TV ଇଣ୍ଡଷ୍ଟ୍ରି ର ଏହି 4 ଜଣ Actress ନିଜ ରିଅଲ ଲାଇଫରେ ଅଟନ୍ତି ସବୁଠୁ ଅଧିକ ଗର୍ବୀ, ଶୁଟିଙ୍ଗ ସେଟ ରେ ହିଁ କରି ସାରିଛନ୍ତି ଝଗଡା

ଆପଣ ମାନେ ଟିଭି ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାନଙ୍କୁ ତ ଦେଖିଥିବେ ଓ ସେମାନଙ୍କ ଅଭିନୟ କୁ ଆପଣ ମାନେ ବହୁତ ପସନ୍ଦ କରିଥିବେ । ଏମାନେ ସାଧା ସିଧା ସଂସ୍କାରୀ ଲୁକ ରେ ସମସ୍ତଙ୍କର ମନ କିଣି ନିଅନ୍ତି । ଏମାନଙ୍କ ସଂସ୍କାରୀ ଅବତାର ଦେଖି ଅନେକ ଲୋକ ମଧ୍ୟ ଭାବନ୍ତି ଆମକୁ ମଧ୍ୟ ଏହିପରି ସଂସ୍କାରୀ ବୋହୁଟିଏ ମିଳନ୍ତା କି ? କିନ୍ତୁ ଆପଣଙ୍କୁ କହି ଦେଉଛୁ କି ଟିଭି ରେ ସଂସ୍କାରୀ ଓ ଗୁଣବତୀ ଭୂମିକାରେ ନଜର ଆସୁଥିବା ଏହି ଅଭିନେତ୍ରୀ ମାନେ ମାନେ ନିଜ ରିଅଲ ଲାଇଫ ରେ ଏମିତି ନୁହଁନ୍ତି ।

କିଛି ଅଭିନେତ୍ରୀ ଭଲ ହୋଇଥିବାବେଳେ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ ଅଲଗା ଅଟନ୍ତି । ଆଜି ଆମେ ଆପଣଙ୍କୁ ଟିଭି ଇଣ୍ଡଷ୍ଟ୍ରି ର ଏହିପରି କିଛି ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ରିଅଲ ଲାଇଫ ରେ ବହୁତ ଗର୍ବୀ ଅଟନ୍ତି । ଯେଉଁମାନେ ମିଡିଆ ହେଉ ବା ଶୁଟିଙ୍ଗ ସେଟ ହେଉ ସବୁ ଜାଗାରେ ନିଜ ନଖରାମି ଦେଖାନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ।

 

ଅଙ୍କିତା ଲୋଖଣ୍ଡେ

ବନ୍ଧୁଗଣ ଆମ ଲିଷ୍ଟରେ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ମଧ୍ୟ ସାମିଲ ଅଛନ୍ତି । ଟେଲିଭିଜନ ଦୁନିଆରେ ସେ ଏକ ସୋରେ କାମ କରିଥିଲେ ତାହା ହେଉଛି ‘ପବିତ୍ର ରିସ୍ତା’ । ଏହି ସୋ ଟି ବହୁତ ଦିନ ହେବ ବନ୍ଦ ହୋଇଯାଇଛି । ଏହି ସୋ କରିବା ସମୟରେ ସେ ନିଜ କୋ ଆକ୍ଟ୍ରେସ ଆଶା ନିଗୀଙ୍କ ସହ ଝଗଡା କରି ଦେଇଥିଲେ । ଏହା ପର ଠାରୁ ଏହି ଦୁଇଜଣ ଅଭିନେତ୍ରୀ ପରସ୍ପର ସହ କଥା ବାର୍ତ୍ତା କରୁନାହାନ୍ତି । ବହୁତ ଲୋକଙ୍କ ମତରେ ଅଙ୍କିତା ନିଜର ଅସଲ ଜୀବନରେ ବହୁତ ଗର୍ବ କରନ୍ତି ।

ସାଇନି ଜୋସି

ବନ୍ଧୁଗଣ ଆମ ଲିଷ୍ଟରେ ସାଇନି ଜୋସିଙ୍କ ନାମ ମଧ୍ୟ ସାମିଲ ଅଛି । ସେ କଲର୍ସ ଚ୍ୟାନେଲର ଲୋକପ୍ରିୟ ସୋ ‘ରାଧେ କ୍ରୀଷ୍ଣା’ରେ ନଜର ଆସୁଥିଲେ । ହେଲେ ଏହି ସୋ ପୂର୍ବରୁ ବହୁତ ସମୟ ପର୍ଯ୍ୟନ୍ତ ତାଙ୍କୁ କୌଣସି କାମ ମିଳୁନଥିଲା, ଏହାର ମୁଖ୍ୟ କାରଣ ହେଉଛି ସାଇନିଙ୍କର ବ୍ୟବହାର । ସାଇନିଙ୍କର ଖରାପ ବ୍ୟବହାର ହେତୁ ତାଙ୍କୁ କାମ ମିଳୁନଥିଲା । ଛୋଟ ଛୋଟ କଥା ପାଇଁ ସେ ଝଗଡା କରିଦେଉଥିଲେ । ସମସ୍ତେ ଜାଣିଛନ୍ତି ଅସଲ ଜୀବନରେ ସାଇନି ନିଜ ପ୍ରତି ବହୁତ ଗର୍ବ କରନ୍ତି ।

ହୀନା ଖାନ

ବନ୍ଧୁଗଣ ଆପଣମାନେ ସମସ୍ତେ ହୀନା ଖାନଙ୍କୁ ନିଶ୍ଚୟ ଜାଣିଥିବେ । ହୀନା ଖାନ ଗୋଟେ ସମୟରେ ବହୁତ ଚର୍ଚାରେ ଥିଲେ ଯେତେବେଳେ ସେ ‘ୟେ ରିସ୍ତା କ୍ୟା କେହେଲାତା ହେ’ର ଶୁଟିଙ୍ଗ କରୁଥିଲେ ସେତେବେଳେ ସେ କହିଥିଲେ ଏହି ସୋର ଶୁଟିଙ୍ଗ କରି କରି ମୁଁ ବୋର ହେଇଯାଇଛି । ଏହି ସିରିଏଲରେ ମୋ ପାଇଁ କିଛି ବି ନାହିଁ । ମୋ ଭୂମିକାକୁ ଆଗକୁ ବଢା ଯାଉନାହିଁ । ଏଥିପାଇଁ ସେ ଏହି ସୋକୁ ମଧ୍ୟ ଛାଡି ଦେଇଥିଲେ । ଏହା ଛଡା ‘ବିଗବସ’ରେ ମଧ୍ୟ ସେ ବହୁତ ଝଗଡା କରିଥିବାର ନଜର ଆସିଛନ୍ତି । ସେହି ସମୟ ପରେ ତାଙ୍କର ଟ୍ୟାଗ ଲାଗିଥିଲା ଗର୍ବ କରିବାର

ନିୟା ଶର୍ମା

 

ନିୟା ଶର୍ମା ପ୍ରଥମେ ଟେଲିଭିଜନ ଦୁନିଆରେ କାମ କରୁଥିଲେ ହେଲେ ବର୍ତ୍ତମାନ ସେ ବହୁତ ବୋଲ୍ଟ କଣ୍ଟେଣ୍ଟକୁ ନେଇ ୱେବ ସିରିଜରେ ନଜର ଆସୁଛନ୍ତି । ନିଆ ନିଜର ଟେଲିଭିଜନ ସୋ ‘ଜମାଇ ରାଜା’ର ସେଟରେ ନିଜ କୋ ଆକ୍ଟର ରବି ଦୁବେଙ୍କ ସହ ବହୁତ ଝଗଡା କରିଛନ୍ତି । ହେଲେ ବର୍ତ୍ତମାନ ଏହି ଦୁଇଜଣ ବହୁତ ଭଲ ସାଙ୍ଗ ହୋଇ ରହିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *