କଣ ବାଳ ଧଳା ପଡି ଯାଉଛି ? କେବଳ ନାଭିରେ ପକାଇ ଦିଅନ୍ତୁ ଏହି ତେଲ, 42 ବର୍ଷ ବୟସରେ ବି 22 ପରି ଜବାନ ଆଉ ସୁନ୍ଦର ଦେଖାଯିବେ- Health Tips

ବନ୍ଧୁଗଣ ନାଭି ହେଉଛି ମଣିଷ ଶରୀରର ଏକ ମହତ୍ଵ ପୂର୍ଣ୍ଣ ଅଙ୍ଗ । ଯେତେବେଳେ ଗୋଟେ ଶିଶୁ ମାର ଗର୍ଭରେ ଥାଏ ସେତେବେଳେ ସେହି ଶିଶୁର ସମସ୍ତ ଭରଣ ପୋଷଣ ନାଭି ଦ୍ଵାରା ହୋଇଥାଏ । ବନ୍ଧୁଗଣ ଏଥିରୁ ଆପଣ ମାନେ ଜାଣି ପାରୁଥିବେ ଯେ, ନାଭିର ଆମ ଶରୀରରେ କେତେକ ମହତ୍ଵ ରହିଛି ।

ଏହା ବ୍ୟତୀତ ଯେତେବେଳେ ଆମ ଦୁର୍ଘଟଣା ଗ୍ରସ୍ତ ହୋଇଥାଉ ସେତେବେଳେ ସେହି ଦୁର୍ଘଟଣାର ପ୍ରଥମ ପ୍ରଭାବ ଆମ ନାଭି ଉପରେ ପଡିଥାଏ । ଭାଗବଟ ରୁଷି ନିଜ ବହି ଅଷ୍ଟାଙ୍ଗ ହୃଦୟରେ ନାଭି ସହ ଜଡିତ ଅନେକ ଉପଚାର ବିଷୟରେ ଲେଖିଛନ୍ତି ।

ଆମେ ଆମ ନାଭିରେ କିଛି ତେଲ ଲଗାଇ ଆମ ଶରୀରର କେତେକ ରୋଗକୁ ଅତି ସହଜରେ ଦୂର କରିପାରିବା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ନାଭି ସହ ଜଡିତ ସେହି ସମସ୍ତ ଉପଚାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ଆପଣ ମାନେ ସପ୍ତାହକୁ ମାତ୍ର ଗୋଟିଏ ଦିନ ନାଭିରେ ତେଲ ଲଗାନ୍ତୁ । ଯଦି ଆପଣଙ୍କ ଚେହେରା ଜନିତ ସମସ୍ୟା ଅଛି ବା ଆପଣଙ୍କ ଓଠ ଫାଟୁଛି ତା ହେଲେ ଆପଣ ନିଜ ନାଭିରେ ଦୁଇ ବୁନ୍ଦ ସୋରିଷ ତେଲ ଲଗାଇ ଦିଅନ୍ତୁ । ଏହା ଆମ ଚେହେରା ଜନିତ ସମସ୍ୟାକୁ ଦୂର କରିବା ସହ ଆମ ଓଠକୁ ପିଙ୍କ କରିଥାଏ । ଯଦି ଆପଣଙ୍କ ଆଖି ଜନିତ କୌଣସି ସମସ୍ୟା ଅଛି ତା ହେଲେ ଏହା ଆପଣଙ୍କ ଆଖି ଜନିତ ସମସ୍ୟାକୁ ମଧ୍ୟ ଦୂର କରିଦେବ । ଆପଣ ମାନେ ଶିତ ଦିନରେ ରାତିରେ ଶୋଇବା ବେଳେ ନିଜ ନାଭିରେ ସୋରିଷ ତେଲର ପ୍ରୟୋଗ କରନ୍ତୁ ।

୨. ବନ୍ଧୁଗଣ ଖରା ଦିନରେ ଆପଣ ମାନେ ନିଜ ନାଭିରେ ନଡିଆ ତେଲର ପ୍ରୟୋଗ କରନ୍ତୁ । ଏହା ଆପଣଙ୍କ ଚେହେରାରେ ଗ୍ଲୋ ଆଣିବା ସହ ଯେଉଁ ମାନଙ୍କ ଆଖିରେ କଳା ଦାଗ ରହିଥାଏ ତାକୁ ଦୂର କରିଥାଏ । ଯଦି କମ ବର୍ଷ ବୟସରେ ଆପଣଙ୍କ କେସ ଧଳା ହେଇ ଯାଉଛି ତା ହେଲେ ଆପଣ ନିଜ ନାଭିରେ ନଡିଆ ତେଲ ଲଗାନ୍ତୁ । ନଡିଆ ତେଲ ଲଗାଇବା ଦ୍ଵାରା ଆପଣଙ୍କ ଧଳା କେସ ବହୁତ ଶୀଘ୍ର କଳା ହୋଇଯିବ । ଏହା ସହ ଆପଣଙ୍କ କେସ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

୩. ଯଦି ଆପଣଙ୍କ ହାଇ ବିପି ଓ ଡାଇବେଟିସ ସମସ୍ୟା ଅଛି ତା ହେଲେ ପାନ ସପ୍ତାହକୁ ଗୋଟିଏ ଥର ରାତିରେ ଶୋଇବା ବେଳେ ନିଜ ନାଭିରେ ବାଦାମ ତେଲ ଲଗାନ୍ତୁ । ବାଦାମ ତେଲ ଆପଣଙ୍କ ହାଇ ବିପି ଓ ଡାଇବେଟିସ ସମସ୍ୟାକୁ ସଂପୂର୍ଣ୍ଣ ଦୂର କରିଦେବ । ଆପଣ ମାନେ ଏହି ତେଲକୁ ଉଭୟ ଖରା ଦିନ ଓ ଶିତ ଦିନରେ ଲଗାଇ ପାରିବେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *