ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ତାହା କଣ ଯାହାକୁ ଆମେ ଆଖି ବନ୍ଦ କରି ଦେଖି ପାରିବା ?
ଉତ୍ତର- ସ୍ଵପ୍ନ
୨. ତାହା କେଉଁ ଭାଷାର ନାମ ଯାହାକୁ ଆମେ ଖାଇଥାଉ ?
ଉତ୍ତର- ଚିନି
୩. ଗୋଟିଏ ହାତୀ ପାଣିରେ ପଡିଗଲା ସେ ବାହାରକୁ କେମିତି ଆସିବ ?
ଉତ୍ତର- ଓଦା ହୋଇ ଆସିବ ।
୪. ତାହା କଣ ଯାହାକୁ ଆମେ ଦିନରେ ଅନେକ ଥର ଉଠେଇ ଥାଉ ଏବଂ ଅନେକ ଥର ରଖିଥାଉ ?
ଉତ୍ତର- ପାଦ

୫. ତାହା କଣ ଯାହା ପୁରା କୋଠରିରେ ଭରିଯାଏ କିନ୍ତୁ ଟିକିଏ ହେଲେ ଜାଗା ନିଏ ନାହିଁ ?
ଉତ୍ତର- ଆଲୋକ
୬. ଗୋଟିଏ ଦଉଡିକୁ ଥରେ କାଟିଲେ ଦୁଇ ଖଣ୍ଡ ହୁଏ ସେହି ଦଉଡିକୁ ତିନି ଥର କାଟିଲେ କେତେ ଖଣ୍ଡ ହେବ ?
ଉତ୍ତର- ଚାରି ଖଣ୍ଡ
୭. ଗୋଟିଏ ପୋଲରେ ଗୋଟିଏ କାର ଯାଇପାରିବ ତା ହେଲେ ଗୋଟିଏ ଧଳା କାର ଏବଂ ଗୋଟିଏ କଳା କାର ଏକାବେଳେ କେମିତି ଯିବେ ?
ଉତ୍ତର- କଳାକାର ବା ଆର୍ଟିଷ୍ଟ ଜଣକ ଧଳା କାରଟିକୁ ଚଳେଇବେ ।

୮. ଇଂରାଜୀରେ କେଉଁ ଶବ୍ଦଟି ଦେଢ କିଲୋମିଟର ଲମ୍ବା ?
ଉତ୍ତର- Mile
୯. ତାହା କଣ ଯାହାକୁ ଆପଣ ଅନ୍ଧାରରେ ଦେଖି ପାରନ୍ତି କିନ୍ତୁ ଆଲୋକରେ ଦେଖି ପାରନ୍ତି ନାହିଁ ?
ଉତ୍ତର- ଅନ୍ଧାର
୧୦. ତାହା କଣ ଯାହାକୁ ଆମେ ଦେଖି ପାରିବା କିନ୍ତୁ ଛୁଇଁ ପାରିବା ନାହିଁ ?
ଉତ୍ତର- ସ୍ଵପ୍ନ
୧୧. କେଉଁ ଫଳ ମିଠା ହେଲେ ମଧ୍ୟ ବିକ୍ରି ହୁଏ ନାହିଁ ?
ଉତ୍ତର- ପରିଶ୍ରମର ଫଳ

୧୨. ଆପଣ ଅନ୍ଧାରରେ ଅଛନ୍ତି ଆପଣଙ୍କ ପାଖରେ ଗୋଟିଏ ମହମବତୀ ଏବଂ ଗୋଟିଏ ଲଣ୍ଠଣ ଅଛି । ହେଲେ ଦିଆସିଲରେ କେବଳ ଗୋଟିଏ କାଠି ଅଛି ପ୍ରଥମେ ଆପଣ କଣ ଜଳେଇବେ ?
ଉତ୍ତର- ଦିଆସିଲ କାଠି
୧୩. Mobileର ଫୁଲଫର୍ମ କଣ ?
ଉତ୍ତର-M-Modified,O-Operation,B-Byte,I-integration,L-Limited,E-energy
୧୪. ମୋବାଇଲର ଓଡିଆ ନାମ କଣ ?
ଉତ୍ତର- ଚଳମାନ

୧୫. Phoneର ଫୁଲଫର୍ମ କଣ ?
ଉତ୍ତର- P-personal,H-handset,O-over,N-network,E-equiment
୧୬. ମୋବାଇଲର ଉଦ୍ଭାବନ କିଏ କରିଥିଲେ ?
ଉତ୍ତର- ଆଲେକଜାଣ୍ଡର ଗ୍ରାହାମବେଲ
୧୭. ଜଣେ ବ୍ୟକ୍ତି ଗୋଟିଏ ଆଙ୍ଗୁଳିରେ ୫ ସେକେଣ୍ଡରେ, ୫ ଜଣଙ୍କୁ ଉପରକୁ ପଠେଇ ଦେଲେ ସେ କିଏ ଥିଲେ ?
ଉତ୍ତର- ଲିଫ୍ଟ ମ୍ୟାନ

