ଅଶ୍ଵିନୀଙ୍କ ବରଯାତ୍ରୀରେ ଫସିଲେ Namita Agrawal, ବାଟ ଦେଖେଇଲେ ଅଭିନେତା Jyoti…

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତା ତଥା ଅଭିନେତ୍ରୀ ମାନଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ଆପଣ ମାନେ ସୋ-ସି-ଆ-ଲ ମି-ଡି-ଆ ରେ ସବୁବେଳେ ଚର୍ଚ୍ଚା ରେ ଥିବାର ଦେଖିଥିବେ । ତେବେ ଆଙ୍କର ତଥା ଅଭିନେତା ଅଶ୍ଵିନୀ ଏବଂ ପ୍ରେରଣା ଙ୍କ ବିବାହ ଖବର ବହୁଳ ଭାବରେ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାରେ ଦେଖିବାକୁ ମିଳୁଛି । ଅଶ୍ଵିନୀ ଏବଂ ପ୍ରେରଣା ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ।

ତେବେ ତାଙ୍କ ବାହାଘରରେ ବହୁ ଓଡିଆ ସେଲିବ୍ରେଟି ମାନେ ଉପସ୍ଥିତ ଥିଲେ । ଓଡିଆ ସିରିୟଲ ତଥା ଚଳଚିତ୍ର ର ଅଭିନେତା ଅଭିନେତ୍ରୀ ଙ୍କ ସହିତ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଏବଂ ନମୀତା ଅଗ୍ରୱାଲ ସ୍ଵାମୀ ସୀତାରାମ ଅଗ୍ରୱାଲ ଙ୍କ ସହିତ ଉପସ୍ଥିତ ଥିଲେ । ଅଶ୍ଵିନୀ ଙ୍କ ବରଯାତ୍ରୀ ରେ ନମୀତା ଅଗ୍ରୱାଲ ଭିଡ ଭିତରେ ରହି ଖୁବ ମଜାମସ୍ତି କରିଥିଲେ । ଭିଡ ଭିତରୁ ସ୍ଵାମୀ ସୀତାରାମ ଅଗ୍ରୱାଲ ବାଟ କଡେଇ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଅଭିନେତା ଜ୍ୟୋତି ମଧ୍ୟ ନମିତା ଅଗ୍ରୱାଲ ଙ୍କୁ ବାଟ ଦେଖାଇଥିଲେ । ବାହାଘରରେ ଭିଡ ନିଶ୍ଚିତ ଭାବରେ ସ୍ଵାଭାବିକ । ଭିଡରେ ମଜାମସ୍ତି କରି ଡ୍ୟାନ୍ସ କରିବାର ମଜା ସଂପୂର୍ଣ୍ଣ ଭାବରେ ଅଲଗା । ତେବେ ଅଶ୍ଵିନୀ ଏବଂ ପ୍ରେରଣା ଅନେକ ଦିନରୁ ପ୍ରେମ ସମ୍ପର୍କରେ ଥିବା କଥା ତାଙ୍କ ଫ୍ୟାନ୍ସ ମାନେ ଜାଣିଛନ୍ତି । ଏହି ଯୋଡି କୁ ସମସ୍ତେ ବେସ ପସନ୍ଦ ମଧ୍ୟ କରି ଆସିଛନ୍ତି । ବିବାହ ପ୍ରତ୍ୟକଙ୍କ ଜୀବନର ଏକ ନିଆରା ଅନୁଭୂତି ଥାଏ ।

ସେହିଭଳି ଏହି ଷ୍ଟାର ଯୋଡି ଙ୍କ ପାଇଁ ମଧ୍ୟ ବହୁତ ଖାସ ଦିନ ପାଲଟିଥିଲା । ଆପଣ ଏମାନେ ଅଶ୍ଵିନୀ ଙ୍କୁ ଅନେକ ଟିଭି ସୋ ରେ ଆଙ୍କରିଙ୍ଗ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ । ତାଙ୍କ ଆଙ୍କରିଙ୍ଗ କୁ ଦର୍ଶକେ ବହୁତ ପସନ୍ଦ ମଧ୍ୟ କରିଥିଲେ । ସେହିଭଳି ଅଭିନେତ୍ରୀ ପ୍ରେରଣା ମଧ୍ୟ ଅନେକ ଟିଭି ସୋ ରେ ଅଭିନୟ କରିଥିବାର ନଜର ଆସିଛନ୍ତି ।

ଉଭୟଙ୍କର କିଛିଦିନ ପୂର୍ବେ ଏକ ଆଲବମ ଗୀତ ଅଧିକ ଚର୍ଚ୍ଚା ରେ ଥିଲା । ସେହି ଗୀତଟି ଥିଲା “ଫଗୁଣରେ ଫଗୁଣ ମୁଁ ଦେଇଛି ସିନ୍ଦୁର” । ଏହି ଗୀତରେ ଅଭିନୟ କରି ଅଶ୍ଵିନୀ ଏବଂ ପ୍ରେରଣା ବହୁତ ଚର୍ଚ୍ଚା ସାଉଁଟି ଥିଲେ । ବର୍ତ୍ତମାନ ସତରେ ଅଶ୍ଵିନୀ ପ୍ରେରଣା ଙ୍କ ମଥାରେ ସିନ୍ଦୁର ପିନ୍ଧାଇ ଚୀରଦିନ ଲାଗି ନିଜର କରିଦେଇଛନ୍ତି । ତେବେ ବନ୍ଧୁଗଣ ଉଭୟଙ୍କୁ ଆମ ତରଫରୁ ଅନେକ ଅନେକ ଶୁଭେଛା । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *