ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମିଳିଲା ନିଖୋଜ ହୋଇଥିବା ଟାଇଟନର ସନ୍ଧାନ ଓ ଏହାକୁ ନେଇ ସ୍ପଷ୍ଟ କଲା ଆମେରିକା ଯେ 5 ଜଣ କୋଟିପତିଙ୍କ ଜୀବନ ଯାଇଛି । ରବିବାର ଦିନ ଆଟଲାଣ୍ଟିକ ମହାସାଗରରେ ଟାଇଟାନିକର ଧ୍ଵଂସାବିଶେଷକୁ ଦେଖିବା ପାଇଁ ପାଞ୍ଚଜଣ ବ୍ୟକ୍ତି ସାବମରିନରେ ଯାତ୍ରା କରିଥିଲେ । ମାତ୍ର ଦୀର୍ଘ ଦୁଇ ଘଣ୍ଟା ପରେ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନଥିଲା ।

ତେବେ ଆଠ ଦିନଧରି ନିଖୋଜ ଥିବା ଖବର ଶୁଣିବାକୁ ପାଇଥିଲୁ । ମାତ୍ର ଆଜି ଦୁଃଖଦ ଖବର ଶୁଣିବାକୁ ମିଳିଛି ଯଥା ଯାତ୍ରା କରିଥିବା ସବମାରିନ କୁ ଉଦ୍ଧାର କରାଯାଇ ସେଥିରେ ଦେଖିଲାବେଳକୁ ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ଦେଇଛି ଆମେରିକା । ତେବେ ଏହି ଖବର ସୋସିଆଲ ମିଡିଆରେ ବେସ ଭାଇରାଲ ହେବାକୁ ଲାଗିଛି ଏହାକୁ ଶୁଣିଥିବା ଲୋକେ କହୁଛନ୍ତି କି କେତେ ବର୍ଷ ପୂର୍ବେ ଦୁର୍ଘଟଣାର ଶିକାର ହୋଇଥିବା ଟାଇଟାନିକ ବୁଡ଼ାଜାହାଜ ଯେଉଁଥିରେ 1500 ଶହ ଲୋକଙ୍କର ମୃ-ତ୍ୟୁ ହୋଇଥିଲା ।
ସେହିମାନେ କାଳେ ମାରିଦେଇଛନ୍ତି ଏହି ପାଞ୍ଚ ଜଣଙ୍କୁ ହଁ ଦର୍ଶକବନ୍ଧୁ ଲୋକେ କହୁଛନ୍ତି ଭୂତ ମାରିଛି ଏହି ପାଞ୍ଚ ଜଣ କୋଟିପତିଙ୍କୁ । ଜୁନ 18 ତାରିଖରୁ ବୁଡ଼ାଜାହାଜ ଟାଇଟନ ନିଖୋଜ ଥିଲା । ଏହାରି ମଧ୍ୟରେ ବୁଡ଼ାଜାହାଜକୁ ଖୋଜୁଥିବା ଆମେରିକା କୋଷ୍ଟଗାର୍ଡ କହିଛି ଟାଇଟନିକ ଧ୍ଵଂସାବଶେଷରୁ ମିଳିଛି ବୁଡାଜାହାଜ ଟାଇଟନ ର ଭଗ୍ନବିଶେଷ ।

ଏହି ଟାଇଟନ ରେ ଯାତ୍ରା କରୁଥିବା ଲୋକମାନେ ସମସ୍ତେ କୋଟିପତି ଥିଲେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ 2 କୋଟି ଟଙ୍କା ଦେଇ ଯାଇଥିଲେ ଏମାନେ ଟାଇଟନିକ ର ଭଗ୍ନଅଂଶ ଦେଖିବାକୁ । ଇତିହାସର ସେହି ପୁଷ୍ଟାକୁ ଦେଖିବା ପାଇଁ ଜଣକା ଦୁଇ କୋଟି ବ୍ୟୟ ଦେଇ ଯାଇଥିଲେ । 1912 ମସିହାରେ ହୋଇଥିବା ଦୁର୍ଘଟଣା ଟାଇଟନିକ କୁ ଦେଖିବା ଏହି ପାଞ୍ଚ ଜଣକୁ ପଡିଗଲା ମହଙ୍ଗା ।
ଶେଷରେ ଆମେରିକା କହୁଛି ମୁଁ ଯାହା ଭାବିଥିଲି ତାହା ହିଁ ଘଟିଛି । ବୁଡ଼ାଜାହାଜରେ 92 ଘଣ୍ଟା ପାଇଁ ଅମ୍ଳଜାନ ରହିଥିଲା । ମାତ୍ର ଅଧିକ ଗଭୀର ଥିବାହେତୁ ଓ ଅମ୍ଳଜାନ ଅଭାବ ଯୋଗୁଁ ହୋଇଛି । ଆମେରିକା ପାଞ୍ଚ ଜଣକ ଶବକୁ ଉଦ୍ଧାର କରି ଶ୍ରଦ୍ଧାଞ୍ଜଳି ଦେଇସାରିଛି । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତି ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

