ନଡିଆ ତେଲରେ କେବଳ ଏହି 1 ଜିନିଷ ମିଶାଇ ଲଗାନ୍ତୁ, ମାତ୍ର 15 ଦିନରେ ନିଜର ମୋଟା ପେଟକୁ କମାଇ ସ୍ଲିମ ଫିଗର ପାଆନ୍ତୁ- Beauty Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ମୋଟାପଣର ଶିକାର ହେଉଛନ୍ତି । ଏହି ମୋଟାପଣର ଶିକାର ହେବା ପରେ ସେମାନଙ୍କୁ ଅନ୍ୟ ମଧ୍ୟ କେତେକ ରୋଗର ଶିକାର ହେବାକୁ ପଡୁଛି । ଲୋକମାନେ ନିଜର ଏହି ମୋଟାପଣକୁ ଦୂର କରିବା ପାଇଁ ଜିମ୍ ଓ ଡାଏଟ ଆଦିର ସାହାରା ନେଇଥାନ୍ତି । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ,

ଯାହାକୁ ଆପଣ ମାନେ ପ୍ରୟାଗ କରି ଏକ ମାସ ମଧ୍ୟରେ ନିଜ ମୋଟାପଣ ବା ପେଟ ଚର୍ବିକୁ କମାଇ ପାରିବେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ମାନେ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।


ବନ୍ଧୁଗଣ ଏହି ଉପଚାର ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ନଡିଆ ତେଲ । ବନ୍ଧୁଗଣ ନଡିଆ ତେଲ ଆମ ପେଟର ଚର୍ବିକୁ ଦୂର କରିବା ପାଇଁ ବହୁତ ସହାୟକ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ସର୍ବ ପ୍ରଥମେ ଏକ ପାତ୍ର ନିଅନ୍ତୁ ଓ ସେଥିରେ ଦୁଇ ଚାମଚ ନଡିଆ ତେଲ ନିଅନ୍ତୁ ।

ବନ୍ଧୁଗଣ ଏହାପରେ ଆପଣ ଏଥିରେ ଅଧା ଚାମଚ ଭିକ୍ସ ଭେପୋରବ ନେବାର ଅଛି । ବନ୍ଧୁଗଣ ଏହି ଦୁଇଟି ଜିନିଷ ଆପଣ ମାନଙ୍କୁ ବହୁତ ସହଜରେ ଓ କମ ମୂଲ୍ୟରେ ମାରକେଟରୁ ମିଳିଯିବ । ଏହାପରେ ବନ୍ଧୁଗଣ ଆପଣ ମାନେ ଏହି ମିଶ୍ରଣରେ ତିନୋଟି କର୍ପୁରକୁ ଗୁଣ୍ଡ କରି ପକାଇ ଦିଅନ୍ତୁ ।

ଏହି ଉପଚାର ପାଇଁ ଆପଣ ମାନେ ପୂଜାରେ ବ୍ୟବହାର ହେଉଥିବା କର୍ପୁରର ପ୍ରୟୋଗ କରନ୍ତୁ ଓ ଏହା ଆପଣ ମାନଙ୍କୁ ବହୁତ ସହଜରେ ମଧ୍ୟ ମିଳିଯିବ । ଏହାପରେ ବନ୍ଧୁଗଣ ଆପଣ ମାନେ ଏହି ତିନୋଟି ସାମଗ୍ରୀକୁ ବହୁତ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ଆପଣ ମାନେ ଏହି ମିଶ୍ରଣକୁ ନିଜର ଚର୍ବି ଥିବା ସ୍ଥାନରେ ଭଲ ଭାବରେ ଲଗାଇ ଦିଅନ୍ତୁ । ଏହାକୁ ଲଗାଇବା ପାରେ ଆପଣ ମସାଜ କରିବେ ନାହିଁ ଏହାକୁ ସେମିତି ଛାଡି ଦେବେ ।

ଯଦି ବନ୍ଧୁଗଣ ଆପଣ ବାୟାମ ଆଦି କରୁଛନ୍ତି ତା ହେଲେ ଆପଣ ଏହି ମିଶ୍ରଣକୁ ନିଜର ଚର୍ବି ସ୍ଥାନରେ ଲଗାଇ ମଧ୍ୟ ଯାଇପାରିବେ, ଏହାକୁ ଲଗାଇ ବୟାମ କରିବା ଦ୍ଵାରା ଆପଣଙ୍କୁ ବହୁତ ଭଲ ରେଜଲ୍ଟ ମିଳିଯିବ  । ବନ୍ଧୁଗଣ ଏହି ଉପଚାରର ପ୍ରୟୋଗ ମହିଳା ମାନେ ମଧ୍ୟ କରିପାରିବେ । ବନ୍ଧୁଗଣ ଆପଣ ଏହାକୁ ଲଗାଇବା ପରେ ୨ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ ଓ ପରେ ଏହାକୁ ପାଣି ଦ୍ଵାରା ଧୋଇ ଦିଅନ୍ତୁ । ବନ୍ଧୁଗଣ ଏହି ଉପଚାରକୁ କରିବା ସହିତ ଆପଣ କିଛି ଭଲ ଡାଏଟ ମଧ୍ୟ ମେଣ୍ଟେନ କରନ୍ତୁ, ଦେଖିବେ ମାତ୍ର ୧ ମାସ ମଧ୍ୟରେ ଆପଣଙ୍କୁ ଏହାର ବହୁତ ଭଲ ରେଜଲ୍ଟ ନିଶ୍ଚୟ ମିଳିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *