ACF Soumya Ranjan ଡେଥ ମିଷ୍ଟ୍ରି: ଜ୍ଵାଇଁ ସୌମ୍ଯ ରଞ୍ଜନ ଓ ଝିଅ ବିଦ୍ୟା ଭାରତୀଙ୍କୁ ନେଇ କିଛି ଏମତି କହିଲେ ବିଦ୍ୟାଙ୍କ ବାପା, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ର ବ୍ରେକିଂ ନ୍ୟୁଜ ନିଶ୍ଚିତ ଦେଖିଥିବେ ଏବଂ ଜାଣି ବି ଥିବେ କି ପାରଳାଖେମୁଣ୍ଡି ର ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଖବର ସମ୍ପର୍କରେ।

ତେବେ ତାଙ୍କର ରହସ୍ୟ ଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି। ତେବେ ସୌମ୍ୟ ଙ୍କ ବାପା ମାଆ ନିଜ ବୋହୁ ବିଦ୍ୟା ଭାରତୀ ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି କି ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କୌଣସି ଭଲ ସମ୍ପର୍କ ନଥିଲା। ବିଦ୍ୟା ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କ ସହ ଅନୈତିକ ସମ୍ପର୍କ ରହିଛି ଏବଂ ସେ ତାଙ୍କ ପୁଅ ଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି।

ଏହା ଛଡା ସୌମ୍ୟ ଙ୍କୁ ଯେତେବେଳେ ହସ୍ପିଟାଲରେ ନେବା ବେଳେ ଆମ୍ବୁଲାନ୍ସ କୁ ଅଟକାଇ ଘର ଭିତରକୁ ଯାଇ ସୁନା ଗହଣା ଏବଂ ମୋବାଇଲ ନେବାକୁ ଯାଇଥିଲେ ଏବଂ ସେହି ବ୍ୟାଗ କୁ ନେଇ ବିଦ୍ୟା ନିଜ ମାଆ ଙ୍କୁ ଦେଇଥିଲେ। ତେଣୁ ସୌମ୍ୟ ଙ୍କ ମାତା ପିତା ନିଜ ବୋହୁ ଙ୍କୁ ସନ୍ଦେହ ଦୃଷ୍ଟି ରେ ଦେଖିଛନ୍ତି ତେବେ ଏହି ସବୁ ଅଭିଯୋଗ କୁ ଖାରଜ କରିଛନ୍ତି।

ତେବେ ଏହି ସବୁ ସମ୍ପର୍କରେ ମିଡ଼ିଆ ଵାଲା ବିଦ୍ୟା ଭାରତୀ ଙ୍କ ବାପା ଙ୍କୁ ଏହି ମାମଲା ବିଷୟ ରେ ପ୍ରଶ୍ନ କରିଥିଲେ। ତେବେ ସେ ନିଜ ଉତ୍ତର ରେ କହିଥିଲେ କି ପୋଲିସ ଆସି ମୋ ଝିଅ କୁ ବହୁତ ସମୟ ଧରି ଜେରା କରିଲା ଏବଂ ଆମକୁ ମଧ୍ୟ ଇନଭେସ୍ଟିକେସନ ରୂପରେ କିଛି ପ୍ରଶ୍ନ କରାଯାଇ ଥିଲା ଯାହାକୁ ମିଡ଼ିଆ ଆଗରେ ପ୍ରକାଶ କରିବା ଉଚିତ ନୁହେଁ ବୋଲି କହିଛନ୍ତି।

ଏହା ପରେ ସେ ସୌମ୍ୟ ଙ୍କ ପରିବାର ବିଷୟରେ କିଛି କହି ପାରିବେ ନାହିଁ ବୋଲି କହିଛନ୍ତି। ସେମାନେ ମୋ ଝିଅ ବିଷୟରେ ବହୁତ କିଛି ଅଭିଯୋଗ କରିଛନ୍ତି ଏବଂ ସେଥିରୁ ନିଜେ ମଧ୍ୟ ଖଣ୍ଡନ କରିଛନ୍ତି। ତେଣୁ ମୋତେ ଏହି ସବୁ ବିଷୟ ରେ କିଛି ପଚାରନ୍ତୁ ନାହିଁ।

ତେବେ ତଦନ୍ତ କାରି କରୁଥିବା ପୋଲିସ କହିଥିଲେ କି ବିଦ୍ୟା ଙ୍କୁ ଯେତିକି କିଛି ପଚାରିବାର ଥିଲା ପଚରା ସରିଛି ଏବଂ ନିଆଁ କିପରି ଲାଗିଲା ସେ ବିଷୟରେ ମଧ୍ୟ ବର୍ତ୍ତମାନ ତଦନ୍ତ ଚାଲିଛି।ଏହା ପରେ ଆବଶ୍ୟକ ହେଲେ ତଦନ୍ତ ପାଇଁ ବିଦ୍ୟା ଙ୍କୁ ଅଧିକ ଜେରା ମଧ୍ୟ ହେବ। ତେବେ ସମସ୍ତେ ଏବେ ସୌମ୍ୟ ରଞ୍ଜନ ଙ୍କ ଦୋଷୀ କିଏ ତାହା ଜାଣିବାକୁ ବସି ରହିଛନ୍ତି ଏବଂ ତାଙ୍କୁ ଉଚିତ ନ୍ୟାୟ ମିଳିବ କି ନାହିଁ ତା ମଧ୍ୟ ଦେଖିବାର ଅଛି। ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *