ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତୁର୍କୀରେ ରଚିଛି ବିଶାଳ ଭୂମିକମ୍ପ । ତେବେ ସେଠାରେ ବହୁ ଧନ ଜୀବନ ହାନୀ ଘଟିବାର ମଧ୍ୟ ସୂଚନା ମିଳିଛି । ତେବେ ସମୟ ପ୍ରାୟ ଭୋର ୪ ଟା ୧୭ ମିନିଟ । ତେବେ ସମସ୍ତେ ରାତିରେ ଆରାମ ଦାୟକ ନିଦରେ ଶୋଇଥିବା ଅବସ୍ଥାରେ ଭୋର ଭୋର ସମୟରେ ଏପରି ଘଟଣା ତୁର୍କୀରେ ରହିଥିଲା । ତାହା ବର୍ଣ୍ଣନା କରିବା ମଧ୍ୟ ଅସମ୍ଭବ କଥା ଅଟେ । ତେବେ ୭. ୮ ତୀବ୍ରତାର ସହ ଭୂମିକମ୍ପ ସେଠାରେ ହୋଇଥିଲା ।

ଏତେ ତୀବ୍ର ଭାବରେ ଭୂମିକମ୍ପ ସେଠାରେ ହୋଇଥିଲା । କି ଶତାଧିକ ଲୋକ ଭୂମୀରେ ଧରାଶାୟୀ ହୋଇଯାଇଥିଲେ । ତେବେ ବହୁ ଲୋକ ଭୂମିକମ୍ପ ହେବାର ଜାଣି ଘରୁ ବାହାରି ଆସିବାର ପ୍ରୟାସ ମଧ୍ୟ କରିଥିଲେ । ଏହା ସେହି ପ୍ରୟାସ ଅନେକଙ୍କର ବିଫଳ ହୋଇଥିଲା । ଯେଉଁ କାରଣରୁ ସେହି ସବୁ ତୁର୍କୀ ଲୋକ ଘର ଭିତରୁ ବାହାରି ନଆସିପାରି ସେହି ଘରେ ଭିତରେ ବିଲଡିଙ୍ଗ ତଳେ ଛାପି ହୋଇଯାଇଥିଲେ ।
ତେବେ କେବଳ ଗୋଟିଏ ନୁହେଁ ବଂର ତୁର୍କୀ ସ୍ଥିତ ଅନେକ ବିଲଡିଙ୍ଗ ଧରା ତଳେ ଧରାଶାୟୀ ହୋଇଯାଇଥିଲା । ତେବେ ଏପରି ଭୟାନକ ପରିସ୍ଥିତି ତୁର୍କୀରେ କେବଳ ଥରେ ଘଟିନଥିଲା । ଥରେ ଭାବରେ ଭୟାନକ ଭୁମ୍ପିକମ୍ପ ହେବା ପରେ ତା’ ର କିଛି ସମୟ ପରେ ପୁଣି ଥରେ ଭୂମିକମ୍ପ ନିଜର କରାଳ ରୂପ ସମସ୍ତ ତୁର୍କୀ ବାସିନ୍ଦାଙ୍କୁ ଦେଖିଥିଲା । ତେବେ ଦିତୀୟ ଥର ହୋଇଥିବା ଭୂମିକମ୍ପର ତୀବ୍ରତା ୭. ୬ ତୀବ୍ରତାର ହେବ ।
ତେବେ ତୁର୍କୀ ଏକ ଭୁମ୍ପିକମ୍ପ ପ୍ରବଣ ଏରିଆ ହୋଇଥିବାରୂ ଭୂମିକମ୍ପ ସେଠାରେ ଭୟନାକ ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ଖାଲି ତୁର୍କୀ କାହିଁକି ତା’ ର ଆଖପାଖ ଦେଶରେ ମଧ୍ୟ ଭୁମ୍ପିକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । ତେବେ ତୁର୍କୀରେ ରଚିଥିବା ଭୟାନକ ପରିସ୍ଥିତିରେ ତୁର୍କୀ ଲୋକଙ୍କୁ ସାହାଜ୍ଯର ହାତ ଭାରତ ବଢାଇଛି । ତେବେ ଭାରତର ପ୍ରଧାନ ମନ୍ତ୍ରୀଙ୍କ କହିବା ଅନୁଯାଇ ଯଥା ସମ୍ଭବ ତୁର୍କୀରେ ହୋଇଥିବା କ୍ଷୟକ୍ଷତି ପାଇଁ ଆମେ ସାହାଜ୍ଯ କରିବୁ ।

ଏହା ସହିତ ଔଷଧ ଓ ରିଲିଫ ସାମଗ୍ରୀ ଧରି ବହୁତ ଶୀଘ୍ର ଭାରତରୁ ଡାକ୍ତରୀ ଟିମ ସେଠାରେ ପହଞ୍ଚିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

