁନିଧି ବବି ଖାନଙ୍କ ସହ ବିବାହ କରିଥିଲେ । ବଲିଉଡରେ ସଫଳତା ପାଇବା ପରେ ସେ ବଲିଉଡ ମ୍ୟୁଜିକ ଡାଇରେକ୍ଟର ହିତେଶଙ୍କ ସହ ଦ୍ଵିତୀୟ ବିବାହ କରତିଥିଲେ ।

ହିମେଶ ରେଶମୀୟା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ସିଙ୍ଗର ହିମେଶ ରେଶମୀୟା । ବନ୍ଧୁଗଣ ହିମେଶ ମଧ୍ୟ ଦୁଇଟି ବିବାହ କରିଛନ୍ତି । ସେ ୨୦୧୭ ମସିହାରେ ନିଜର ୨୨ବର୍ଷ ପୁରୁଣା ବିବାହକୁ ଭାଙ୍ଗି ଦେଇଥିଲେ ଓ ନିଜ ପତ୍ନୀଙ୍କୁ ତଲାକ ଦେଇଥିଲେ । ଏହାପରେ ହିମେଶ ୨୦୧୮ ମସିହାରେ ନିଜର ଲଙ୍ଗ ଟାଇମ ଗାର୍ଲଫ୍ରେଣ୍ଡ ସୋନିଆ କପୁରଙ୍କ ସହ ବିବାହ କରିଥିଲେ ।

କୁମାର ସାନୁ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି କୁମାର ସାନୁ । କୁମାର ପ୍ରଥମେ ସୀତା ଭଟ୍ଟାଚାର୍ଜ୍ୟଙ୍କ ସହ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି । ହେଲେ କୁମାର ନିଜର ପ୍ରଥମ ପତ୍ନୀଙ୍କୁ ତଲାକ ଦେଇ ୧୯୯୪ ମସିହାରେ ସେ ସଲୋନୀଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ ।

ଅରିଜିତ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଶିଂଗାର ଅରିଜିତି ସିଂହ । ଅରିଜିତି ପ୍ରଥମେ ରୂପରେଖା ବାନାର୍ଜୀଙ୍କ ସହ ବିବାହ କରିଥିଲେ । ହେଲେ ବଲିଉଡରେ ସଫଳତା ପାଇବା ପରେ ସେ ନିଜ ପ୍ରଥମ ପତ୍ନୀକୁ ତଲାକ ଦେଇ କୋୟେଲ ରୋୟଙ୍କ ସହ ୨୦୧୪ ମସିହାରେ ବିବାହ କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *