ନବ ଦାସ ଯେମିତି ଲୁଟୁଥିଲା ତା ଝିଅ ଏବେ ସେମିତି ଲୁଟିବ । ତେବେ ଏପରି କିଛି କଟୁପୂର୍ଣ୍ଣ କଥା ମିନତୀ ବହିଦାରଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ମିନତୀ ବହିଦାରଙ୍କ କହିବା ଅନୁଯାଇ ନବ ଦାସ ଯେତେ ମଧ୍ୟ ଖରାପ ପ୍ରକୃତିର ଲୋକଟିଏ ଥିଲା । ହେଲେ ତା’ ଘର ପରିବାର ତା’ ପୁଅ ଓ ଝିଅ ପାଇଁ ତ ଭଲ ଥିଲା । ପୁଅ ଝିଅ ମାନଙ୍କୁ ପାଠ ସାଠ ପଢାଇ ମଣିଷ ତ କରିପାରିଛି । ଘର ପରିବାର ପାଇଁ ଏତେ ଧନ ସମ୍ପତ୍ତି ଓ କୋଟି କୋଟି ଟଙ୍କା ମଧ୍ୟ ରଖି ଦେଇକି ଯାଇଛି ।

ତେବେ ନବ ଦାସଙ୍କ ଦ୍ଵାଦଶରେ ଚାଲିଥିବା ସ୍ମୃତି ସଭାରେ ନବ ଦାସଙ୍କ ଝିଅ ଦୀପାଳୀ କହିଥିବା କଥାକୁ ମଧ୍ୟ ମିନତୀ ବହିଦାର ଆକ୍ଷେପ କରି କହିଛନ୍ତି । ଯେ ନବ ଦାସର ସେଠାରେ ସ୍ମୃତି ସଭା ଆୟୋଜନ କରଯାଇଥିଲା । ନା ସେଠାରେ ରାଜନୀତିକରଣ କରଯାଇଥିଲା । ତେବେ ନବ ଦାସଙ୍କ ଝିଅ ଦୀପାଳି ଯେଉଁ କହୁଛି । ବାପା ମୋ ପାଇଁ ଏତେ ବଡ ଝାରସୁଗୁଡା ବାସିନ୍ଦା ପରିବାର ଛାଡି ଦେଇଯାଇଛନ୍ତି ।
ତେବେ ସେହି ଝାରଶୁଗୁଡା ବାସୀଙ୍କର ଉନ୍ନତି ପାଇଁ ନବ ଦାସ ରଖିଥିବା କୋଟି କୋଟି ଟଙ୍କା ଯଦି ପୁଅ ଓ ଝିଅ କିଛି ବିନିଯୋଗ କରନ୍ତେ । ତେବେ ବହୁତ ହିଁ ଭଲ ହୁଅନ୍ତା । ତେବେ ମିନତୀ ବହିଦାରଙ୍କ କହିବା ଆଧାରରେ ନବ ଦାସର ପୁଅ କିମ୍ବା ଝିଅ ରାଜନୀତିରେ ମାତିବା କଣ ଦରକାର ହେଉଛି ।
ଯେତିକି ଧନ ସମ୍ପତ୍ତି ବାପା ଛାଡି ଦେଇଯାଇଛି । ସେହି ଟଙ୍କା ନିଜର ଚଳିବା ପାଇଁ ଯଥେଷ୍ଟ ରଖିକି ଅନ୍ୟ କିଛି ଟଙ୍କା ପଶ୍ଚିମ ଓଡିଶାର ଉନ୍ନତି ପାଇଁ ଯଦି ନବ ଦାସର ପୁଅ କିମ୍ବା ଝିଅ ବିନିଯୋଗ କରନ୍ତେ । ତେବେ ପଶ୍ଚିମ ଓଡିଶାବାସୀଙ୍କର କେତେ ଉପକାର ହୁଆନ୍ତା । ନବ ଦାସର ପୁଅ ଓ ଝିଅ ଭଲ କାମ କରିଲେ ବାପା କରିଥିବା କେତେ କୁକର୍ମ କେତେ ଧୋଇଜାଆନ୍ତା ।

ତେବେ ଖାଲି କଣ ରାଜନୀତିରେ ନବ ଦାସର ପରିବାର ଲୋକ ଛିଡା ହେଲେ ହିଁ ଝାରସୁଗୁଡା ବାସୀଙ୍କର ଉନ୍ନତି ହେବ । ଯଦି ଜଣେ ସେବାଭାବର ମନୋଭାବ ରଖିବ । ତେବେ ରାଜନୀତିର ନପଶି ମଧ୍ୟ ଲୋକଙ୍କର ସେବା ନିହାତି କରିପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେଯାର କରନ୍ତୁ । ଧନ୍ୟବାଦ

