ସମସ୍ତଙ୍କ ସାମ୍ନାରେ ନିଜର ଅଜବ ଡ୍ରେସ ପାଇଁ Oops ମୁମେଣ୍ଟର ଶିକାର ହେଲେ Priyanka Chopra, ଭାଇରାଲ ହେଲା ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ କେବଳ ବଲିଉଡ ନୁହେଁ ହଲିଉଡ ଇଣ୍ଡଷ୍ଟ୍ରିରେ ବି କାମ କରି ସୁନାମ ଅର୍ଜନ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା । ଆପଣ ମାନେ ସମସ୍ତେ ପ୍ରିୟଙ୍କାଙ୍କୁ ଅନେକ ସୁପର ହିଟ ବଲିଉଡ ଫିଲ୍ମରେ ଦେଖିଥିବେ । ସେ ନିଜର ଜବରଦସ୍ତ ଲୁକ୍ ଓ ଅଭିନୟ ପାଇଁ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ପ୍ରିୟଙ୍କା ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ବନ୍ଧୁଗଣ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ପ୍ରିୟଙ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଫଟୋ ଅପଲୋଡ କରନ୍ତି ଓ ସେହି ଫଟୋ ଗୁଡିକ ଦେଖୁ ଦେଖୁ ଭାଇରାଲ ହୋଇଯାଏ । ହେଲେ ବନ୍ଧୁଗଣ ପ୍ରିୟଙ୍କା ନିଜ ରିଭିଲିଙ୍ଗ ଡ୍ରେସ ପାଇଁ ଅନେକ ଥର ଲଜ୍ଜିତ ହୋଇଛନ୍ତି । କେବଳ ପ୍ରିୟଙ୍କା ନୁହେଁ ଅନ୍ୟ କେତେକ ବଲିଉଡ ଅଭିନେତ୍ରୀ ମାନେ ବି ନିଜ ଡ୍ରେସ ପାଇଁ ଲଜ୍ଜିତ ହୁଅନ୍ତି ।

ପ୍ରିୟଙ୍କା ଅନେକ ଥର ନିଜ ଷ୍ଟାଇଲିସ ଡ୍ରେସ ପାଇଁ ଆଲୋଚନାର ଶିକାର ହୋଇଛନ୍ତି । ଏବେ ପ୍ରିୟଙ୍କାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଫଟୋରେ ପ୍ରିୟଙ୍କା ଟ୍ରାନ୍ସପେରେଣ୍ଟ ଡ୍ରେସ ପିନ୍ଧିଥିଲେ । ଏହି ଡ୍ରେସରେ ପ୍ରିୟଙ୍କା ବହୁତ ହଟ୍ ନଜର ଆସୁଥିଲେ ହେଲେ ବନ୍ଧୁଗଣ ଏହି ଡ୍ରେସଟି ଏତେ ରିଭିଲିଙ୍ଗ ଥିଲା ଯେ ତାଙ୍କୁ ଲଜ୍ଜିତ ହେବାକୁ ପଡିଥିଲା ।

ସେ ନିଜ ଶରୀରକୁ ଲୁଚାଇବା ପାଇଁ ହେଣ୍ଡ ବ୍ୟାଗର ସାହାରା ନେଇଥିଲେ । ଏହି ଫଟୋ ଦେଖି ଜଣା ପଡିଯାଉଛି ପ୍ରିୟଙ୍କା ନିଜ ଡ୍ରେସ ପାଇଁ ଲଜ୍ୟା ଅନୁଭବ କରିଛନ୍ତି । ଏହି ଡ୍ରେସ ପାଇଁ ପ୍ରିୟଙ୍କାଙ୍କୁ ଅନେକ ଥର ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡିଛି । ଗତ କିଛି ଦିନ ତଳେ ପ୍ରିୟଙ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବିକିନୀ ବାଲା ଫଟୋ ଅପଲୋଡ କରିଥିଲେ ।

ଏହି ଫଟୋରେ ପ୍ରିୟଙ୍କା ନିଜ ସ୍ଵାମୀ ନିକ ଜୋନସଙ୍କ ସହ ମସ୍ତି କରୁଥିବାର ନଜର ଆସୁଛନ୍ତି । ଏହି ଫଟୋରେ ପ୍ରିୟଙ୍କାଙ୍କ କ୍ଲିଭେଜ କ୍ଲିୟର ନଜର ଆସୁଛି । ଏହି ଫଟୋଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହୋଇଛି । ଏହି ଫଟୋ ପାଇଁ ପ୍ରିୟଙ୍କାଙ୍କୁ ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *