ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସାଉଥ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ଫିଲ୍ମ ଗୁଡିକ ପାଇଁ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଏପରି ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସାମନ୍ଥା । ଆପଣ ମାନେ ସମସ୍ତେ ସାମନ୍ଥାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଶେଷ ଥର ପାଇଁ ସାମନ୍ଥା ସୁପର ହିଟ ୱେବ ସିରିଜ ‘ଦ ଫାମିଲି ମାନ ସିଜନ 2’ରେ ନଜର ଆସିଥିଲେ । ସମନ୍ଥା ସାଉଥ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।
ବନ୍ଧୁଗଣ ସମନ୍ଥା ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଗତ କିଛି ଦିନ ହେବ ସମନ୍ଥା ନିଜର ଏକ ବଡ ବୟାନ ପାଇଁ ସମସ୍ତ ସ୍ଥାନରେ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଏହି ବଡ ବୟାନ ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ ଓ ଆଜି ଆମେ ଆପଣ ମାନଙ୍କୁ ସମନ୍ଥାଙ୍କ ସେହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ନାଗ ଚୈତନ୍ୟଙ୍କ ସହ ତଲାକ ହେବା ପରେ ଚର୍ଚାରେ ରହୁଛନ୍ତି ସମନ୍ଥା । ଗତ କିଛି ବର୍ଷ ତଳେ ସମନ୍ଥା ଏକ ଇଣ୍ଟର୍ବ୍ୟୁରେ ବଡ ବୟାନ ଦେଇଥିଲେ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ସେହି ଇଣ୍ଟର୍ବ୍ୟୁରେ ସାମନ୍ଥାଙ୍କୁ ପଚରା ଗଲା ‘ଆପଣଙ୍କ ପାଇଁ ସେକସ ପ୍ରଥମେ ନା ଖାଦ୍ୟ ?’ ଏହାର ଉତ୍ତର ଦେଇ ସାମନ୍ଥା କହିଥିଲେ ‘ସେକସ ପାଇଁ ସେ ସର୍ବଦା ଭୋକିଲା ଅଛନ୍ତି’ ।
ବନ୍ଧୁଗଣ ୨୦୧୭ରେ ସାମନ୍ଥା ଏକ ଇଣ୍ଟର୍ବ୍ୟୁରେ ଏହି ବଡ ବୟାନ ଦେଇଥିଲେ । ନାଗ ଚୈତନ୍ୟଙ୍କ ଠାରୁ ଅଲଗା ହେବା ପରେ ଏହି ବୟାନ ବର୍ତ୍ତମାନ ବେସ ଭାଇରାଲ ହେବାରେ ଲାଗିଛି । ନାଗ ଚୈତନ୍ୟଙ୍କ ଠାରୁ ଅଲଗା ହେବା ପରେ ସାଉଥ ଫିଲ୍ମ ‘ପୁଷ୍ପା’ର ଏକ ଆଇଟମ ସଙ୍ଗରେ ସାମନ୍ଥା ନଜର ଆସିବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସାଉଥ ଅଭିନେତ୍ରୀ ସାମନ୍ଥା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।