କେବଳ ଏହି 1 ଉପାୟ, ମୁଖ ଦୁର୍ଗନ୍ଧ ସବୁଦିନ ପାଇଁ ଗାୟବ ହୋଇଯିବ- Health Tips

ବନ୍ଧୁଗଣ ଆଜିକାଲି ଦୁନିଆରେ ଅଧିକାଂଶ ଲୋକ ମାନଙ୍କର ମୁଖରୁ ଦୁର୍ଗନ୍ଧ ଆସିବା ଆଦି ସମସ୍ଯା ଦେଖାଦେଉଛି । ବନ୍ଧୁଗଣ କେତେକ ଲୋକ ନିଜ ପାଟିର ବହୁତ ଯତ୍ନ ନେଇଥାନ୍ତି ତଥା, ବ୍ରସ କରିବା, ସଠିକ ଖାଦ୍ୟର ସେବନ କରିବା ଓ ସବୁବେଳେ ନିଜ ପାଟିକୁ ସଫା ରଖିବା ଆଦି କରିଥାନ୍ତି । ହେଲେ ଏତେ ସବୁ କରି ମଧ୍ୟ ସେମାନଙ୍କ ମୁହଁରୁ ଦୁର୍ଗନ୍ଧ ଆସିଥାଏ । ବନ୍ଧୁଗଣ ଏହି ସମସ୍ଯା ପାଇଁ ଆପଣଙ୍କୁ ଅନ୍ୟ ଲୋକମାନଙ୍କ ଆଗରେ ଲଜ୍ଜିତ ମଧ୍ୟ ହେବାକୁ ପଡିପାରେ । ବନ୍ଧୁଗଣ ଏହି ମୁଖ ଦୁର୍ଗନ୍ଧର ସମସ୍ଯା ପାଇଁ ବହୁତ ଲୋକ ଚିନ୍ତିତ ମଧ୍ୟ ଅଛନ୍ତି ।

ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜ ମୁଖ ଦୁର୍ଗନ୍ଧ ସମସ୍ଯାକୁ ସବୁଦିନ ପାଇଁ ଦୂର କରିପାରିବେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ଏହାକୁ ବହୁତ ସହଜରେ ପ୍ରସ୍ତୁତ କରିପାରିବେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପଚାର ପାଇଁ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀ ଆପଣଙ୍କୁ ବହୁତ ସହଜରେ ନିଜ ରୋଷେଇ ଘରେ ମିଳିଯିବ । ବନ୍ଧୁଗଣ ଆପଣ ପ୍ରଥମେ ଏକ ଲବଙ୍ଗ ଓ ଏକ ଗୁଜୁରାତି ନିଅନ୍ତୁ । ଏହି ଦୁଇଟି ଜିନିଷକୁ ନେଇ ନିଜ ଦାନ୍ତ ମାଢି ତଳେ ରଖନ୍ତୁ । ବନ୍ଧୁଗଣ ଏହି ଦୁଇଟି ଜିନିଷକୁ କିଛି ସମୟ ନିଜ ମାଢି ତଳେ ରଖନ୍ତୁ ଓ ଏହାକୁ ଧୀରେ ଧୀରେ ଚୋବାନ୍ତୁ ।

ବନ୍ଧୁଗଣ ଏହାକୁ ଆପଣ ଧୀରେ ଧୀରେ ଚୋବାଇ ଏହାର ରସକୁ ବାହାର କରନ୍ତୁ । ଶେଷରେ ଆପଣ ଏହି ଦୁଇଟି ଜିନିଷକୁ ଚୋବାଇ ଖାଇ ଦିଅନ୍ତୁ । ବନ୍ଧୁଗଣ ଦୁଇ ମିନିଟ ମଧ୍ୟରେ ଆପଣଙ୍କ ମୁଖ ଦୁର୍ଗନ୍ଧ ସଂପୂର୍ଣ୍ଣ ଦୂର ହୋଇଯିବ । ବନ୍ଧୁଗଣ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ମୁଖ ଦୁର୍ଗନ୍ଧକୁ ସବୁଦିନ ପାଇଁ ଦୂର କରିବେ ତା ହେଲେ ଆପଣ ଏହି ଉପଚାରକୁ ଦିନରେ ତିନ ରୁ ଚାରି ଥର ନିଶ୍ଚୟ ପ୍ରୟୋଗ କରନ୍ତୁ ।

ବନ୍ଧୁଗଣ ଦେଖିବେ ଆପଣଙ୍କର ଏହି ସମସ୍ଯା ନିଶ୍ଚୟ ସବୁଦିନ ପାଇଁ ଦୂର ହୋଇଯିବ । ବନ୍ଧୁଗଣ ଏହା ଆପଣଙ୍କର ମୁଖ ଦୁର୍ଗନ୍ଧକୁ ଦୂର କରିବା ସହ ଆପଣଙ୍କ ପେଟ ଜନିତ ସମସ୍ଯାକୁ ମଧ୍ୟ ଦୂର କରିଥାଏ । ବନ୍ଧୁଗଣ ଲବଙ୍ଗ ଓ ଗୁଜୁରାତି ଆପଣଙ୍କ ପଚନ ପକ୍ରିୟାକୁ ମଝବୁତ କରିଥାଏ, ଯାହା ଆପଣଙ୍କ ପେଟ ବା ଗ୍ଯାସ ଜନିତ ସମସ୍ତ ସମସ୍ଯାକୁ ଦୂର କରିବାରେ ସହାୟକ ହୋଇଥାଏ ।

ତେବେ ବନ୍ଧୁଗଣ ଆପଣ ମାନେ ଏହି ଉପାୟକୁ ନିଶ୍ଚୟ ବ୍ୟବହାର କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ । ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *