ପୁଅକୁ ଜନ୍ମ ଦେବା ମାତ୍ରେ ହିଁ ଦୁନିଆ ଛାଡି ଚାଲିଗଲା ମା’, ଏବେ ପିଲାକୁ କୋଳରେ ଧରି କଲେଜ କୁ ପଢେଇବାକୁ ଯାଉଛନ୍ତି ପିତା, ପୁରା ଘଟନା ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ଗୋଟେ ଛୁଆ ପାଇଁ ତା ଜୀବନରେ ମା ବାପାଙ୍କ ଉପସ୍ଥିତ ବହୁତ ଜରୁରୀ ଅଟେ । କାରଣ ଛୁଆ ମନରେ ବାପା ଓ ମାଙ୍କ ପ୍ରତି ଅଲଗା ଜାଗା ରହିଥାଏ । ହେଲେ ବେଳେବେଳେ ପରିସ୍ଥିତି ଏପରି ହୋଇଯାଇଥାଏ ଯେ ଏକ ମାକୁ ଛୁଆ ବାପାର ଭୂମିକା ପଦର୍ଶନ କରିବାକୁ ପଡିଥାଏ ତ ଗୋଟେ ବାପାକୁ ଛୁଆ ମାର ଭୂମିକା ପଦର୍ଶନ କରିବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବାପା ହେବା ସହ ଏକ ମାର କର୍ତବ୍ୟ ମଧ୍ୟ ପୂରଣ କରୁଛନ୍ତି ।

ଏହି ବ୍ୟକ୍ତି ଜଣକ ବହୁତ ଦିନ ହେବ ସୋ-ସି-ଆ-ଲ ମି-ଡି-ଆରେ ନିଜ କାମ ପାଇଁ ଚର୍ଚାରେ ରହୁଛନ୍ତି ଓ ଲୋକମାନେ ଏହି ବ୍ୟକ୍ତିଙ୍କ ପ୍ରଶଂସା ଖୁବ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବ୍ୟକ୍ତି ଜଣକଙ୍କ ବିଷୟରେ । ସୋ-ସି-ଆ-ଲ ମି-ଡି-ଆରେ ଗତ କିଛି ଦିନ ତଳେ ଲୋକପ୍ରିୟ ଆଇପିଏସ ଅଫିସର ଅବିନାଶ ସାରଣ କିଛି ଫଟୋ ସେୟାର କରିଥିଲେ ଓ ସେହି ବ୍ୟକ୍ତିଙ୍କ ବିଷୟରେ କହିଥିଲେ । ଏହି ଫଟୋରେ ଏକ ବ୍ୟକ୍ତି ନିଜ ଛୁଆକୁ ନିଜ ଛାତିରେ ଲଗାଇ ରଖିଛି ଓ ପିଲା ମାନଙ୍କୁ ପାଠ ପଢାଉଛି । ସେ ପିଲା ମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହ ନିଜ ଛୁଆର ଧ୍ୟାନ ବି ରଖୁଛନ୍ତି ।

ଏହି ଫଟୋକୁ ସେ-ୟା-ର କରି ଅବିନାଶ ସାରଣ ଲେଖିଥିଲେ-‘ଛୁଆକୁ ଜନ୍ମ ଦେବା ପରେ ମା ଏହି ଦୁନିଆ ଛାଡି ଚାଲି ଗଲା । ଛୁଆ ପାଇଁ ତାର ବାପା ହିଁ ରହିଗଲେ । ଏମିତିରେ ସେ ନିଜ ଛୁଆ ପାଇଁ ଏକ ଦାଇତ୍ଵବାନ ପିତା ହୋଇସାରିଛନ୍ତି । ଏମିତି ପରିସ୍ଥିତିରେ ବହୁତ ଲୋକ ନିଜ ଛୁଆର ପାଳନ ପୋଷଣ ପାଇଁ ନିଜ କାମରେ ଛୁଟି ନେଇ ଥାନ୍ତି । ହେଲେ ସେ ଏମିତି କରିଲେ ନାହିଁ । ନିଜ ପୁଅକୁ କୋଳରେ ଲଗାଇ ସେ କଲେଜରେ ପିଲାଙ୍କୁ ପାଠ ପଢାନ୍ତି’ ।

ଅବିନାଶ ସେହି ବ୍ୟକ୍ତିଙ୍କୁ ‘ରିଅଲ ଲାଇଫ ହିରୋ’ ବୋଲି କହିଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏହି ଫଟୋର ସମସ୍ତେ ପ୍ରଶଂସା କରୁଛନ୍ତି । ସେହି ବ୍ୟକ୍ତି ଜଣକ ଏକ ଭଲ ବାପା ଓ ଏକ ଭଲ ଶିକ୍ଷକ ଉଭୟର ଭୂମିକା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଫଟୋଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *