Jyotish Sastra- କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି ୪ ଟି ନାମର ଝିଅ, ହୋଇଥାନ୍ତି ଗଙ୍ଗା ପରି ପବିତ୍ର

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ନାମର ପ୍ରଥମ ଅକ୍ଷର ତାର ସ୍ଵଭାବ, ବ୍ୟକ୍ତିତ୍ବ ଏବଂ ଭବିଷ୍ୟତକୁ ଦର୍ଶାଇ ଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଝିଅ ମାନଙ୍କର ନାମ ବିଷୟରେ କହିବୁ ଯେଉଁ ମାନେ ବହୁତ କୋମଳ, ଭାବୁକ ଏବଂ ଦୟାଳୁ ସ୍ଵଭାବର ହୋଇଥାନ୍ତି । ଏହି ଝିଅ ମାନେ କେବେ ହେଲେ କାହାର ଖରାପ ଚିନ୍ତାଧାରା କରିନଥାନ୍ତି । ଏମାନେ ବହୁତ ପରୋପକାରୀ ମଧ୍ୟ ହୋଇଥାନ୍ତି । ଏହି ଝିଅ ମାନେ ନିଜ ପାର୍ଟନରକୁ ବହୁତ ପ୍ରେମ କରନ୍ତି ଏବଂ ସେମାନଙ୍କ ସୁଖ ଦୁଃଖରେ ସେମାନଙ୍କ ସହାୟତା କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ଝିଅ ମାନଙ୍କ ବିଷୟରେ ।

୧. A ଅକ୍ଷର ନାମର ଝିଅ


ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ ସେମାନଙ୍କ ମନ ବହୁତ ସଫା ଥାଏ । ଏହି ଝିଅ ମାନେ ବହୁତ ଭାବୁକ ମଧ୍ୟ ହୋଇଥାନ୍ତି । ଏହି ଝିଅ ମାନଙ୍କ ଉପରେ ବିଶ୍ଵାସ କରାଯାଇ ପାରିବ । ଏମାନେ କରିଥିବା ନିଜର ସମସ୍ତ ପ୍ରମିଜକୁ ପୂରଣ କରିଥାନ୍ତି । ନିଜ ବ୍ୟବହାର ପାଇଁ ଏମାନେ ସମାଜରେ ବହୁତ ମାନ ସମ୍ମାନ ପାଇଥାନ୍ତି । ଏମାନେ ନିଜ ପାର୍ଟନରକୁ ବହୁତ ପ୍ରେମ କରିଥାନ୍ତି ।

୨. K ଅକ୍ଷର ନାମର ଝିଅ


ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କର ନାମ K ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ବହୁର ସରଳ ଏବଂ ଦୟାଳୁ ସ୍ଵଭାବର ହୋଇଥାନ୍ତି । ଏହି ଝିଅ ମାନେ ନିଜର ପାର୍ଟନରକୁ ସବୁବେଳେ ଖୁସିରେ ରଖନ୍ତି ଏବଂ ଅନ୍ୟ ମାନଙ୍କୁ ଏମାନେ ବହୁତ ସମ୍ମାନ ଓ ଆଦର କରିଥାନ୍ତି । ଏହି ଝିଅ ମାନେ କାହାକୁ ଧୋକା ଦେଇନଥାନ୍ତି । ଏହି ଝିଅ ମାନଙ୍କର କଥା ବାର୍ତ୍ତାରେ ସମସ୍ତେ ପ୍ରଭାବିତ ହୋଇଥାନ୍ତି ।

୩. D ଅକ୍ଷର ନାମର ଝିଅ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କର ନାମ D ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଝିଅ ମାନେ ଯାହା ଘରକୁ ଯାଆନ୍ତି ସେହି ଘରକୁ ଏମାନେ ମା ଲକ୍ଷ୍ମୀଙ୍କ କୃପାରୁ ସ୍ଵର୍ଗ କରିଥାନ୍ତି ଏବଂ ସେହି ଘରକୁ ଏମାନେ ଧନଦଉଲତ ଓ ମାନ ସମ୍ମାନରେ ଭରି ଦିଅନ୍ତି । ଏମାନଙ୍କ ମନ ବହୁତ ସଫା ହୋଇଥାଏ । ଏମାନେ କୌଣସି ଲୋକଙ୍କ ପ୍ରତି ଖରାପ ଚିନ୍ତାଧାରା ରଖି ନଥାନ୍ତି । ଏହି ଝିଅ ମାନେ ଅନ୍ୟ ମାନଙ୍କର ବହୁତ ସହାୟତା କରିଥାନ୍ତି ।

୪. L ଅକ୍ଷର ନାମର ଝିଅ

୪. ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯେଉଁ ଝିଅ ମାନଙ୍କର ନାମ Lରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଦୟାଳୁ, ଭାବୁକ ଏବଂ ସରଳ ସ୍ଵଭାବର ହୋଇଥାନ୍ତି । ନିଜ ଜୀବନ ପ୍ରତି ଏମାନଙ୍କର ଦ୍ରୁଷ୍ଟି ସକରାତ୍ମକ ରହିଥାଏ । ଏମାନଙ୍କ ବିଚାର ବହୁତ ସ୍ପଷ୍ଟ ହୋଇଥାଏ ଏବଂ ଏମାନେ ସବୁ କଥା ମୁହଁ ଉପରେ କହିଦିଅନ୍ତି । ଏହି ଝିଅ ମାନେ ନିଜ ପରିବାରର ଧ୍ୟାନ ରଖିବା ସହ ନିଜ ପାର୍ଟନରକୁ ମଧ୍ୟ ବହୁତ ଖୁସିରେ ରଖିଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *