ଓଡ଼ିଆ ସିରିଏଲ ହିରୋଇନ ରାଧିକା (Mitali Sargharia) ରିଅଲ ଲାଇଫ ରେ ଦେଖା ଯାଆନ୍ତି ବହୁତ ହଟ ଆଉ ଷ୍ଟାଇଲିସ, ଦେଖନ୍ତୁ ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଫେମସ ଧାରାବାହିକ ‘ନୂଆ ବୋହୁ’କୁ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକଟି ଲୋକ ମାନଙ୍କୁ ବହୁତ ପସନ୍ଦ ଆସୁଛି ।ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି ଓ ଏହି କଳାକାର ମାନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀର ଭୂମିକା କରିଥିବା ଅଭିନେତ୍ରୀ ରାଧିକାଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ ।

ରାଧିକା ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ତାଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ତାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ରାଧିକାଙ୍କ ଜୀବନୀ ଓ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ରାଧିକା ଏହି ଧାରାବାହିକରେ ମୁଖ୍ୟ ଅଭିନେତ୍ରୀର ଭୂମିକା ରେ ନଜର ଆସୁଛନ୍ତି । ତାଙ୍କ ଅଭିନୟକୁ ଦେଖିବା ପାଇଁ ଲୋକ ମାନେ ବେସ ପସନ୍ଦ ମଧ୍ୟ କରୁଛନ୍ତି । ହେଲେ ରିଅଲ ଲାଇଫରେ ରାଧିକା ସବୁଠାରୁ ଅଲଗା ଅଟନ୍ତି । ତାଙ୍କର ପ୍ରକୃତ ନାମ ନେଉଛି ମିତାଲି ସରଘରିଆ । ବନ୍ଧୁଗଣ ବର୍ତ୍ତମାନ ସମୟରେ ରାଧିକା ନିଜ ମାମୁ ପୁଅ ଭାଇ ତାପସଙ୍କ ଘରେ ରହୁଛନ୍ତି ।

ତାପସ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଏକ ଲୋକପ୍ରିୟ ଡାଇରେକ୍ଟର ଅଟନ୍ତି । ରାଧିକା ଏକ ଆଧୁନିକ ଜୀବନ ଶୈଳୀରେ ସେହି ସ୍ଥାନରେ ରହୁଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସମୟରେ ରାଧିକାଙ୍କୁ ୨୪ ବର୍ଷ ବୟସ ହୋଇସାରିଛି । ମାତ୍ର ୨୧ ବର୍ଷ ବୟସରେ ସେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ଓ ନିଜ ସୁନ୍ଦର ଅଭିନୟ ଦ୍ଵାରା ସେ ବହୁତ କମ ବର୍ଷ ବୟସରେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥିଲେ ।

ବର୍ତ୍ତମାନ ସମୟରେ ରାଧିକା ଏକ ଏପିସୋଡ ପିଛା ୨୫ ରୁ ୩୦ ହଜାର ଟଙ୍କା ନେଉଛନ୍ତି । ଧାରାବାହିକ ସହ ସେ ଅନେକ ବିଜ୍ଞାପନ ମଧ୍ୟ କରୁଛନ୍ତି । ଗୋଟେ ବିଜ୍ଞାପନ କରିବା ପାଇଁ ସେ ୫୦ ହଜାରରୁ ଏକ ଲକ୍ଷ ଟଙ୍କା ନେଉଛନ୍ତି । ବନ୍ଧୁଗଣ ବର୍ତ୍ତମାନର ସମୟରେ ତାଙ୍କ ପାଖରେ ପ୍ରାୟ ୫ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଅଛି ।

ବନ୍ଧୁଗଣ ରାଧିକାଙ୍କ ଘରେ ତାଙ୍କ ବାପା ମା ଓ ଭଉଣୀ ରୁହନ୍ତି । ତାଙ୍କ ଭଉଣୀ ବିବାହ କରି ସାରିଛନ୍ତି । ରାଧିକା ନିଜ ପରିବାର ଲୋକଙ୍କୁ ବହୁତ ଅଧିକ ଭଲ ପାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରାଧିକାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *