ମୁହଁ ଖୋଲିଲା Gopal ଆଉ କହିଲା ‘ସେ ଲୋକମାନଙ୍କୁ ଆତଙ୍କ-ଇତ କରୁଥିଲା, ଦେଉଥିଲା, ତେଣୁ ମୁଁ ତାକୁ…’

ନମସ୍କାର ଦର୍ଶକ ବନ୍ଧୁ, ଏହାରି ମଧ୍ୟରେସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ 9 ଦିନ ବୀତିଛି ଆଉ ତୁଣ୍ଡ ଖୋଲିଛି ଗୋପାଳ । ହଁ ଦର୍ଶକ ବନ୍ଧୁ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ କୃଷ୍ଣ ଦାସର କହିବା କଥା କି ନବ ବାବୁ କୁଆଡେ ଲୋକଙ୍କୁ ଆତଙ୍କ-ଇତ କରୁଥିଲେ ନି-ଇର୍ଯା-ତ-ଅନା ଦେଉଥିଲେ । ଆଉ ସେଥିପାଇଁ ସେ ନବ ବାବୁଙ୍କୁ ହତୟଆ କଲେ । ଦର୍ଶକ ବନ୍ଧୁ କିଛି ନେତା ଆମ ସରକାରଙ୍କୁ ବଦନାମ କରୁଛନ୍ତି ସେମାନେ ଲୋକଙ୍କର ଦୁଃଖ ବୁଝିବା ପରିବର୍ତ୍ତେ ଲୋକଙ୍କ ପାଇଁ ଦୁଃଖ ପାଲଟି ଯାଉଛନ୍ତି ।

ତେବେ ଗୋପାଳର କହିବା ଅନୁଯାଇ ଯଦିଓ ସେପରି କିଛି ବ୍ୟକ୍ତିଗତ ଶତ୍ରୁତା ମୋର ନବ ଦାସଙ୍କ ସହିତ ନଥିଲା । ତେବେ ଜାଣିଶୁଣି ହିଁ ମୁଁ ତାଙ୍କୁ ମ-ଆରି ଦେଲି । କାରଣ ସେହି ମନ୍ତ୍ରୀ ଜଣଙ୍କ ମୋତେ ଜମାରୁ ମଧ୍ୟ ଭଲ ଲାଗେନାହିଁ । କାରଣ ସେ ସାଧାରଣ ଲୋକଙ୍କୁ ସବୁବେଳେ ଡର- ଆଇ ଧମ କ-ଆଇ ଆତଙ୍କ-ଇତ କରି ରଖନ୍ତି । ଲୋକ ମାନଙ୍କୁ ନି-ଇର୍ଯା-ତ-ଅନା ମଧ୍ୟ ଦେଇଥାନ୍ତି ।

ତେଣୁ ଏହାକୁ ଜାଣି ମୁଁ ତାଙ୍କ ଉପରେ ବହୁତ କ୍ରୋଧିତ ଅବସ୍ଥାରେ ଥିଲି ।  ତେଣୁ ସୁଯୋଗ ଯେତେବେଳେ ପାଇଗଲି । ସେତେବେଳେ ଅତି ପାଖରୁ ମନ୍ତ୍ରୀ ନବ ଦାସଙ୍କୁ gulee କରି ମ-ଆରି ଦେଲି । ତେବେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ମୃ-ତ୍ୟୁ ମାମଲାର ୯ ଧରି ଅଭିଯୁକ୍ତ ଗୋପାଳ ଦାସକୁ ଝାରଶୁଗୁଡା ସ୍ଥିତ ବିମାନ ବନ୍ଦର ଥାନାରେ ରଖି କ୍ର-ଆ ଇ-ମ ବ୍ରାଞ୍ଚ ଟିମ ପଚରା ଉଛର କରୁଥିଲା ।

ହେଲେ ଗୋପାଳ ଏତେ ବଡ ପ୍ରଭାବ ସାଳୀ ତଥା କ୍ଯାବିନେଟ ପାହ୍ୟାର ମନ୍ତ୍ରୀ ନବ ଦାସଙ୍କୁ ମ-ଆରି ମଧ୍ୟ ନିର୍ବିକାର ହୋଇ ଭୟହୀନ ହୋଇ ବୁଲୁଥିଲା । ତେବେ ଯେପରି ସେ ଏପରି କରି ତା’ ର ବହୁ ଦିନର ଇଛାକୁ ପୂରଣ କରି ଶାନ୍ତି ପାଇଗଲା ପରି ରହୁଥିଲା । ତେବେ କ୍ର-ଆ ଇ-ମବ୍ରାଞ୍ଚ ଟିମ ଯେତେବେଳେ ଚଢାଉ କରି ଗୋପାଳକୁ ପଚରା ଉଚରା କରି ସବୁ କିଛି ସତ୍ୟ ଜାଣିବାକୁ ପ୍ରୟାସ କରିଥାଏ ।

ସେତେବେଳେ ଗୋପାଳ ଅତି ଶଙ୍ଖେପରେ କିଛି କହିଥାଏ । ନଚେତ ଅଧିକ ପ୍ରଶ୍ନ ପଚାରିଲେ କୌଣସି ପ୍ରକାର ନିଜସ୍ୱ ପ୍ରତିକ୍ରିୟା ନଦେଇ ମୁହଁ ଚୁପ କରି ବସିଯାଇଥାଏ । ତେବେ ସେହି ବହିସ୍କୃତ ପୋଲିସ କର୍ମଚାରୀ ମନ୍ତ୍ରୀ ହତୟଆ ମାମଲାରେ ଧରା ଯାଇଥିବା ଅଭିଯୁକ୍ତ ଗୋପାଳ ଦାସ ବର୍ତ୍ତମାନ ସମୟରେ ଏପରି କିଛି ବୟାନ ଦେଇଛି । ଯେଉଁଥିରେ ସେ ପୁରା ଜୋସର ସହ ଏସବୁ କହିଛି ।

Leave a Reply

Your email address will not be published. Required fields are marked *