ମିନତୀ ବହିଦାର କହିଲେ ‘ସେ ଏବେ ସ୍ଵାସ୍ଥମନ୍ତ୍ରୀ ପଦ ମାଗିବ ନହେଲେ ନବୀନ ମୁଣ୍ଡ ଖରାପ କରିବ, ନହେଲେ ତୁମର ସବୁ ଗୁମର ଖୋଲିଦେବି କହି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାସ୍ଥମନ୍ତ୍ରୀ ପଦ ମାଗିବ ନହେଲେ ନବୀନ ପଟ୍ଟନାୟକଙ୍କ ମୁଣ୍ଡ ଖରାପ କରିବ । ତେବେ ନିଜର ମନ୍ତବ୍ୟ ପାଇଁ ବହୁ ଚର୍ଚିତ ମିନତୀ ବହିଦାର ନବ ଦାସଙ୍କର ଝିଅ ଦୀପାଳି ଦାସଙ୍କ ବିରୁଦ୍ଧରେ ପୁଣି ଥରେ କିଛି ନୂଆ ମନ୍ତବ୍ୟ କହି ଆଉ ଥରେ ଚର୍ଚାକୁ ଆସିଛନ୍ତି । ତେବେ ମିନତୀ ବହିଦାରଙ୍କ କହିବ ଅନୁଯାଇ ନବ ଦାସର ଝିଅ ଦୀପାଳି ଦାସ ସେ କଣ ଗ୍ରାଉଣ୍ଡ ଜିରୋ ରାଜନୀତି ଦେଖିଛି । ସେ ରାଜନୀତି ବିଷୟରେ କିଛି ଅବଗତ ନାହିଁ ।

ସେମାନେ ସବୁ ବାହାରେ ରହି ଅଏସ ଆରାମରେ ପାଠ  ପଢିଛନ୍ତି । ଲୋକଙ୍କର ଦୁଃଖ ଦୁର୍ଦ୍ଧଶ ବିଷୟରେ ଏମାନେ କଣ ବୁଝିବେ ମୁଁ ତ କିଛି ବୁଝି ପାରୁନାହିଁ । ଯଦି ବି ୨୦୨୩ ର ଉପ ନିର୍ବାଚନରେ ଦୀପାଳି ଦାସକୁ ଟିକେଟ ମିଳିଯାଏ । ଯଦି ସେ ରାଜନୀତିରେ ବିଜୟ ହାସଲ କରିନିଏ ମଧ୍ୟ ହେଲେ ୨୦୨୪ ରେ ରାଜନୀତିରେ ଦୀପାଳି ଦାସର ରହିବାର ସମ୍ଭାବନା ନାହିଁ । ତେବେ ଯଦି ବି ଏହି ବର୍ଷ ରାଜନୀତିରେ ଦୀପାଳି ଦାସକୁ ଜାଗା ମିଳିଯାଏ ।

ତେବେ ପୂର୍ବତନ ସ୍ଵାସ୍ଥମନ୍ତ୍ରୀର ଝିଅ ଦୀପାଳି ତା; ର ବାପା ରହିଥିବା ସ୍ଵାସ୍ଥମନ୍ତ୍ରୀ ପଦ ହିଁ ନନୀନ ପଟ୍ଟନାୟକଙ୍କୁ ମାଗିବ । ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵାସ୍ଥମନ୍ତ୍ରୀ ପଦବୀ ଦୀପାଳି ଦାସକୁ ସ୍ଵାସ୍ଥମନ୍ତ୍ରୀ ପଦବୀରେ ଅଧିଷ୍ଟିତ କରନ୍ତିନୀ । ତେବେ ସେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମୁଣ୍ଡ ହିଁ ଖରାପ କରିବ । ତେବେ ମିନତୀ ବହିଦାରଙ୍କ କହିବା ଅନୁଯାଇ ଦୀପାଳି ଦାସ ଯେଉଁ କହୁଛି ।

ମୋର ବାପା କହିଛନ୍ତି ଝାରସୁଗୁଡାର ବାସିନ୍ଦା ହେଉଛନ୍ତି ଆମ ପରିବାର । ଏହି କଥା ମିଛରେ ଛଳନା କରି ଦୀପାଳି ଦାସ କହୁଛି । ଆଗକୁ ରାଜନୀତିକୁ ଆଖି ଆଗରେ ରଖି ଡ୍ରାମା କରି ଦୀପାଳି ଦାସ କହୁଛି । ତେବେ ଏପରି କିଛି ବିରୋଦ୍ଧପୂର୍ଣ୍ଣ ମନ୍ତବ୍ୟ ମିନତୀ ବହିଦାରଙ୍କ ମୁହଁରୁ ଗଣ ମାଧ୍ୟମ ନିକଟରେ ଦୀପାଳି ଦାସଙ୍କ ବିରୁଦ୍ଧରେ ମିନତୀ ବହିଦାର କହିଛନ୍ତି।

ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଓ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *