କେବଳ ୨ ଥର ପିଅନ୍ତୁ, ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ପେଟ ବିନ୍ଧା ଆଦି ସବୁ ସମସ୍ୟା ଗାୟବ ହେଇଯିବ, ୯୦ ବର୍ଷ ପର୍ଯ୍ୟନ୍ତ ହେବ ନାହିଁ – Baba Ramdev Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସମସ୍ତ ଲୋକ ଅଧିକ ଟଙ୍କା ଅର୍ଜନ କରିବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ଯାହା ଫଳରେ ସେମାନେ ନିଜର ଖାଦ୍ୟ ପେୟର ଧ୍ୟାନ ରଖିପାରୁ ନାହାନ୍ତି । ଖାଦ୍ୟ ପେୟର ଅଭାବ ଓ ଭୁଲ ଲାଇଫ ଷ୍ଟାଇଲ ହେତୁ ବହୁତ କମ ବୟସରେ ଲୋକମାନଙ୍କର ହାତ ଗୋଡ ବିନ୍ଧା, ଅଣ୍ଟା ବିନ୍ଧା, ଦୁର୍ବଳତା ଓ ପେଟ ଜନିତ ସମସ୍ଯା ଦେଖାଯାଉଛି । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପାୟ ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ ଏହି ସବୁ ସମସ୍ଯାକୁ ବହୁତ ଶୀଘ୍ର ଦୂର କରିପାରିବେ ।

ଏହା ବ୍ଯତୀତ ଯଦି ଆପଣ ୫୦ ବର୍ଷ ବୟସର ବ୍ୟକ୍ତି ଅଟନ୍ତି ତା ହେଲେ ଆପଣ ଏହାର ସେବନରେ ୨୫ ବର୍ଷ ବୟସର ଶକ୍ତି ଓ ଊର୍ଜାର ଅନୁଭବ କରିବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଡ୍ରିଙ୍କ ଶିଖାଇବୁ ଯାହାର ସେବନ ଦ୍ଵାରା ଆପଣ ଆଜୀବନ ନିଜ ଶରୀରକୁ ସୁସ୍ଥ ରଖିପାରିବେ । ତା ହେଲେ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

 

 

ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆପଣ ପ୍ରଥମେ ଏକ ଗ୍ଳାସ ଗରମ କ୍ଷୀର ଆଣନ୍ତୁ ଓ ଏକ ପାତ୍ରରେ ରଖି ଦିଅନ୍ତୁ । ଏହା ପରେ ଆମର ଦ୍ଵିତୀୟ ସାମଗ୍ରୀ ହେଉଛି ପାନ ମାଧୁରୀ । ପାନ ମାଧୁରୀ ଆମ ପେଟ ପାଇଁ ବହୁତ ଲାଭଦାୟକ ଅଟେ । ତେଣୁ ଆପଣ ସେହି କ୍ଷୀରରେ ଏକ ଚାମଚ ପାନ ମାଧୁରୀ ପକାନ୍ତୁ ।

ପାନ ମାଧୁରୀ ଆମର ହଜମ ପ୍ରକ୍ରିୟାକୁ ବଢାଇବା ସହ ଆମ ପେଟକୁ ସଫା ମଧ୍ୟ ରଖିଥାଏ । ଆମର ତୃତୀୟ ସାମଗ୍ରୀ ହେଉଛି ଅଧା ଖଣ୍ଡ ଅଦା । ତେଣୁ ଆପଣ ସେହି ମିଶ୍ରଣରେ ଖଣ୍ଡେ ଅଦାକୁ ଭଲ ଭାବରେ ଛେଚି ପକାଇ ଦିଅନ୍ତୁ । ବର୍ତ୍ତମାନ ଆପଣ ସେହି ପାତ୍ରକୁ ନେଇ ଗ୍ଯାସ ଚୁଲାରେ ବସେଇ ଦିଅନ୍ତୁ ଓ ୨ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ।

 

ଗରମ କରିବା ପରେ ଆପଣ ଏହି ମିଶ୍ରଣକୁ ଏକ ଛଣା ମାଧ୍ୟମରେ ଭଲ ଭାବରେ ଛାଣି ଦିଅନ୍ତୁ ଓ କ୍ଷୀର ଓ ଅଦା ଆଦିକୁ ଅଲଗା କରିଦିଅନ୍ତୁ ।ବନ୍ଧୁଗଣ ଏହି କ୍ଷୀରକୁ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ମାନେ ପିଇପାରିବେ ଓ ଏହାର କୌଣସି ସମୟ ନାହିଁ । ଆପଣଙ୍କୁ ଯେତେବେଳେ ଇଛା ହେବ ସେତେବେଳେ ପିଇବେ ।

କମ ସେ କମ ସପ୍ତାହକୁ ଦୁଇ ଥର ଏହାର ସେବନ କରନ୍ତୁ । ଦେଖିବେ ଆପଣଙ୍କ ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବିନ୍ଧା ଓ ପେଟ ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଏହି ଉପାୟକୁ ନିଜେ ବ୍ୟବହାର କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *