ନିଜ ଝିଅ ବୟସର ଝିଅଙ୍କୁ ବିବାହ କରିନେଲେ Bollywood ର ଏହି 5 ଜଣ ଷ୍ଟାର, ନମ୍ବର 3 ତ ସବୁ ରେକର୍ଡ ହିଁ ଭାଙ୍ଗିଦେଲେ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ସମୟ ରେ ସମଗ୍ର ପୃଥିବୀ ରେ ନିଜର ଏକ ସ୍ୱତନ୍ତ୍ର ନାମ କରି ସାରିଲାଣି । ଯାହାର ଶ୍ରେୟ କେବଳ ବଲିଉଡ ର ଦକ୍ଷ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଦିଆଯିବ । ବଲିଉଡ ଇଣ୍ଡଷ୍ଟ୍ରୀ ରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ କୌଣସି ନା କୌଣସି କାରଣ ରୁ ଚର୍ଚ୍ଚା ର ଘେର ରେ ରହିଥାନ୍ତି । ଯେମିତି କି ଆମେ ମଧ୍ୟ ଜାଣିଛୁ କି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଗତ କିଛି ଦିନ ହେବ ବହୁତ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରୀ ରେ ଜଣଙ୍କ ଠାରୁ ବଢି କରି ଜଣେ ବହୁତ ସୁନ୍ଦର ଅଭିନେତ୍ରୀ ଅଛନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀ ନିଜ ବିବାହ ପାଇଁ ବହୁତ ଚର୍ଚ୍ଚା ରେ ରହିଥାନ୍ତି । କିନ୍ତୁ ଆଜି ଆମେ ଆପଣଂକୁ ଏପରି କିଛି ଜଣେଇବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବଲିଉଡର ଏପରି କିଛି ଅଭିନେତା ଅଛନ୍ତି ଯେଉଁ ମାନେ ନିଜ ଝିଅ ବୟସ ର ଝିଅ ଙ୍କ ସହିତ ବିବାହ କରିଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଅଭିନେତା ମାନେ ଏପରି କରିଛନ୍ତି ।

 

ଦିଲ୍ଲୀପ କୁମାର-ବନ୍ଧୁଗଣ ଦିଲୀପ କୁମାର ଙ୍କୁ କିଏ ବା ନ ଜାଣେ । ନିଜର ଚମତ୍କାର ଅଭିନୟ ପାଇଁ ସେ ଲୋକଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ତାଙ୍କୁ ବିବାହ କରିବା ପାଇଁ କେବଳ ଭାରତ ନୁହେଁ ବରଂ ଭାରତ ବାହାର ର ଝିଅ ମାନେ ମଧ୍ୟ ମନ ବଳାଇ ଥିଲେ । କିନ୍ତୁ ଦିଲୀପ କୁମାର ଙ୍କୁ ପସନ୍ଦ ଆସିଥିଲେ ସାୟରା ବାନୁ । ସାୟରା ବାନୁ ଦିଲୀପ କୁମାର ଙ୍କ ଠାରୁ ୨୨ ବର୍ଷ ସାନ ଅଟନ୍ତି ।

ରାଜେଶ ଖାନା-ବଲିଉଡର ର ଜଣେ ଶ୍ରେଷ୍ଠ ଅଭିନେତା ଭାବେ ରାଜେଶ ଖାନା ଙ୍କୁ ଗଣା ଯାଇଥାଏ । ରାଜେଶ ଖାନା ନିଜ କ୍ୟାରିୟର ରେ ଅନେକ ହିଟ ଫିଲ୍ମ ଦର୍ଶକ ମାନଙ୍କୁ ଦେଇଛନ୍ତି । ସେହିପରି ଆପଣ ମାନେ ତ ଜାଣିଥିବେ ତାଙ୍କର ଧର୍ମ ପତ୍ନୀ ଙ୍କ ନାମ ହେଉଛି ଡ଼ିମ୍ପଲ କାପାଡ଼ିଆ । ଡ଼ିମ୍ପଲ ଯେତେବେଳେ ରାଜେଶ ଙ୍କ ପ୍ରେମ ରେ ପଡ଼ିଥିଲେ ସେତେବେଳେ ତାଙ୍କୁ କେବଳ ୧୬ ବର୍ଷ ବୟସ ହୋଇଥିଲା ଓ ରାଜେଶ ଙ୍କୁ ସେତେବେଳେ ୩୧ ବର୍ଷ ବୟସ ହୋଇଥିଲା । ଦୁହିଁଙ୍କ ମଧ୍ୟରେ ବୟସ ର ବହୁତ ବ୍ୟବଧାନ ରହିଥିଲା ।

 

କବିର ବେଦି-ବଲିଉଡ ର ଜଣାଶୁଣା ଅଭିନେତା ଙ୍କ ମଧ୍ୟ ରେ କବିର ବେଦି ଙ୍କୁ ଗଣା ଯାଇଥାଏ । ତାଙ୍କ ପତ୍ନୀ ଙ୍କ ନାମ ହେଉଛି ପରବିନ ଦୋଷାନ୍ତ । ବନ୍ଧୁଗଣ ଏହି ଯୋଡି କୁ ବଲିଉଡର ସବୁଠାରୁ ଆଶ୍ଚର୍ଯ୍ୟକର ଯୋଡି କୁହାଯାଇଥାଏ । କାରଣ ପରବିନ ଙ୍କ ବୟସ ବର୍ତ୍ତମାନ ୪୨ ବର୍ଷ ଓ କବିର ଙ୍କ ବୟସ ୭୨ ବର୍ଷ । ଦୁଇ ଜଣଙ୍କ ମଧ୍ୟରେ ବହୁତ ବର୍ଷ ର ଅନ୍ତର ଥିଲେ ମଧ୍ୟ ଦୁହେଁ ବହୁତ ଖୁସି ରେ ଅଛନ୍ତି ।

ସେଫ ଅଲ୍ଲୀ ଖାନ-ବଲିଉଡର ସୁପର ହିଟ ଅଭିନେତା ମାନଙ୍କ ତାଲିକା ରେ ସେଫ ଅଲ୍ଲୀ ଖାନ ଙ୍କ ର ନାମ ଆସିଥାଏ । ସେଫ ଙ୍କୁ ବଲିଉଡର ନବାଵ ବୋଲି ମଧ୍ୟ କୁହାଯାଇଥାଏ । ସେଫ ଅଲ୍ଲୀ ଖାନ ଓ କରିନା କପୁର ଙ୍କ ଯୋଡି ବଲିଉଡର ସବୁଠାରୁ ପ୍ରସିଦ୍ଧ ଯୋଡି ଅଟନ୍ତି । ବନ୍ଧୁଗଣ କରିନା କପୁର ଙ୍କୁ ବର୍ତ୍ତମାନ ୩୮ ବର୍ଷ ହୋଇଥିବା ବେଳେ ସେଫ ଙ୍କ ବୟସ ବର୍ତ୍ତମାନ ୪୮ ବର୍ଷ ଅଟେ । ଦୁହିଁଙ୍କ ମଧ୍ୟ ରେ ପ୍ରାୟ ୧୦ ବର୍ଷ ର ଅନ୍ତର ରହିଛି ।

ମିଲନ ସୋମନ- ମିଲନ ସୋମନଙ୍କ ନାଁ ସେବେ ହିଁ ଚର୍ଚ୍ଚା ରେ ଆସିଥିଲା ଯେବେ ସେ ୨୬ ବର୍ଷ ଛୋଟ ଝିଅ ‘ଅଙ୍କିତା କୋଂବର’ ଙ୍କ ସହ ବିବାହ କରିଥିଲେ । ଏହି ଯୋଡି ଙ୍କ ବିବାହ ୨୨ ଏପ୍ରିଲ ୨୦୧୮ ମସିହା ରେ ହୋଇଥିଲା । ଏହି ଯୋଡି ସବୁ ବିଧିବିଧାନ ର ସହ ବିବାହ କରିଥିଲେ । ଏମାନଙ୍କ ଵିଵାହ ଅଲ୍ଲିବାଗ ର ଏକ ଫାର୍ମ ହାଉସ ରେ ହୋଇଥିଲା । ଵିଵାହ ର ଏକ ବର୍ଷ ପରେ ଏହି ଯୋଡି ନିଜ ଵିଵାହ ବାର୍ଷିକି ପାଳନ କରିଥିଲେ। ମିଲନଙ୍କ ବୟସ ୫୩ ଏବଂ ଅଙ୍କିତା ଙ୍କୁ ମାତ୍ର ୨୭ ବର୍ଷ । ଏହି ହିସାବ ରେ ଦେଖିବାକୁ ଗଲେ ଅଙ୍କିତା ମିଲନ ଙ୍କ ଝିଅ ବୟସ ସହ ସମାନ ହେବେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *