‘ନବୀନ ବାବୁ ଥଟ୍ଟା କରୁଛ…ତୁମେ ତାଙ୍କ ପରିବାରକୁ…’ ମୁଖ୍ୟମନ୍ତ୍ରୀ ଙ୍କ ଉପରେ କାହିଁକି ଏମିତି ଗର୍ଜିଲେ Sura

ନମସ୍କାର ବନ୍ଧୁଗଣ । ଥଟ୍ଟା ଥଟ୍ଟା କହି ରାଗଭରା ମନ୍ତବ୍ୟ ପ୍ରକାଶ କରି କହିଲେ । ତମେ ଜଣେ ରିଟାର୍ଡ ଜଜ୍ ଙ୍କୁ ଦେଇଛ ବଡ ଦାୟିତ୍ଵ । ତେବେ ବନ୍ଧୁଗଣ ବିଧାୟକ ସୁର ରାଉତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି ଏପରି କିଛି କ୍ରୋଧିତପୂର୍ଣ୍ଣ ମନ୍ତବ୍ୟ ପ୍ରକାଶ କରିଛନ୍ତି । ତେବେ ନିକଟ ଅତୀତରେ ପୂର୍ବତନ କ୍ଯାବିନେଟ ତଥା ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ଙ୍କର guleemada କରାଯାଇ ହତୟଆ କରଯାଇଥିଲା ।

ତେବେ ମନ୍ତ୍ରୀ ନବ ଦାସ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ହିଁ ପରଲୋକ ଘଟି ଯାଇଥିଲା । ତେବେ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ତାଙ୍କ ବନ୍ଧୁପରିବାର ତଥା ଆତ୍ମୀୟ ସ୍ଵଜନ ଦୁଃଖରେ ମ୍ରିୟମାଣ ହୋଇଯାଇଥିଲେ । ତେବେ କେବଳ ପରିବାର ଲୋକ ନୁହନ୍ତି । ତେବେ ମନ୍ତ୍ରୀ ମଣ୍ଡଳ ତଥା ରାଜନୀତି ମାହୋଲରେ ମଧ୍ୟ ଦୁଃଖର ଛାୟା ଖେଳିଯାଇଥିଲା ।

ତେବେ ମନ୍ତ୍ରୀ ନବ ଦାସଙ୍କର ଶୁଭ ଚିନ୍ତକ ମାନଙ୍କ ପାଇଁ ଏହା ବହୁତ ବଡ ଏକ ଦୁଃଖ ଖବର ହୋଇଯାଇଥିଲା । ତେବେ ମନ୍ତ୍ରୀ ନବ ଦାସ gulee mada କରି ହତୟଆ ଉଦ୍ୟମ କରିଥିବା ଅଭିଯୁକ୍ତ ଗୋପାଳ ଦାସକୁ ତ କାବୁ କରି ରଖା ଯାଇଥିଲା । ଏହା ସହିତ ହତୟଆ ମାମଲା ପଛରେ ଥିବା ଅସଲ ଷ-ଅଡ-ଯ-ଅନ୍ତ୍ର ପଛର କାହାଣୀ ଜାଣିବା ପାଇଁ ମଧ୍ୟ କଡାକଡି ତଦନ୍ତ କରଯାଇଥିଲା ।

ତେବେ ଏହି ନବ ଦାସ ହତୟଆ ମାମଲାକୁ ନେଇ ତଦନ୍ତରେ ମୁଁ ଖୁସି ନାହିଁ ବୋଲି ମନ୍ତବ୍ୟ ବିଧାୟକ ସୁର ରାଉତ ଦେଇଛନ୍ତି । ତେବେ ଯେଉଁଠାରେ ବିଧାୟକ ସୁର ରାଉତ କହିଛନ୍ତି । ଏହା କି ଯେ ନବୀନ ବାବୁ ପୂର୍ବତନ ମନ୍ତ୍ରୀ କ୍ଯାବିନେଟ ମନ୍ତ୍ରୀଙ୍କର ହତୟଆ ମାମଲାକୁ ତମେ ଥଟ୍ଟା କରୁଛ । ତେବେ ତଦନ୍ତ ଖାଲି ପାଣିର ଗାର ।

ଖାଲି ଯାହା ମନ୍ତ୍ରୀ ନବ ଦାସ ମୃ-ତ୍ୟୁ ସମୟରେ ତାଙ୍କ ପରିବାରକୁ ସମବେଦନା ମାନ୍ୟବର ମୁଖ୍ୟମନ୍ତ୍ରୀ ଜଣାଇଥିଲେ । ହେଲେ ଘଟଣାର ସଠିକ ଭାବରେ ତଦନ୍ତ କରିବା ଦିଗରେ କିନ୍ତୁ ଜମାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗ୍ରସର ହେଉନାହାନ୍ତି ।

ନଚେତ ଏପରି ଭାବରେ ଏତେ ବଡ କ୍ଯାବିନେଟ ପାହ୍ୟା ମନ୍ତ୍ରୀଙ୍କର ହତୟଆ ମାମଲାକୁ ସୁପରଭିଜନ କରିବାକୁ ରିଟାର୍ଡ ଜଜ୍ ଙ୍କୁ ଦେଇନଥାନ୍ତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *