ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଫେମସ ଧାରାବାହିକ ‘ନୂଆ ବୋହୁ’କୁ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକଟି ଲୋକ ମାନଙ୍କୁ ବହୁତ ପସନ୍ଦ ଆସୁଛି ।ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି ଓ ଏହି କଳାକାର ମାନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀର ଭୂମିକା କରିଥିବା ଅଭିନେତ୍ରୀ ରାଧିକାଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ ।
ରାଧିକା ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ତାଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ତାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ରାଧିକାଙ୍କ ଜୀବନୀ ଓ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ରାଧିକା ଏହି ଧାରାବାହିକରେ ମୁଖ୍ୟ ଅଭିନେତ୍ରୀର ଭୂମିକା ରେ ନଜର ଆସୁଛନ୍ତି । ତାଙ୍କ ଅଭିନୟକୁ ଦେଖିବା ପାଇଁ ଲୋକ ମାନେ ବେସ ପସନ୍ଦ ମଧ୍ୟ କରୁଛନ୍ତି । ହେଲେ ରିଅଲ ଲାଇଫରେ ରାଧିକା ସବୁଠାରୁ ଅଲଗା ଅଟନ୍ତି । ତାଙ୍କର ପ୍ରକୃତ ନାମ ନେଉଛି ମିତାଲି ସରଘରିଆ । ବନ୍ଧୁଗଣ ବର୍ତ୍ତମାନ ସମୟରେ ରାଧିକା ନିଜ ମାମୁ ପୁଅ ଭାଇ ତାପସଙ୍କ ଘରେ ରହୁଛନ୍ତି ।
ତାପସ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଏକ ଲୋକପ୍ରିୟ ଡାଇରେକ୍ଟର ଅଟନ୍ତି । ରାଧିକା ଏକ ଆଧୁନିକ ଜୀବନ ଶୈଳୀରେ ସେହି ସ୍ଥାନରେ ରହୁଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସମୟରେ ରାଧିକାଙ୍କୁ ୨୪ ବର୍ଷ ବୟସ ହୋଇସାରିଛି । ମାତ୍ର ୨୧ ବର୍ଷ ବୟସରେ ସେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ଓ ନିଜ ସୁନ୍ଦର ଅଭିନୟ ଦ୍ଵାରା ସେ ବହୁତ କମ ବର୍ଷ ବୟସରେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥିଲେ ।
ବର୍ତ୍ତମାନ ସମୟରେ ରାଧିକା ଏକ ଏପିସୋଡ ପିଛା ୨୫ ରୁ ୩୦ ହଜାର ଟଙ୍କା ନେଉଛନ୍ତି । ଧାରାବାହିକ ସହ ସେ ଅନେକ ବିଜ୍ଞାପନ ମଧ୍ୟ କରୁଛନ୍ତି । ଗୋଟେ ବିଜ୍ଞାପନ କରିବା ପାଇଁ ସେ ୫୦ ହଜାରରୁ ଏକ ଲକ୍ଷ ଟଙ୍କା ନେଉଛନ୍ତି । ବନ୍ଧୁଗଣ ବର୍ତ୍ତମାନର ସମୟରେ ତାଙ୍କ ପାଖରେ ପ୍ରାୟ ୫ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଅଛି ।
ବନ୍ଧୁଗଣ ରାଧିକାଙ୍କ ଘରେ ତାଙ୍କ ବାପା ମା ଓ ଭଉଣୀ ରୁହନ୍ତି । ତାଙ୍କ ଭଉଣୀ ବିବାହ କରି ସାରିଛନ୍ତି । ରାଧିକା ନିଜ ପରିବାର ଲୋକଙ୍କୁ ବହୁତ ଅଧିକ ଭଲ ପାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରାଧିକାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।