ଫିଲ୍ମ ସହିତ ବିଜିନେସ ରେ ମଧ୍ୟ Super Hit ଅଟନ୍ତି Bollywood ର ଏହି 4 ଜଣ ହିରୋଇନ, 1 ନଂ ହିରୋଇନ ତ ଖୋଲିଛନ୍ତି ଆଡଲ୍ଟ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ମାନଙ୍କର ଡିମାଣ୍ଡ ମଧ୍ୟ ବହୁତ ଅଧିକ ରହିଥାଏ । ସାଧାରଣତଃ ଏମାନେ ଗୋଟେ ଫିଲ୍ମ କରିବା ପାଇଁ ବହୁତ ଟଙ୍କାର ଡିମାଣ୍ଡ କରିଥାନ୍ତି ।

ହେଲେ ବନ୍ଧୁଗଣ ବଲିଉଡର ଏପରି କିଛି ଦିଗଜ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଫିଲ୍ମରେ ଅଭିନୟ କରିବା ସହ ବିଜନେସ ଦ୍ଵାରା ବହୁତ ଟଙ୍କା ଅର୍ଜନ କରିଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।


ସନି ଲିଓନି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ସେକସି ଅଭିନେତ୍ରୀ ସନି ଲିଓନି । ଆପଣ ମାନେ ସାମସ୍ତେ ସନିଙ୍କର ବହୁତ ଫିଲ୍ମ ଦେଖିଥିବେ । ବନ୍ଧୁଗଣ ସନି ଫିଲ୍ମରେ ଅଭିନୟ କରିବା ବ୍ଯତୀତ କିଛି ବିଜନେସ ମଧ୍ୟ କରନ୍ତି । ସେ ଏକ ଆଡଲ୍ଟ ଷ୍ଟୋର ଖୋଲିଛନ୍ତି, ଏଥିରେ ଆଡଲ୍ଟ ଟୟଜ, କଷ୍ଟୟୁମ ଓ ବି -ୟର ଆଦି ପ୍ରଡ଼କ୍ଟ ମିଳିଥାଏ । ଏହା ସହିତ ସନି ଲଷ୍ଟ ନାମକ ଏକ ପର୍ଫ୍ଯୁମ ଓ କସମେଟିକ୍ସ କମ୍ପାନୀ ମଧ୍ୟ ଖୋଇଛନ୍ତି ।

ସୁସ୍ମିତା ସେନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ । ବହୁତ ସମୟ ହେବ ସୁସ୍ମିତା ବଲିଉଡ ଠାରୁ ଦୂରରେ ଅଛନ୍ତି ହେଲେ ବର୍ତ୍ତମାନ ମଧ୍ୟ ସେ ବହୁତ ଟଙ୍କା କମାଉଛନ୍ତି । ବନ୍ଧୁଗଣ ସୁସ୍ମିତାଙ୍କର ନିଜର ଏକ ଜ୍ବେଲେରୀ ଲାଇନ ଅଛି ଯାହାକୁ ତାଙ୍କ ମା ସମ୍ଭାଳୁ ଛନ୍ତି । ଏହି ଜ୍ବେଲେରୀ ଲାଇନ ତାଙ୍କର ବହୁତ ଫେମସ ମଧ୍ୟ ଅଟେ । ଏହା ସହିତ ସୁସ୍ମିତାଙ୍କର ଏକ ପ୍ରଡ଼କ୍ସନ କମ୍ପାନୀ ମଧ୍ୟ ଅଛି ।

ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଦୀପିକା ପାଦୁକୋନ । ବନ୍ଧୁଗଣ ଦୀପିକା ଏକ ଫିଲ୍ମରେ ଅଭିନୟ କରିବା ପାଇଁ ବହୁତ ଟଙ୍କାର ଡିମାଣ୍ଡ କରିଥାନ୍ତି । ସେ ବଲିଉଡରେ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଏହା ସହିତ ଦୀପିକା ଏହି କିଛି ଦିନ ତଳେ ନିଜର ଏକ ଫ୍ୟାସନ ଲାଇନ ମଧ୍ୟ ଖୋଲିଛନ୍ତି ଯାହାର ନାମ ହେଉଛି ‘ଅଲ ଏବାଉଟ ୟୁ’ । ଏହି କମ୍ପାନୀରୁ ସେ ବହୁତ ଟଙ୍କା କମାଉଛନ୍ତି ।


କାଟ୍ରିନା କୈଫ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ କାଟ୍ରିନା କୈଫ । ବନ୍ଧୁଗଣ କାଟ୍ରିନା ଗୋଟେ ଫିଲ୍ମ ପାଇଁ ବହୁତ ଟଙ୍କାର ଡିମାଣ୍ଡ କରିଥାନ୍ତି । ଫିଲ୍ମ ବ୍ଯତୀତ କାଟ୍ରିନା ଏହି କିଛି ଦିନ ତଳେ ଫ୍ୟାସନ ରିଲେଟେଡ ‘ନାୟକା’ ନାମକ କମ୍ପାନୀ ସହ ପାର୍ଟନରସିପ କରିଛନ୍ତି । ଏହି କମ୍ପାନୀରେ କାଟ୍ରିନା ନିଜ ବ୍ରାଣ୍ଡ ‘କେ ବ୍ୟୁଟି’କୁ ଲଞ୍ଚ କରିଛନ୍ତି । ବନ୍ଧୁଗଣ କାଟ୍ରିନାଙ୍କର ଏହି ବ୍ରାଣ୍ଡ ବର୍ତ୍ତମାନ ବହୁତ ଚର୍ଚାରେ ମଧ୍ୟ ରହିଛି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *