ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । କାରଣ ଦେଶରେ କରୋନା ମହାମାରୀର ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି ।
ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ସରକାର ସମସ୍ତ ଲୋକଙ୍କୁ ଘରେ ରହିବା ପାଇଁ ନିର୍ଦେଶ ଦେଇଛନ୍ତି । ଏହି କରୋନା କାଳ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି । ଆପଣ ମାନେ ଏହି ଭିଡିଓକୁ ଦେଖିଲେ ଆପଣଙ୍କ ମନ ମଧ୍ୟ ଖୁସି ହୋଇଯିବ ।
ଆଜିଆମେ ଆପଣ ମାନଙ୍କୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏହି ଭିଡିଓରେ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ରାସ୍ତାରେ ନିଜ ଗାଡିରେ ବସି ଯାଉଥିବା ବେଳେ ତାଙ୍କ ଅପେକ୍ଷାରେ ଏକ ମହିଳା ଜଣକ ଛିଡା ହୋଇଥିବାର ନଜର ଆସୁଛନ୍ତି ।
ମହିଳା ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ହାତ ଠାରିବାରୁ ମୁଖ୍ୟମନ୍ତ୍ରୀ ଜଣକ ନିଜ ଗାଡିକୁ ରଖି ମହିଳାଙ୍କ ଅଭିଯୋଗ ଶୁଣୁଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓକୁ ଦେଖି ମୁଖ୍ୟମନ୍ତ୍ରୀଙ୍କର ବହୁତ ପ୍ରଶଂସା କରୁଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ହେଉଛି ତାମିଲନାଡୁର । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟେଲିନ ନିଜ ଗାଡିରେ ବସି ରାସ୍ତାରେ ଯାଉଥିବା ବେଳେ ଏକ ମହିଳା ଜଣକ ରାସ୍ତା କଡରେ ଛିଡା ହୋଇଥିଲେ ।
ମହିଳା ଜଣକ ନିଜ ଅଭିଯୋଗକୁ ଏକ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଯେତେବେଳେ ମୁଖ୍ୟମନ୍ତ୍ରୀ ଷ୍ଟେଲିନ ତାଙ୍କ ଘର ରାସ୍ତା ଦେଇ ଯାଉଥିଲେ ସେତେବେଳେ ମହିଳା ଜଣକ ମୁଖ୍ୟମନ୍ତ୍ରୀଙ୍କୁ ହାତ ଠାରି ଡ଼ାକିଥିଲେ ଓ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ମୁଖ୍ୟମନ୍ତ୍ରୀ ଷ୍ଟେଲିନ ମହିଳାଙ୍କ ଅଭିଯୋଗ ଜାଣିବା ପାଇଁ ରାସ୍ତା ମଝିରେ ରହିଥିଲେ ।
ଏହାପରେ ମହିଳା ଜଣକ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ସେହି ଚିଠି ଦେଇଥିଲେ ଓ ନିଜ ଅଭିଯୋଗ ବିଷୟରେ ଜଣାଇଥିଲେ ।ଅଭିଯୋଗ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଷ୍ଟେଲିନ ସେହି ସ୍ଥାନରୁ ଚାଲିଯାଇଥିଲେ । ସେହି ସ୍ଥାନରେ ପାଖ ଛାତରେ ଛିଡା ହୋଇଥିବା କୌଣସି ଏକ ବ୍ୟକ୍ତି ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିଲେ ।
ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟେଲିନଙ୍କର ବହୁତ ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘଟଣାଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।
ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।