ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ବାପାଙ୍କୁ ଜେଲରେ ବିପଦ ଅଛି । ସେଠି ରହିଲେ ତାଙ୍କୁ ମା-ରିଦେବେ । ତେବେ ଏପରି କିଛି ମତ ଅଭିଯୁକ୍ତ ଗୋପାଳ ଦାସର ପୁଅ ନିଜ ବାପାଙ୍କୁ ନେଇ କହିଛନ୍ତି । ତେବେ ଗୋପାଳର ପୁଅଙ୍କ କହିବା ଅନୁଯାଇ ମୋ ବାପା ଯଦି ଝାରସୁଗୁଡା ସବଜେଲ୍ ରେ ବହୁତ ଦିନ ରହିବେ । ତେବେ ତାଙ୍କ ଜୀବନ ପ୍ରତି ବହୁତ ବିପଦ ରହୁଛି । କାରଣ ଝାରସୁଗୁଡାରେ ମନ୍ତ୍ରୀ ନବ ଦାସଙ୍କ ସମର୍ଥକ ମାନେ ବହୁତ ଅଛନ୍ତି ।
ଏହା ସହିତ ମନ୍ତ୍ରୀ ନବ ଦାସଙ୍କର ବହୁତ ସମର୍ଥକ କିଛି ନା କିଛି ଦୋଷ କରି ଝାରସୁଗୁଡା ଜେଲ୍ ଭିତରେ ରହିଛନ୍ତି । ତେବେ ସେମାନେ ଯଦି ଜାଣିବାକୁ ପାଇବେ । ଯେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ କରି ହତୟଆ କରିଥିବା ଅଭିଯୁକ୍ତ ଗୋପାଳ ଏହି ଝାରସୁଗୁଡାରେ ରହିଛି । ତେବେ ସେ ନିହାତି ମୋ ବାପା ଗୋପାଳ ଦାସଙ୍କୁ ମା-ରିବା ପାଇଁ ନିହାତି ଭାବରେ ଉଦ୍ୟମ କରିବେ ।
ତେବେ ଝାରଶୁଗୁଡା ଜେଲ୍ ରେ ମୋ ବାପା ରହିବା ମାତ୍ରେ ତାଙ୍କ ଜୀବନ ପ୍ରତି ପ୍ରତ୍ଯେକଟି ମୁହୁତ୍ତରେ ବିପଦର ସମ୍ଭାବନା ରହିଛି । ତେବେ ଖାଲି ଗୋପାଳ ଦାସର ପୁଅ କାହିଁକି ନିଜେ ମଧ୍ୟ ଗୋପାଳ ଦାସ ଏପରି କିଛି କହିଥିବାର ମଧ୍ୟ ଖବର ଆସିଥିଲା । ତେବେ କ୍ର-ଆ ଇ-ମ ବ୍ରାଞ୍ଚର ଟିମର ମେମ୍ବରଙ୍କ ଆଗରେ ମଧ୍ୟ ଗୋପାଳ ମଧ୍ୟ କହିଥିଲା । କି ମୋତେ ବହୁତ ଶୀଘ୍ର ଚୌଦାର ଜେଲ୍ କୁ ନେଇ ସେଠାରେ ରଖିଦିଅ । କାରଣ ଏହି ଝାରସୁଗୁଡା ଜେଲରେ ମନ୍ତ୍ରୀ ନବ ଦାସର ଲୋକ ସବୁ ଅଛନ୍ତି ।
ଯେଉଁ ମାନେ ମୋତେ ସୁଯୋଗରେ ପାଇଲେ ନିହାତି ମା-ରିଦେବେ । ତେବେ ଅଭିଯୁକ୍ତ ଗୋପାଳ ଦାସକୁ ଚୌଦାର ଜେଲ୍ କୁ ନେବାର ପୁରାପୁରି ପ୍ରସ୍ତୁତି ଜାରୀ ରହିଛି । ତେବେ ନାର୍କୋ ଟେଷ୍ଟରେ ଗୋପାଳ ଠାରୁ ଯେଉଁ ସବୁ ତଥ୍ୟ ଆଦାୟ କରିବା କଥା କ୍ର-ଆ ଇ-ମ ବ୍ରାଞ୍ଚ ଟିମ ଆଦାୟ କରିଦେଇଛି ।
ଏବେ ଖାଲି ଆଉ କିଛି ଗୋପାଳ ମୁହଁରୁ ବୟାନ ରେକର୍ଡ ହୋଇସାରିଲା ପରେ ଯାଇ ଗୋପାଳ ଦାସକୁ ଚୌଦାର ଜେଲ୍ କୁ ପଠାଇ ଦିଆଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ