Lipsa weds Akash- ଲିପ୍ସା କହିଲେ ନିଜ ମନର କଥା, ନିଜ ମନର ମଣିଷ ପାଇଁ କହିଦେଲେ ଏମିତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିବାହ ବନ୍ଧନରେ ବାନ୍ଧିହେଲେ ସୁନ୍ଦରୀ ଅଭିନେତ୍ରୀ ଲିପ୍ସା ମିଶ୍ର ଓ ଆକାଶ । ତେବେ ସୂଚନା ମୁତାବିକ ଅଭିନେତ୍ରୀ ଲିପ୍ସା ଓ ଆକାଶଙ୍କର ହାତକୁ ଦୁଇ ହାତ ହୋଇସାରିଛନ୍ତି । ତେବେ ଅଭିନେତ୍ରୀ ଲିପ୍ସା ନିଜ ବାହାଘରକୁ ନେଇ ନିଜର ମନର ସବୁ କଥା ଖୋଲି ଗଣ ମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖିଛନ୍ତି । ତେବେ ସୁନ୍ଦରୀ ଲିପ୍ସାଙ୍କ କହିବା ଅନୁସାରେ ମୋର ଆକାଶଙ୍କ ସହ ବାହାଘର ହେଉଛି । ସେଥିପାଇଁ ମୁଁ ବହୁତ ହିଁ ଖୁସି ଅଛି ।

କାରଣ ମୋତେ ଜଣେ ଏତେ ଭଲ ସ୍ନେହୀ ଓ କ୍ଯାରିଙ୍ଗ ସ୍ଵାମୀଟି ମିଳିଲେ । ତେବେ ମୁଁ ନିହାତି ହିଁ ବହୁତ ଖୁସି ଅଛି । କାରଣ ସବୁ ଝିଅଙ୍କ ସ୍ଵପ୍ନ ରହିଥାଏ । ତାଙ୍କ ସ୍ଵାମୀ ଜଣେ ବହୁତ ହିଁ ଭଲ ବ୍ୟକ୍ତିତ୍ବଟିଏ ହେଇଥାନ୍ତୁ । ତେବେ ଲିପ୍ସା ଏପରି ମଧ୍ୟ କହିଛନ୍ତି । ଯେ ମୁଁ ଜମାରୁ ମଧ୍ୟ କୌଣସି କମରେ ଏତେ ଯତ୍ନଶୀଳ ନୁହେଁ । ହେଲେ ମୋର ଆକାଶ ହେଉଛନ୍ତି ସଂପୂର୍ଣ୍ଣ ଭାବରେ ବିପରୀତ । କାରଣ ସେ ଜଣେ ବହୁତ ହିଁ ଯତ୍ନଶୀଳ ମଣିଷଟିଏ ଓ ମୋତେ ବହୁତ ହିଁ ଭଲ ପାଇଥାନ୍ତି ।

ତେବେ ଲିପ୍ସା ନିଜ ବାହାଘରରେ ଏକ ନାଲି କଲର ଲେହେଙ୍ଗାରେ ନଜର ଆସିଥିଲେ । ଯେଉଁଥିରେ ଲିପ୍ସା ଜଣେ ନାଲ୍ ପରୀ ଠାରୁ କିଛି କମ୍ ଦେଖା ଯାଉନଥିଲେ । ତେବେ ଅଭିନେତ୍ରୀଙ୍କ ବାହାଘର ପ୍ରୋଗ୍ରାମରେ ମଣ୍ଡପକୁ ମଧ୍ୟ ବହୁତ ଭଲ ଭାବରେ ସଜ୍ଜିତ କରାଯାଇଥିଲା । ବାହାଘରରେ ଘର ପରିବାର ଓ ସାଙ୍ଗ ସାଥି ମାନେ ସାମିଲ ହୋଇ ବାହାଘର ପରିବେଶଟିକୁ ପୁରା ରଙ୍ଗୀନ କରିଦେଇଥିଲେ ।

ଅନେକ ଓଡିଆ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଅଭିନେତ୍ରୀ ଲିପ୍ସାଙ୍କ ବାହାଘରରେ ସାମିଲ ହୋଇଥିଲେ । ଏହା ସହିତ ବାହାଘର ପ୍ରୋଗ୍ରାମରେ ମନ ଭରି ଏଞ୍ଜୟ ମଧ୍ୟ କରିଥିଲେ । ତେବେ ଚୁଲବୁଲି ନାୟିକା ଲିପ୍ସାଙ୍କର ବୈବାହିକ ଜୀବନ ସବୁ ଦିନ ପାଇଁ ସୁଖମୟ ରହୁ ବୋଲି ଆମ ତରଫରୁ ଶୁଭକାମନା ଶୁଭେଚ୍ଛା ରହୁଛି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, ଶେୟାର ନିହାତି ଭାବରେ କରିବା ସହ ଲିପ୍ସା ଓ ଆକାଶଙ୍କ ଯୋଡି କେମିତି ଲାଗିଲା ? କମେଣ୍ଟ ଦ୍ଵାରା ମତାମତ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *