ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ସାଉଥ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ସାଉଥର ଫେମସ ଅଭିନେତ୍ରୀ ନମୀତା । ବନ୍ଧୁଗଣ ଆପଣ ମାନେ ସମସ୍ତେ ନମୀତାଙ୍କୁ ଅନେକ ସାଉଥ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସାଉଥରେ ଅଭିନୟ କରିବା ସହିତ ଜଣେ ରାଜନୀତିଜ୍ଞ ମଧ୍ୟ ଅଟନ୍ତି ।
ନମୀତା ହେଉଛନ୍ତି ଜଣେ ପ୍ରସିଦ୍ଧ ମଡେଲ ଓ ଅଭିନେତ୍ରୀ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ନମୀତାଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସାଉଥ ଅଭିନେତ୍ରୀ ନମୀତାଙ୍କ ବିଷୟରେ ।
ବନ୍ଧୁଗଣ ନମୀତାଙ୍କ ଜନ୍ମ ୧୦ ମେ ୧୯୮୧ ମସିହାରେ ଗୁଜୁରାଟର ସୁରାଟରେ ହୋଇଥିଲା । ବର୍ତ୍ତମାନ ତାଙ୍କର ବୟସ ହେଉଛି ୩୯ ବର୍ଷ ବୟସ । ନମୀତା କେବଳ ୧୭ ବର୍ଷ ବୟସରେ ମିସ ସୁରାଟର ଟାଇଟେଲ ଜିତିଥିଲେ । ନମୀତାଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ରୁଚି ଥିଲା । ସେ ପ୍ରଥମେ ମଡେଲିଙ୍ଗ କରିଥିଲେ ଓ ମଡେଲିଙ୍ଗ ପରେ ସେ ସାଉଥ ଫିଲ୍ମରେ କାମ କରିଥିଲେ ।
ସେ ସାଉଥର ସୁପର ହିଟ ଫିଲ୍ମ ବିଲା, ଇନ୍ଦିରା ଭିଝା, ଶିମ୍ହା, ସୋନ୍ଥାମ ଓ ପୁଲିମୁରୂଗନ ଆଦି ଫିଲ୍ମରେ ଅଭିନୟ କରିଛନ୍ତି । ସେ ତାଙ୍କ କାରିୟରରେ ଅନେକ ଦିଗଜ ଅଭିନେତାଙ୍କ ସହ କାମ କରିଛନ୍ତି । ବନ୍ଧୁଗଣ ନମୀତାଙ୍କ ଓଜନ ହେଉଛି ୬୮ କିଲୋ । ଅଧିକ ଓଜନ ଥାଇ ମଧ୍ୟ ସେ ଲକ୍ଷ ଲକ୍ଷ ଲୋକଙ୍କ ମନକୁ ନିଜ ଅଭିନୟ ଦ୍ଵାରା ଜିତି ପାରିଛନ୍ତି ।
ନମିତା ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ତାଙ୍କ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ନମୀତା ସର୍ବ ପ୍ରଥମେ ଟିଭି ବିଜ୍ଞାପନରେ ନଜର ଆସିଥିଲେ । ଏହାପରେ ସେ ନିଜର ପ୍ରଥମ ଫିଲ୍ମ ‘ସାନ୍ଥୋମ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରିଥିଲେ ଓ ଲୋକ ମାନଙ୍କୁ ମଧ୍ୟ ଏହି ଫିଲ୍ମଟି ବହୁତ ଅଧିକ ପସନ୍ଦ ଆସିଥିଲା । ଏହି ଫିଲ୍ମ ପରେ ସେ ଗୋଟେ ପରେ ଗୋଟେ ସାଉଥର ସୁପର ହିଟ ଫିଲ୍ମରେ କାମ କରିଚାଲିଲେ ।
ବର୍ତ୍ତମାନର ସମୟରେ ନମିତା ହେଉଛନ୍ତି ସାଉଥର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ସୋସିଆଲ ମିଡିଆରେ ନିଜ ପର୍ଶନାଲ ଲାଇଫ ଓ ନିଜ ହଟ୍ ଲୁକ ପାଇଁ ସେ ସବୁବେଳେ ଚର୍ଚାରେ ରୁହନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନମୀତାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଏହା ସହିତ ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ ତା ହେଲେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ