ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କନ୍ୟା ସନ୍ତାନ ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ । ସ୍କୁଲରେ ପାଠ ପଢୁଥିବା ନାବାଳିକା ଝିଅ ଜନ୍ମ କଲେ ନବଜାତ ଶିଶୁ । ତେବେ ସୂଚନା ମୁତାବକ ଜଣେ ସ୍କୁଲରେ ପାଠ ପଢୁଥିବା ନବମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ଥିଲେ । କେନ୍ଦୁଝରର ସଦର ଥାନା ଅନ୍ତର୍ଗତ ଅନୁସୂଚିତ ଜାତି ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ଥିଲେ । ହେଲେ ଏହି ବିଷୟରେ ସ୍କୁଲର କର୍ତ୍ତୁପକ୍ଷ କିଛି ମଧ୍ୟ ଅବଗତ ନଥିଲେ ।
କାରଣ ପ୍ରତି ମାସ ବିଦ୍ୟାଳୟ ତରଫରୁ ଛାତ୍ର ଛାତ୍ରୀ ମାନଙ୍କର ସ୍ଵାସ୍ଥର ଡାକ୍ତରୀ ପରୀକ୍ଷା କରାଯାଇଥାଏ । ହେଲେ ଜାନୁଆରୀ ୧୨ ତାରିଖରୁ ସ୍କୁଲରୁ ଘରକୁ ଗଲା ପରେ ବିଦ୍ୟାଳୟକୁ ଝିଅ ଜଣଙ୍କ ଆସିନଥିଲା । ତାପରେ ଜାନୁଆରୀ ୨୫ ତାରିଖରେ ନବମ ଶ୍ରେଣୀର ଛାତ୍ରୀ ଜଣଙ୍କ ସନ୍ତାନ ଜନ୍ମ କରିଥିଲେ । ତାପରେ ଝିଅଟିର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି ବୋଲି ସୂଚନା ମିଳିଥିଲା । ହେଲେ ଛାତ୍ରୀ ଜନ୍ମ କରିଥିବା ନବଜାତ ଶିଶୁର ସ୍ଵାସ୍ଥ ବର୍ତ୍ତମାନ ସମୟରେ ସଙ୍କଟାପର୍ଣ୍ଣ ଅବସ୍ତାରେ ଅଛି ।
ତେଣୁ ଉଭୟ ମା’ ଓ ନବଜାତ ପିଲାକୁ କେନ୍ଦୁଝରର ସ୍ଥାନୀୟ ମେଡିକାଲରେ ରଖାଯାଇଛି । ତେବେ ଏହି ଘଟଣା ପରେ ଜନ୍ମ ଦେଇଥିବା ଝିଅଟିର ମା’ ଥାନାରେ ଏତଲା ଦେଇଛନ୍ତି । ତେବେ ଏହି କଥାର ସଠିକ ତଦନ୍ତ କରାଯାଇ କାର୍ଜ୍ଯାନୁଷ୍ଠାନ ନିଆଯିବ ବୋଲି ପୋଲିସ କହୁଛନ୍ତି ।
ତେବେ ଏପରି ଭାବରେ ନବମ ଶ୍ରେଣୀରେ ପଢୁଥିବା ସ୍କୁଲ ଛାତ୍ରୀଟି ଏତେ ଅଳ୍ପ ବର୍ଷ ବୟସରୁ ଗର୍ଭବତୀ ହୋଇ ପ୍ରସବ କରିବା ଘଟଣାକୁ ଆଖି ଆଗରେ ରଖି ଥାନାରେ ଏତେଲା ଦିଆଯାଇଥିଲା । ତେବେ ଏହି ଘଟଣାକୁ କେନ୍ଦ୍ର କରି ପୋଲିସ ଅଧିକାରୀ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ସନ୍ଦେହ କରି ଥାନାରେ ଅଟକ ରଖିଛି । ତେବେ ଝିଅଟିର ଏପରି ଅବସ୍ତା ପଛରେ ସଂପୂର୍ଣ୍ଣ ଭାବରେ କିଏ ଦାୟୀ ତାହା ତ ଠିକ ଭାବରେ ସାମ୍ନାକୁ ଆସି ନାହିଁ ।
ତେବେ ନବଜାତ ସନ୍ତାନ ଜାତ କରିଥିବା ଛାତ୍ରୀ ଜଣଙ୍କ ମୁହଁରୁ ନିଜସ୍ୱ ପ୍ରତିକ୍ରିୟା ମିଳିଲା ପରେ ହିଁ ଘଟଣା ଉପରୁ ପରଦା ଉଠିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, ଶେୟାର କରିବା ସହ ନିଜର ମତ କମେଣ୍ଟ ଦ୍ଵାରା ଜଣାନ୍ତୁ । ଧନ୍ୟବାଦ