Bollywood ରେ ଦୁଃଖର ଲହରୀ, ନଦିଆ କେ ପାର ଆକ୍ଟ୍ରେସ Savita Bajaj ଙ୍କୁ ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସିନେମା ଜଗତରୁ ଆସିଲା ଆଉ ଏକ ଦୁଃଖଦ ଖବର । ଅଭିନେତ୍ରୀ ସବିତା ଗୁରୁତର ଅବସ୍ଥାରେ ରେ ଆଇ ସି ୟୁ ରେ ଭର୍ତ୍ତି ହୋଇଛନ୍ତି । ସବିତା ହେଉଛନ୍ତି ସିନେମା ଜଗତର ଜଣେ ପୁରୁଣା ଜଣା ଶୁଣା ଚେହେରା ।

ତେବେ ହଠାତ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବା ଯୋଗୁଁ ପ୍ରଥମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ପରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡି ଯିବା ଯୋଗୁଁ ତାଙ୍କୁ ଆଇ ସି ୟୁ ରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଅଭିନେତ୍ରୀ ନୁପୁର ଅଳଙ୍କାର ସୂଚନା ଦେଇଛନ୍ତି ।

ଗତ କିଛିଦିନ ତଳେ ଏହି ଅଭିନେତ୍ରୀ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାର ଖବର ଶୁଣିବାକୁ ମିଳିଥିଲା ଏଵଂ ଏହା ସହ ସେ ଅନେକ ରୋଗ ରେ ମଧ୍ୟ ପିଡୀତ ଥିବାର ମଧ୍ୟ ଜଣା ପଡିଥିଲା । କିନ୍ତୁ ସେହି ରୋଗ ର ଚିକିତ୍ସା ପାଇଁ ତାଙ୍କ ପାଖରେ ଉପଯୁକ୍ତ ଟଙ୍କା ନାହିଁ ବୋଲି ଖବର ମିଡ଼ିଆ ରେ ଆସିଥିଲା । ଏହି ଖବର ସାମ୍ନା କୁ ଆସିବା ପରେ ଅନେକ ସେଲିବ୍ରେଟି ମାନେ ତାଙ୍କୁ ସହାୟତା ର ହାତ ମଧ୍ୟ ବଢ଼ାଇ ଥିଲେ ।

ତେବେ ନୂପୁର ସୂଚନା ଦେଇଛନ୍ତି କି ସବିତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ସେ ହସ୍ପିଟାଲରେ ଡାକ୍ତର ଙ୍କ ଦେଖା ରେଖା ରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ମଧ୍ୟ ଚାଲିଛି । ସବିତା ଯେଉଁ ଘରେ ରହୁଥିଲେ ସେହି ଘରେ ଗୋଟିଏ ବି ଝରକା ନାହିଁ ଏବଂ ପବନ ଯିବା ଆସିବା ମଧ୍ୟ କରି ପାରେ ନାହିଁ ତେଣୁ ସ୍ୱାସ୍ଥ୍ୟ ବିଗିଡି ଯିବା ସ୍ୱାଭାବିକ କଥା । ତେବେ ନୂପୁର କହିଛନ୍ତି କି ତାଙ୍କ ପାଇଁ ସେ ବୃଦ୍ଧା ଆଶ୍ରମ ଖୋଜିଥିଲେ ଏପରି କି ଚାରି ରୁ ପାଞ୍ଚ ଟି ବୃଦ୍ଧା ଆଶ୍ରମ ସହ କଥା ମଧ୍ୟ ହୋଇଥିଲେ ।

କିନ୍ତୁ କୌଣସି ଆଶ୍ରମ ଖାଲି ନାହିଁ ବୋଲି ନୂପୁର କହିଥିଲେ । ତେବେ ନୁପୁର ସବିତାଙ୍କ ପାଇଁ ଘର ଖୋଜି ଖୋଜି ଥକି ମଧ୍ୟ ଗଲେଣି । ତେବେ ପର୍ଯ୍ୟାପ୍ତ ଭେଣ୍ଟିଲେଟର ଘରେ ହିଁ ସବିତା ରହି ପାରିବେ ବୋଲି ନୁପୁର କହିଛନ୍ତି ।

ତେବେ ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ୭୯ ବର୍ଷ ର ହୋଇଗଲେଣି ଏବଂ ସେ ପଚାଶ ରୁ ଅଧିକ ସିନେମା ରେ କାମ ମଧ୍ୟ କରିଛନ୍ତି । ଏହା ବ୍ୟତୀତ ସେ ଅନେକ ଧାରାବାହିକ ରେ ମଧ୍ୟ ନଜର ଆସିଛନ୍ତି ଯେପରି କି ନୁଡୁକ, କବଚ ଆଦି । ତେବେ ଈଶ୍ୱରଙ୍କ ଆଗରେ ଏତିକି ପାର୍ଥନା କି ସେ ଅଭିନେତ୍ରୀ ସବିତାଙ୍କୁ ଶୀଘ୍ର ସୁସ୍ଥ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *