ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ” ମୀନକେତନ ଭାଇ ସିଗାରେଟ ବହୁତ ଟାଣୁଥିଲେ , ସେଥିପାଇଁ ଚାଲିଗଲା ତାଙ୍କ ଜୀବନ । ଯାତ୍ରା କଳାକାର ଅକ୍ଷୟ ସାହୁ ସ୍ଵର୍ଗୀୟ ଅଭିନେତା ମୀନକେତନଙ୍କ ବହୁତ ଭଲ ବନ୍ଧୁ ଥିଲେ । ଉଭୟଙ୍କ ବନ୍ଧୁତା ଏତେ ଘନିଷ୍ଟ ଯେ ଆଜି ବି ଯଦି ମୀନକେତନଙ୍କ ନାଁକୁ ନେଉଛନ୍ତି ତେବେ ଆଖିରେ ଲୁଣ ଛଳ ଛଳ ହୋଇ ଦେଖାଯାଉଛି ।

ଅକ୍ଷୟଙ୍କ କହିବା ଅନୁସାରେ ମୀନକେତନ ମଣିଷ ହିସାବରେ ବହୁତ ଭଲ ବ୍ୟକ୍ତି ଥିଲେ । ସେ ଜୀବନରେ ଏତେ ସଫଳତା ହାସଲ କରିବା ପରେ ମଧ୍ୟ ନମ୍ରତାକୁ ଧରି ଆଗକୁ ଯାଉଥିଲା । ସେ ଏତେ ବଡ ଗରିଷ୍ଟ କଳାକାର ହେଲା ପରେ ମଧ୍ୟ ମୁଁ ଯେବେ ଯାଇକି ତାଙ୍କୁ ନମସ୍କାର କରେ ସେ କୁହନ୍ତି ଆରେ ତୁ କଣ ମୋତେ ନମସ୍କାର କରୁଛୁ ।
ଆମେ ଦୁହେଁ ପା ବନ୍ଧୁ ଆସେ କହି ପିଟିରେ ଦୁଇଟି ବିଦା ମାରି ସ୍ନେହ କରନ୍ତି ଏବଂ ଆଜି ସେ ଏହ ଦୁନିଆକୁ ଛାଡି ସ୍ଵର୍ଗରେ ଅଛନ୍ତି , ଯାହା ଆମକୁ ଦୁଃଖର ସମୁଦ୍ରରେ ବୁଢାଇଦେଇଛି । ମୋ ପିଲାମାନେ ମଧ୍ୟ ଜାଣିଛନ୍ତି କି ମୋର ଓ ମୀନକେତନଙ୍କ ସମ୍ପର୍କ ବିଷୟରେ କିନ୍ତୁ ମୀନକେତନ ସିଗାରେଟ ଅଧିକ ଟାଣୁଥିଲା ସେହି ଧୁଆ ତାହାର ଜୀବନକୁ ନେଇଗଲା ।

ମୁଁ ମଧ୍ୟ ସିଗାରେଟ ଓ ମଦ୍ୟପାନ କରୁଥିଲେ ମାତ୍ର ଯେବେ ଡାକ୍ତର କହିଲେ କି ଏହା ତୁମ ପାଇଁ କ୍ଷତିକାରକ ତେବେ 2011 ମସିହାରେ ସବୁକୁ ପରିତ୍ୟାଗ କରିଥିଲେ । ମୁଁ ମୀନକେତନକୁ ବି କହିଥିଲେ ସାଙ୍ଗ ସିଗାରେଟ ଓ ମଦ୍ୟପାନ ଛାଡିଦେ କିନ୍ତୁ ସେ ମୋ କଥାକୁ ଶୁଣୁନ ଥିଲା କହୁଥିଲା ଆଜି ନ ହେଲେ କାଲି ତୋ ମାରିବାର ହିଁ ଅଛି କହି ହସି ଦେଉଥିଲା । ବୋଧେ ହୁଏ ସେହି ଧୁଆ ତାହାର ଜୀବନ ନେଇଗଲା ।
ଆପଣମାନେ ଆଜି ମୋର ଅନ୍ତରୀୟ ବନ୍ଧୁର କଥାକୁ ମନେ ପକାଇ ଦେଇଛ ମୁଁ ତାଙ୍କୁ କେବେ ବି ଭୁଲିପାରିବିନି । ଏହା ବ୍ୟତୀତ ସେ କହିଛନ୍ତି ମୋ ଜଣେ ଯାତ୍ରା କଳାକାର ମୋର ପ୍ରଶଂସକମାନେ ମୋତେ ବହୁତ ଭଲ ପାଆନ୍ତି ଏବଂ ଆମେ ସମସ୍ତେ ଏକ ପରିବାର । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରିବାକୁ ଭୁଲିବେ ନାହିଁ ।

