ମାସିକ ୧୫ ହଜାର ଟଙ୍କା ରୋଜଗାରରେ ଚଳିପାରୁନି କି ଘର ? ଚିନ୍ତା କରନ୍ତୁନାହିଁ, ମାତ୍ର ୫୫ ଟଙ୍କା ଦେଇ ବାର୍ଷିକ ପାଇପାରିବେ ୩୬ ହଜାର ଟଙ୍କା

ନମସ୍କାର ବନ୍ଧୁଗଣ ମାସିକ ୧୫ ହଜାର ଟଙ୍କା ରୁ କମ ରୋଜଗାର ଅଛି କି ? ମାତ୍ର ୫୫ ଟଙ୍କା ଦେଇ ପାଇ ପାରିବେ ତିନି ହଜାର ଟଙ୍କା । ଆପଣଙ୍କ ରୋଜଗାର ପନ୍ଦର ହଜାର ଟଙ୍କା ରୁ କମ ଥିଲେ ଚିନ୍ତା କରନ୍ତୁ ନାହିଁ ।

ଚାକିରୀ ପରେ କଣ କରିବେ ସେ ନେଇ କିଛି ଯୋଜନା କରି ନାହାନ୍ତି କି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ । କାହିଁକି ନା ମୋଦୀ ସରକାର ଏହି ସ୍ପେଶାଲ ସ୍କିମ ଆପଣ ଙ୍କୁ ବଡ଼ ଉପକାର ଦେଇପାରେ । ଏହି ଯୋଜନା ରେ ଆପଣ ପ୍ରତ୍ୟେକ ମାସ ତିନି ହଜାର ଟଙ୍କା ଏବଂ ବର୍ଷ କୁ ପାଖାପାଖି ଛତିଶ ହଜାର ଟଙ୍କା ପାଇ ପାରିବେ । ତେବେ ଏହି ଯୋଜନା ରେ ୧୮ ବର୍ଷ ରୁ ୬୦ ବର୍ଷ ପର୍ଯ୍ୟନ୍ତ ଲୋକ ସାମିଲ ହୋଇ ପାରିବେ । ତେବେ ଏହି ସ୍କିମ ର ନାମ ରହିଛି ପି ଏମ ଶ୍ରମ ଯୋଗୀ ମାନ ଧନ ଯୋଜନା ।

ମାତ୍ର ୫୫ ଟଙ୍କା ଦେଇ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ ପେନସନ । ବଞ୍ଚିଥିବା ପର୍ଯ୍ୟନ୍ତ ମିଳିବ ଏହି ପେନସନ । ବର୍ଷକୁ ମିଳିବ ୩୬ ହଜାର ଟଙ୍କା । ତେବେ କେଉଁମାନେ ସାମିଲ ହେବେ ଏହି ଯୋଜନା ରେ । ଆପଣ ବୟସ ଅନୁସାରେ ଟଙ୍କା ଡ଼ିପୋଜିଟ କରିବେ ଏବଂ ପେନସନ ପାଇଁ ପାରିବେ ।

ଯଦି ଆପଣ ଏହି ଯୋଜନା ରେ ୧୮ ବର୍ଷ ବୟସରେ ହୋଇ ଥାଆନ୍ତି ତେବେ ଆପଣ ଙ୍କୁ କେବଳ ୫୫ ଟଙ୍କା ଦେବା ପାଇଁ ପଡିବ । ଏଥି ସହ ଯେଉଁ ମାନଂକୁ ତିରିଶ ବର୍ଷ ବୟସ ସେମାନେ ଶହେ ଟଙ୍କା ଏବଂ ୪୦ ବର୍ଷ ବୟସ୍କ ଙ୍କୁ ଦୁଇ ଶହ ଟଙ୍କା ଦେବାକୁ ପଡିବ । ବଞ୍ଚିଥିବା ପର୍ଯ୍ୟନ୍ତ ଏହି ଯୋଜନା ରେ ଆପଣ ପେନସନ ପାଇ ପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଯେଉଁ ମାନଙ୍କ ର ଆୟ ପନ୍ଦର ହଜାର ଟଙ୍କା ରୁ କମ ସେହି ମାନେ ହିଁ ଏହି ଆକାଉଣ୍ଟ ଖୋଲି ପାରିବେ । ଏହା ସହ ଯଦି ଆପଣଙ୍କ ଇ ପି ଏଫ କିମ୍ବା ଏନ ପି ଏସ ଖାତା ଅଛି ତେବେ ଆପଣ ଏହି ଖାତା ଖୋଲି ପାରିବେ ନାହିଁ ।

ଏହା ଛଡା ଆପଣ ଯଦି ଆୟକାର ଦେଉଛନ୍ତି ତେବେ ଏହି ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ପାରିବେ ନାହିଁ । ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ ଧାନ ପେନସନ ଯୋଜନା ରେ ପଞ୍ଜିକରଣ ପାଇଁ ନିକଟସ୍ଥ ସିସିଏସସି କେନ୍ଦ୍ର କୁ ଯିବାକୁ ପଡ଼ିବ । ଏହା ପରେ ଆଧାର କର୍ଡ଼ ଏବଂ ସେଭିଂ ଆକାଉଣ୍ଟ କିମ୍ବା ଜଣ ଧନ ଆକାଉଣ୍ଟ ର ଆଇ ଏଫ ସି କୋଡ଼ ଦେବାକୁ ପଡିବ । ତେବେ ଏହି ସମୟରେ ପାସ ବୁକ, ଚେକ କିମ୍ବା ବ୍ୟାଙ୍କ ଷ୍ଟେଟମେଣ୍ଟ କୁ ପ୍ରମାଣ ଭାବରେ ଦର୍ଶାଇ ଦିଆ ଯାଇ ପାରିବ ।

ଥରେ ଆପଣଙ୍କ ସମ୍ପୂର୍ଣ୍ଣ ବିବରଣୀ କମ୍ପୁଟରରେ ପଞ୍ଜିକୃତ ହୋଇଗଲେ ମାସିକ ଆପଣ ଙ୍କୁ କେତେ ଅର୍ଥ ଦେବାକୁ ପଡିବ କେତେ ଅର୍ଥ ଦେଇଛନ୍ତି ତାର ସମସ୍ତ ସୂଚନା ଆପଣ ପାଇ ପାରିବେ । ପ୍ରଥମ ଦଫା ରେ ଆପଣ ଙ୍କୁ ନଗଦ ଆକାର ରେ କିଛି ଟଙ୍କା ଦେବାକୁ ପଡିବ । ପରେ ଆକାଉଣ୍ଟ ଖୋଲିଯିବ ଏବଂ ଶ୍ରମ ଯୋଗୀ କର୍ଡ଼ ବି ପାଇଁ ପାରିବେ । ତେବେ ଯଦି ଆପଣ ଏହି ଯୋଜନା ସମ୍ପର୍କରେ ଅଧିକ କିଛି ସୂଚନା ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ୧୮୦୦୨୬୭୬୮୮୮ ରେ ଯୋଗାଯୋଗ କରି ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *