Interesting Gk Questions- କେଉଁ ଦେଶରେ ଏକ ଟଙ୍କାରେ ଏକ ଲିଟର ପେଟ୍ରୋଲ ମିଳିଥାଏ ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ଆପଣ ମାନେ ନିଜ ଜୀବନରେ ବହୁତ ଗୁଡିଏ ପରୀକ୍ଷା ଦେଇଥିବେ । ହେଲେ ଆମ ଜୀବନ ସହ ଜଡିତ ଏମିତି କିଛି ସାଧାରଣ ଜ୍ଞାନ ଆମେ ଜାଣିବା ଉଚିତ ଯାହା ଆମ ଜୀବନରେ ବହୁତ ସହାୟକ ହୋଇପାରିବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ସମସ୍ତ ଲୋକଙ୍କୁ ଜାଣିବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

୧. କେଉଁ ଦେଶରେ ସବୁଠାରୁ ଅଧିକ ଜୁଡୁବା ଛୁଆ ଜନ୍ମ ହୋଇଥାନ୍ତି ? ଉତ୍ତର- ନାଇଜେରିଆ ଦେଶରେ ସବୁଠାରୁ ଅଧିକ ଜୁଡୁବା ଛୁଆ ଜନ୍ମ ହୋଇଥାନ୍ତି । ୨. କେଉଁ ଦେଶରେ ଗାଳି ଦେଲେ ପାଞ୍ଚ ବର୍ଷର କାରାଦଣ୍ଡ ଦିଆଯାଇଥାଏ ? ଉତ୍ତର- କ୍ୟୁବା ଦେଶରେ ।

୩. କେଉଁ ଦେଶରେ ଏକ ଟଙ୍କାରେ ଏକ ଲିଟର ପେଟ୍ରୋଲ ମିଳିଥାଏ ?

ଉତ୍ତର- ଘନା ଦେଶରେ ମିଳିଥାଏ ।

୪. ଭାରତର କେଉଁ ରାଜ୍ୟରେ ୨୦୦୦ ତାଙ୍କର ନୋଟ ଚଳୁ ନାହିଁ ?

ଉତ୍ତର- ବିହାରର ନିରହାଟି ଗାଁରେ ୨୦୦୦ ଟଙ୍କାର ନୋଟ ଚଳୁ ନାହିଁ ।

୫. କେଉଁ ଦେଶରେ ସବୁଠାରୁ ଅଧିକ ହତିଆର ଅଛି ?

ଉତ୍ତର- ଇରାନ ଦେଶ ପାଖରେ ସବୁଠାରୁ ଅଧିକ ହତିଆର ଅଛି ।

୬. ଭାରତର ସବୁଠାରୁ ଯୁବା ପ୍ରଧାନ ମନ୍ତ୍ରୀଙ୍କ ନାମ କଣ ?

ଉତ୍ତର- ରାଜୀବ ଗାନ୍ଧୀ ।

୭. କେଉଁ ପ୍ରାଣୀ ଶରୀରରେ ସବୁଠାରୁ ଅଧିକ ରକ୍ତ ରହିଥାଏ ?

ଉତ୍ତର- ହାତୀ ଶରୀରରେ ସବୁଠାରୁ ଅଧିକ ରକ୍ତ ରହିଥାଏ ।

୮. ଦୁନିଆର ସବୁଠାରୁ ବଡ ଗାଁର ନାମ କଣ ?

ଉତ୍ତର- ଦୁନିଆର ସବୁଠାରୁ ବଡ ଗାଁ ହେଉଛି ଗହମର ଗାଁ ।

୯. କେଉଁ ଦେଶର ଲୋକମାନେ ଶଣ୍ଢ ସହ ଳଢନ୍ତି ?

ଉତ୍ତର- ସ୍ପେନ ଦେଶର ଲୋକମାନେ ଶଣ୍ଢ ସହ ଳଢନ୍ତି ।

୧୦. ଭରତରେ ସବୁଠାରୁ ପ୍ରଥମେ ଟ୍ୟାକ୍ସି ସେବା କେଉଁ ସହରରୁ ଆରମ୍ଭ ହୋଇଥିଲା ?

ଉତ୍ତର- ବାଙ୍ଗାଲୁରୁ ସହରରୁ ଆରମ୍ଭ ହୋଇଥିଲା ।

୧୧. ନେତା ମାନେ ସବୁବେଳେ ଧଳା ରଙ୍ଗର ଡ୍ରେସ କାହିଁକି ପିନ୍ଧିଥାନ୍ତି ?

ଉତ୍ତର- କାରଣ ଧଳା ରଙ୍ଗ ଶାନ୍ତିର ପ୍ରତୀକ ହୋଇଥାଏ ।

୧୨. ଗାଡି ଚକର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଇରାକ ଦେଶରେ ଗାଡି ଚକର ଆବିଷ୍କାର ହୋଇଥିଲା ।

୧୩. ଫେସବୁକ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ଆମେରିକା ଦେଶର କମ୍ପାନୀ ଅଟେ ।

୧୪. ଭାରତର ସବୁଠାରୁ ପୁରୁଣା ବିଶ୍ଵ ବିଦ୍ୟାଳୟର ନାମ କଣ ?

ଉତ୍ତର- ନାଳନ୍ଦା ବିଶ୍ଵ ବିଦ୍ୟାଳୟ ।

୧୫. ଏହି ପ୍ରଶ୍ନର ଉତ୍ତର ଗୋଟିଏ ଅଟେ ?

—–ବିନା ଜୀବନ ନାହିଁ

—–ଯେମିତିଆ ପୁଥିବୀରେ କେହି ନାହାନ୍ତି

—–ଯେମିତି କେହି ଦାନୀ ନାହାନ୍ତି

—–ପ୍ରେମ ପୂଜା ଠାରୁ କମ ନୁହେଁ

ଉତ୍ତର- ମାତା ପିତାଙ୍କ

ବନ୍ଧୁଗଣ ଆପଣଙ୍କ ପାଇଁ ଏହି ପ୍ରଶ୍ନ – ଜୟ ହିନ୍ଦ ର ନାରା ପ୍ରଥମେ କିଏ ଦେଇଥିଲେ ?

A- ବଲ୍ଲଭ ଭାଇ ପଟେଲ B- ମହାତ୍ମା ଗାନ୍ଧୀ C- ସୁଭାଷ ଚନ୍ଦ୍ର ବୋଷ

ଆପଣ ଏହି ପ୍ରଶ୍ନର ଉତ୍ତର ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ।

Leave a Reply

Your email address will not be published. Required fields are marked *