ସିରିଏଲ ନାଗିନ ସିଜନ 4 ରୁ ଫେମସ ହୋଇଥିବା ଅଭିନେତ୍ରୀ Nia Sharma ଙ୍କର ଦିବାନା ଅଟନ୍ତି TV ର ଏହି 5 ଜଣ ଫେମସ Actor

ଛୋଟ ପରଦାର ଟ୍ୟାଲେଣ୍ଟେଡ ନିଆ ଶର୍ମା ଆଜି ଟିଭି ଜଗତର ଜଣା ଶୁଣା ନାମ ହୋଇ ସାରିଛି । ସେ ଅନେକ ସିରିଏଲ ରେ ତାଙ୍କର ଦମଦାର ଅଭିନୟର ଜାଦୁ ଦେଖାଇଛନ୍ତି ଓ ଦର୍ଶକଙ୍କୁ ନିଜର ଫ୍ୟାନ ବନେଇଛନ୍ତି । ସେ ନିଜର ଅଭିନୟ ସହିତ ନିଜର ସୁନ୍ଦରତାରେ ବି ଲୋକଙ୍କୁ ଦିବାନା କରି ରଖିଛନ୍ତି । ଆପଣଙ୍କୁ କହି ଦେଉଛୁ କି ନିଆ ଶର୍ମା ୨ ଥର ଏସିଆ ର ସେକ୍ସି ମହିଳାର ଖିତାବ ବି ହାସଲ କରି ସାରିଛନ୍ତି ।

କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ନିଆ ଙ୍କ ସୁନ୍ଦରତାର ଦିବାନା କେବଳ ଦର୍ଶକ ନୁହନ୍ତି ବରଂ ଟିଭି ଜଗତର ଅନେକ ଅଭିନେତା ଅଛନ୍ତି ଯିଏ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି ଓ ତାଙ୍କର ସୁନ୍ଦରତାର ବଡ ଦିବାନା ବି ଅଟନ୍ତି । ଏଥିପାଇଁ ଆଜି ଆମେ ଟିଭି ଜଗତର ସେହି ୫ ଟି ଅଭିନେତାଙ୍କ ବିଷୟରେ କହିବୁ ଯିଏ ନିଆ ଶର୍ମାଙ୍କୁ ବହୁତ ପସନ୍ଦ କରିଥାନ୍ତି । ଆସନ୍ତୁ ଜାଣିବା ସେମାନେ କିଏ ?

୫. ହର୍ଷଦ ଅରୋରା

କଲର୍ସ ର ସୋ ବେଇମ୍ତିହାଁ ରେ ଜୟ ଅବଦୁଲ୍ଲା ର ରୋଲ କରି ପ୍ରସିଦ୍ଧ ହୋଇଥିବା ଏହି ଅଭିନେତା ହର୍ଷିତ ଅରୋରା ବର୍ତ୍ତମାନର ଟିଭି ସୋ ତେରା କ୍ଯା ହୋଗା ରେ ନଜର ଆସୁଥିଲେ । ସେ ଏ ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀ ଙ୍କ ସହିତ କାମ କରିଛନ୍ତି କିନ୍ତୁ ସେ ନିଆ ଶର୍ମାଙ୍କ ସହିତ ଏ ପର୍ଯ୍ୟନ୍ତ କାମ କରି ନାହାଁନ୍ତି । ସେ ନିଆଙ୍କର ବହୁତ ବଡ ଫ୍ୟାନ ଅଟନ୍ତି । ତାଙ୍କର ମାନିବା ଅଟେ କି ନିଆ ଜଣେ ବହୁତ ଟ୍ଯାଲେନ୍ଟେଡ ଅଭିନେତ୍ରୀ ଅଟନ୍ତି । ଯିଏ ନିଜର ଚରିତ୍ର କୁ ବହୁତ ଭଲ ଭାବେ ତୁଲାଇଥାନ୍ତି ଓ ହର୍ଷିତ ଅରୋରା ତାଙ୍କର କାମକୁ ପସନ୍ଦ କରିଥାନ୍ତି ।

୪. କୁଶାଲ ଟଣ୍ଡନ

ଷ୍ଟାର ପ୍ଲସ ସୋ ଏକ ହଜାରୋଂ ମେ ମେରି ବେହନା ହେ ରେ ବିରାଟ ସିଂହ ଙ୍କ ଚରିତ୍ର କରୁଥିବା ପ୍ରସିଦ୍ଧ ଅଭିନେତା କୁଶାଲ ଟଣ୍ଡନ ଏହି ସିରିଏଲ ରେ ନିଆ ଶର୍ମା ଙ୍କ ଅପୋଜିଟ ରେ କାମ କରୁଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ହେଲା କିନ୍ତୁ ସୋ ସରିବା ପରେ ଦୁଇ ଜଣ ଅଲଗା ବି ହୋଇଗଲେ । କିନ୍ତୁ ଆଜି ବି ସେ ନିଆ ଶର୍ମା ଙ୍କୁ ବହୁତ ପସନ୍ଦ କରନ୍ତି ।

୩. ଜୈନ ଇମାମ

ନାମକରଣ ସିରିଏଲ ନୀଲ ର ଚରିତ୍ର କରି ପ୍ରସିଦ୍ଧ ହୋଇଥିବା ଅଭିନେତା ଜୈନ ଇମାମ ଟିଭି ର ସବୁଠୁ ଚାର୍ମିଙ୍ଗ ଅଭିନେତା ଅଟନ୍ତି । ଯାହାଙ୍କ ପଛରେ ଝିଅମାନେ ଦିବାନି ଅଟନ୍ତି । କିନ୍ତୁ ସେ କେବଳ ନିଆ ଶର୍ମା ଙ୍କୁ ପସନ୍ଦ କରନ୍ତି । ସେ ନିଆ ଙ୍କ ସୁନ୍ଦରତା ସହିତ ତାଙ୍କର ଦମଦାର ଅଭିନୟର ବି ଦିବାନା ଅଟନ୍ତି । ତାଙ୍କର କହିବା ଅଟେ କି ନିଆ ଯେଉଁ ପ୍ରକାରରେ ଅଭିନୟ କରନ୍ତି ତାହା ବହୁତ ପ୍ରଶଂସା ଯୋଗ୍ୟ । ଯଦି ମଉକା ମିଳିବ ତ ସେ ନିଶ୍ଚୟ ନିଆ ଙ୍କ ସହିତ କାମ କରିବେ ।

୨. ପାର୍ଥ ସାମଥାନ

ବର୍ତ୍ତମାନ ର ‘କସୋଟୀ ଜିନ୍ଦେଗୀ କି’ ସିରିଏଲ ରେ ଅନୁରାଗ ବାସୁ ର ଚରିତ୍ର କରୁଥିବା ଅଭିନେତା ପାର୍ଥ ସାମଥାନ ନିଜର ଏହି ଚରିତ୍ର ପାଇଁ ଲୋକଙ୍କର ଖୁବ ପ୍ରିୟ ହୋଇଛନ୍ତି। ଆପଣଙ୍କୁ କହି ଦେଉଛୁ କି ଟିଭି ଇଣ୍ଡଷ୍ଟ୍ରି କୁ ଆସିବା ପୂର୍ବରୁ ସେ ନିଆ ଶର୍ମାଙ୍କର ବହୁତ ବଡ ଫ୍ୟାନ ଥିଲେ । କେବଳ ଏତିକି ନୁହେଁ ତାଙ୍କର ତ ନିଆ ଙ୍କ ସହିତ କ୍ରଶ ବି ଥିଲା । ସେ ତାଙ୍କର ସୁନ୍ଦରତା ସହିତ ତାଙ୍କ କାମକୁ ବି ବହୁତ ପସନ୍ଦ କରନ୍ତି । ପାର୍ଥ ଜୀବନରେ ଥରେ ତାଙ୍କ ସହିତ କାମ କରିବାକୁ ଚାହୁଞ୍ଚନ୍ତି ।

୧. ଅର୍ଜୁନ ବିଜଲାନି

ନାଗିନ ସିରିଏଲ ରୁ ପ୍ରସିଦ୍ଧ ହୋଇଥିବା ଅଭିନେତା ଅର୍ଜୁନ ବିଜଲାନୀ ନିଆ ଶର୍ମା ଙ୍କ ସହିତ ଇଷ୍କ ମେ ମରଜାୱା ରେ କାମ କରିଥିଲେ । ଏହି ଦୁଇ ଜଣଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ସୋ ସମୟରେ ସେ ନିଆ ଶର୍ମା ଙ୍କୁ ବହୁତ ନିକଟରୁ ଜାଣିଲେ, ତାଙ୍କ ସହିତ କାମ କରିବା ପରେ ତାଙ୍କ କାମ ଅର୍ଜୁନ ଙ୍କୁ ଏତେ ପସନ୍ଦ ଆସିଲା କି ସେ ତାଙ୍କର ଫ୍ୟାନ ହେଇଗଲେ ।
ତେବେ ଆପଣଙ୍କୁ ଏମାନଙ୍କ ମଧ୍ୟରୁ ନିଆ ଶର୍ମାଙ୍କ ସହିତ କାହା ଯୋଡି ଭଲ ଲାଗୁଛି କମେନ୍ଟ କରନ୍ତୁ । ଟିଭି ଇଣ୍ଡଷ୍ଟ୍ରି ର ସବୁ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *