ନିଜ Love Life ବିଷୟରେ ଏ କଣ କହିଦେଲେ Ollywood ହୀରୋ Ardhendu, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଓଡିଆ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅର୍ଦ୍ଧେନ୍ଦୁ । ବନ୍ଧୁଗଣ ରାଜନେତା ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କୁ ବିବାହ କରିଛନ୍ତି ଅର୍ଦ୍ଧେନ୍ଦୁ । ଅର୍ଦ୍ଧେନ୍ଦୁ ଅଧିକାଂଶ ସମୟ ନିଜ ପର୍ଶନାଲ ଲାଇଫ ପାଇଁ ବହୁତ ଚର୍ଚାରେ ରୁହନ୍ତି । କିଛି ବର୍ଷ ତଳେ ଅର୍ଦ୍ଧେନ୍ଦୁ ପଲ୍ଲବୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇଜଣଙ୍କ ବିବାହ ବହୁତ ଧୁମଧାମରେ ହୋଇଥିଲା । ଅର୍ଦ୍ଧେନ୍ଦୁ ପିଲା ଦିନରୁ ହିରୋ ହେବା ପାଇଁ ଇଛା କରିଥିଲେ ।

ଅର୍ଦ୍ଧେନ୍ଦୁ ନିଜ ଅଭିନୟ କାରିୟରର ଆରମ୍ଭ ଓଡିଆ ଫିଲ୍ମ ‘ଅ ଆ ଇ’ରୁ କରିଥିଲେ । ଏହି ଫିଲ୍ମଟି ଲୋକମାନେ ବେସ ଅଧିକ ପସନ୍ଦ କରିଥିଲେ । ଏହି ଫିଲ୍ମ ପରେ ଅର୍ଦ୍ଧେନ୍ଦୁ ଗୋଟେ ପରେ ଗୋଟେ ସୁପର ହିଟଫିଲ୍ମ କରି ଚାଲିଥିଲେ । ଅର୍ଦ୍ଧେନ୍ଦୁଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।ଅର୍ଦ୍ଧେନ୍ଦୁ ରିଲ ଲାଇଫରେ ତ ଅନେକ ନାୟିକାଙ୍କ ସହ ନଜର ଆସିଛନ୍ତି ହେଲେ ରିଅଲ ଲାଇଫରେ ସେ ପଲ୍ଲବୀଙ୍କୁ ନିଜ ଜୀବନ ସାଥି କରିଛନ୍ତି ।

ପଲ୍ଲବୀ ଓ ଅର୍ଦ୍ଧେନ୍ଦୁଙ୍କ ଯୋଡିକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ପ୍ରେମ ରହିଛି ଉଭୟ ପରସ୍ପର ସହ ବହୁତ ଖୁସିରେ ରହୁଛନ୍ତି ।ଅର୍ଦ୍ଧେନ୍ଧୁ ଓ ପଲ୍ଲବୀ ଏକ ଇଣ୍ଟର୍ବ୍ୟୁରେ କହିଛନ୍ତି’ବିବାହ ପୂର୍ବରୁ ଆମେ ବନ୍ଧୁ ଥିଲି ତେଣୁ ବିବାହ ପରେ ବେସୀ କିଛି ପରିବର୍ତ୍ତନ ଆମ ଜୀବନରେ ଆସି ନାହିଁ ।

ଭଗବାନ କରନ୍ତୁ ଆମେ ଏମିତି ସବୁବେଳେ ଖୁସିରେ ରହିବା । ମୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଲି ୨୦୧୧ରେ ଆଉ ପଲ୍ଲବୀଙ୍କ ସହ ସାକ୍ଷାତ କରିଲି ୨୦୧୩ରେ । ଆମେ ପ୍ରଥମେ ଭଲ ବନ୍ଧୁ ହେଲୁ ତା ପରେ ପରସ୍ପରକୁ ପ୍ରେମ କରି ବିବାହ କରିଲୁ । ପଲ୍ଲବୀଙ୍କ ମତରେ, ମୁ ସବୁ ଗୁଣରେ ମୋ ବାପାଙ୍କ ଭଳି ଏକ ଜୀବନ ସାଥି ପାଇଲି ।

ପ୍ରେମ ଆମ ଜୀବନରେ ନିହାତି ଆବଶ୍ୟକ । ମୋ ବାପାଙ୍କର ବହୁତ ଗୁଣ ମୋ ସ୍ଵାମୀଙ୍କ ସହ ମ୍ଯାଚ କରୁଛି ସେଥିପାଇଁ ମୋ ନିଜକୁ ଭାଗ୍ୟଶାଳୀ ମନେ କରୁଛି ।  ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଅର୍ଦ୍ଧେନ୍ଦୁ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *