ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମିଳିଲା ଧ୍ଵଂସାବଶେଷ ଚାଲିଗଲା 5 ଜୀବନ । ଗତକିଛି ଦିନରୁ ନିଖୋଜ ଥିଲେ ସବମାରିନ ପର୍ଜ୍ୟଟନ । ସମୁଦ୍ର ପତନ ପ୍ରାୟ 1200 ଫୁଟ୍ ରୁ ଉଦ୍ଧାର କରାଯାଇଥିଲା । ଟାଇଟନ ଉଡାଜାହାଜର ଧ୍ଵଂସାବଶେଷ ଦେଖିବାକୁ ଗତ ରବିବାର ଦିନ ଯାଇଥିଲା ଟାଇଟନ । ମାତ୍ର ସବମାରିନ ଯିବା କିଛି ଘଣ୍ଟା ପରେ ଯୋଗାଯୋଗ ବନ୍ଦ ହୋଇଯାଇଥିଲା ।

ଆଟଲାଣ୍ଟିକ ମହାସାଗର ବୁଡ଼ା ଜାହାଜ ଟାଇଟନରେ ଯାତ୍ରା କରୁଥିଲେ ପାଞ୍ଚ ଜଣ ଜଣେ ବ୍ରିଟିଶ ଆଡଭେନଚର ,ଫରାସୀ ,ଡ୍ରାଇଭର ,ପାକିସ୍ଥାନୀ ବ୍ୟବସାୟୀ ସେଜାଦା ଦାଉଦ ଏବଂ ତାଙ୍କ ପୁଅ ଏମାନେ ପାଞ୍ଚ ଜଣ ଟାଇଟନରେ ଯାଇଥିଲେ । ତେବେ ଯୋଗାଯୋଗ ବନ୍ଦ ହେବା ସମୟରେ କିଛି ଶବ୍ଦ ଶୁଣିବାକୁ ମିଳିଥିଲା ମାତ୍ର ଏହା ସହ କୋଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟିକରଣ କରାଯାଇଛି ।
ତେବେ ଆଜି ଟାଇଟନ ଉଡା ଜାହାଜର ଭଗ୍ନବିଶେଷକୁ ଉଦ୍ଧାର କରାଯାଇ ପାଞ୍ଚ ମୃତ ଦେହ ଗୁଡାକୁ ପ୍ରିୟଜଣଙ୍କୁ ପ୍ରଦାନ କରାଯାଇ । ଆମେରିକା ମୃତ୍ୟୁବରଣ କରିଥିବା ଲୋକମାନଙ୍କର ସମ୍ମାନ ସହ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଆସନ୍ତୁ ଜାଣିବା କମାଣ୍ଡର ଦେବୀ ପ୍ରସାଦ ପାଢୀ ପୂର୍ବତନ ନାଭାଲ ଏଭିଏଟର ଏହି ଘଟଣା ବାବଦରେ କଣ କହୁଛନ୍ତି ।

ଦେବୀ ପ୍ରସାଦଙ୍କ କହିବା ଅନୁସାରେ ସେ ଯାହା ଭାବିଥିଲେ ତାଙ୍କ ଅଭିଜ୍ଞତା ତାହା ହିଁ ସତ୍ୟ ହୋଇଛି । ଟାଇଟନ ଏକ ଘଣ୍ଟା 45 ମିନିଟ୍ ପରେ ପ୍ରାୟ ସେମାନେ 3000 ହଜାର ଫୁଟ୍ ତଳଳୁ ଯାଇଥିଲେ । ମାତ୍ର ମୁଁ କହିବାକୁ ଚାହେଁ ଯେ ଟାଇଟନ ଭଳି ଧ୍ଵଂସାବଶେଷକୁ ଦେଖିବା ପାଇଁ ଆମକୁ ଟାଇଟନ ଉଡାଜାହାଜ ଭଳି ବଳିଷ୍ଟ ଜାହାଜ ଦରକାର ସବମାରିନ ସେହିଭଳି ପ୍ରେସର ନେଇପାରିବ ନାହିଁ ।
ତେଣୁ କରି ଏଭଳି ଘଟଣା ଘଟିଛି ବୋଲି ଦେବୀ ପ୍ରସାଦ କହୁଛନ୍ତି । ତେବେ ତାଙ୍କର କହିବା ଅନୁସାରେ ଆଗକୁ ଏଭଳି ଟାଇଟନ ଧ୍ଵଂସ ସ୍ଥାନକୁ ଟୁରିଷ୍ଟମାନଙ୍କୁ ନେଇକି ଯିବା ପ୍ରାଣପ୍ରତି ବିପଦ ହୋଇଥାଏ । ତେଣୁ ଆମେରିକା ଦେଶରେ ଏଭଳି ଜିନିଷ କରିବାକୁ ଅନୁମତି ନ ଦେବା ଉଚିତ୍ । ମାତ୍ର କେତେକ ପ୍ରାଇଭେଟ ସଂସ୍ଥା ନିଜ ବୁଦ୍ଧିରେ ଆଗକୁ ମଧ୍ୟ କରିବାର ସମ୍ଭାବନା ରହିଛି । ତେବେ ପାଞ୍ଚ ଜଣଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ ଅଟେ । ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

