କାବୁଲ ଦଖଲ ପରେ ଦେଖନ୍ତୁ କିପରି ନାଚି ଗାଇ ଖୁସି ମନାଉଛନ୍ତି ତାଲିବାନୀ, ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନ ଉପରେ କବଜା କରିବା ପରେ ସମସ୍ତଙ୍କ ନଜର ସେହି ଦୁଇଟି ଦେଶ ଉପରେ ରହିଛି । ଏହା ମଧ୍ୟରେ ଆଫଗାନିସ୍ତାନ ର ରାଷ୍ଟ୍ରପତି ଅସରଫ ଗନି ତାଲିବାନ ର ଅ-ତ୍ୟା-ଚା-ର ଭିତରେ ଆଫଗାନିସ୍ତାନ କୁ ଛାଡି ଦେଇ ନିଜେ ଦେଶ ଛାଡି ଫେ-ରା-ର ହୋଇଯାଇଥିଲେ । ତାଲିବାନ ର ଆଫଗାନିସ୍ତାନ ଉପରେ ଆ-କ୍ର-ମ-ଣ ଏବଂ ଗୋଟିଏ ପରେ ଗୋଟିଏ ସ୍ଥାନ ତଥା ରାଜ୍ୟ କୁ ନିକ କବଜା ରେ କରିବାରେ ସଫଳ ହୋଇଛି ।

ଏହା ସହିତ ଆଫଗାନିସ୍ତାନ ର ଅଗଣିତ ଲୋକଙ୍କ ମୃ-ତ୍ୟୁ ମଧ୍ୟ ହୋଇ ସାରିଲାଣି । ଅନେକ ବ୍ୟକ୍ତି ଙ୍କୁ ନିଜର ଘର ଛାଡ଼ି ଜୀବନ ବଞ୍ଚାଇବା ପାଇଁ ଯିବାକୁ ପଡୁଛି । ସମଗ୍ର ଆଫଗାନିସ୍ତାନ କୁ କ-ବ-ଜା କରି ନେଇଛି ତାଲିବାନ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଆଫଗାନିସ୍ତାନ କୁ ଦଖଲ କରିବା ପରେ ଖୁସି ମନାଉଛନ୍ତି ତାଲିବାନୀ । ତାଲିବାନ ର ନାଗରିକ ଖୁସି ରେ ନାଚୁଛନ୍ତି ।

ସମସ୍ତେ ଏକାଠି ବସି ଖାଉଛନ୍ତି । ସର୍କସ ରେ ପଶି ମଉଜ କରୁଛନ୍ତି । ଏହି ସମ୍ପର୍କିତ ଭି-ଡି-ଓ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାରେ ଲାଗିଛି । ସାମ୍ନା କୁ ଆସିଛି ତାଲିବାନୀ ଙ୍କ ଗୋଟିଏ ପରେ ଗୋଟିଏ ଦୃଶ୍ୟ । ଏହି ସବୁ ଭି-ଡି-ଓ ରେ ଦେଖିବାକୁ ମିଳୁଛି ଯେ, କେତେକ ତାଲିବାନୀ ଏକାଠି ହୋଇ ଖୁସି ରେ ନାଚିବାରେ ଲାଗିଛନ୍ତି । ଏକାଠି ରହୁଛନ୍ତି ।

କେତେକ ଭି-ଡି-ଓ- ରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ, ତାଲିବାନୀ ଅଧିବାସୀ ଦୋଳି ରେ ମଧ୍ୟ ଖେଳୁଛନ୍ତି ଏବଂ ସର୍କସ ରେ ପଶି ଖୁସି ରେ ନାଚୁଛନ୍ତି । ଖୁସି ରେ ଝୁମି ଉଠୁଛନ୍ତି ସମସ୍ତ ତାଲିବାନୀ । ତାଲିବାନ ଅଧିବାସୀ ଙ୍କ ଏହି ସମସ୍ତ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବା ପରେ ଅନେକ ଲୋକ ବିଭିନ୍ନ ମତ ପ୍ରକାଶ କରୁଛନ୍ତି । କିଛି ବ୍ୟକ୍ତି ତାଲିବାନୀ ଙ୍କୁ ମୂର୍ଖ ଓ ଅସଭ୍ୟ ବୋଲି କହିଛନ୍ତି ଏବଂ ଏହା ସହିତ ଏମାନଙ୍କ ଉପରେ ବିଭିନ୍ନ ପ୍ରକାର ଲ-ଜ୍ଜା ଜ-ନ-କ ପୋଷ୍ଟ ମଧ୍ୟ କରାଯାଉଛି ।

ଲୋକମାନେ ତାଲିବାନୀ ଙ୍କ ଏହି କାମ କୁ ଘୃ-ଣ୍ୟ ଦୃ-ଷ୍ଟି ରେ ଦେଖିବା ସହିତ ଆଫଗାନିସ୍ତାନ ର ସମସ୍ତ ନାଗରିକ ମାନଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି ଏବଂ ଆଫଗାନିସ୍ତାନ ର ଯେଉଁ ନାଗରିକ ଏହି ପରିସ୍ଥିତି ରେ ଅକାରଣ ରେ ନିଜର ପ୍ରା-ଣ ହରାଇଛନ୍ତି ସେମାନଙ୍କ ଆ-ତ୍ମା- ର ସ-ଦ୍ଗ-ତି ମଧ୍ୟ କାମନା କରିଛନ୍ତି ।  ବନ୍ଧୁଗଣ ଏହି ପ୍ରସଙ୍ଗ ରେ ଆପଣଙ୍କ ମତାମତ କଣ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *