TV ର ଏହି Famous ଷ୍ଟାର ମାନେ ଏତେ ମର୍ଡନ ହେବା ସତ୍ଵେ ବି ନିଜ ପ୍ରେମକୁ ଭୁଲିଯାଇ ମାତା ପିତାଙ୍କ ପସନ୍ଦରେ କଲେ ବିବାହ

ଆପଣମାନେ ଜାଣିଛନ୍ତି ଟିଭିର ଏମିତି ଷ୍ଟାର୍ ମାନେ ଅଛନ୍ତି,ଯେଉଁମାନେ ନିଜ ପସନ୍ଦର ଝିଅଙ୍କୁ ବାହା ହୋଇଛନ୍ତି ଓ ସେମାନେ ବହୁତ୍ ଖୁସିରେ ଅଛନ୍ତି । ଆଉ ଏମିତି କିଛି ଷ୍ଟାର ମାନେ ବି ଅଛନ୍ତି ଯିଏ ମୋର୍ଡେନ ହୋଇ ମଧ୍ୟ ନିଜ ପରିବାର ର ଇଚ୍ଛା କୁ ସମ୍ମାନ ଦେଇଛନ୍ତି । ନିଜ ପରିବାର ସମ୍ମତିରେ ବିବାହ କରିଛନ୍ତି । ଆଜି ଆମେ ଏମିତି ହିଁ କିଛି ଷ୍ଟାର୍ ମାନଙ୍କ ବିଷୟରେ କହିବୁ ଯିଏ ନିଜେ ପସନ୍ଦ ନକରି ନିଜ ପରିବାର ଲୋକଙ୍କ ପସନ୍ଦରେ ବାହା ହୋଇଛନ୍ତି । ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ସେହି ଷ୍ଟାର୍ ମାନଙ୍କ ବିଷୟରେ ।

୧.ଅନସ୍ ରାସଦ୍ – ଟିଭି ସିରୀଏଲ୍ ଦୀୟା ଅର୍ ବତି ହମ୍ ରେ ଅନସ୍ ରାସଦ୍ ସୁରଜ୍ ତ୍ରିପାଠି ଭୂମିକାରେ ଅଭିନୟ କରି କୋଟି କୋଟି ଲୋକଙ୍କ ହୃଦୟ ଜିତିସାରିଛନ୍ତି,ଏତେ ଲୋକପ୍ରିୟ ହେଲାପରେ ମଧ୍ୟ ୨୦୧୭ ମସିହାରେ ହିନା ଇଗ୍ ବାଲ୍ ଙ୍କ ସାଙ୍ଗରେ ବାହାହେଲେ ।

ଅନସ୍ ରାସଦ୍ ଟିଭି ଅଭିନେତ୍ରୀ ରତି ପାଣ୍ଡେ଼ଙ୍କୁ ବହୁତ ଭଲ ପାଉଥିଲେ । କିନ୍ତୁ ତାଙ୍କ ପରିବାର ଲୋକ ଏହି ସମ୍ପର୍କକୁ ଗ୍ରହଣ କରି ନଥିଲେ, ସେଥିପାଇଁ ସେ ନିଜ ପରିବାର ସହମତିରେ ବାହା ହୋଇଥିଲେ । ତାଙ୍କ ବାହାଘରକୁ ୩ ବର୍ଷ ହୋଇଗଲାଣି ।

୨.ନିକେତନ ଧୀର

୨୦୧୩ ମସିହାରେ ରିଲିଜ୍ ହୋଇଥିବା ଚେନ୍ନାଇ ଏକ୍ସପ୍ରେସ ରେ ନିକେତନ ଥଙ୍ଗୱଲି ଭାବରେ ଜଣା ଯାଇଥିଲେ । ନିକେତନ ଧୀର ମଧ୍ୟ ନିଜ ପରିବାରର ସ୍ଵୀକୃତି ରେ ବାହା ହୋଇଛନ୍ତି । ୨୦୧୪ରେ ଟିଭି ଅଭିନେତ୍ରୀ କ୍ରିତିକା ସିଂଙ୍କ ସାଥୀରେ ବାହା ହୋଇଥିଲେ । ତାଙ୍କ ଜୀବନ ସାଥୀ ତାଙ୍କ ବାପା ପଙ୍କଜ ଧିର ଠିକ୍ କରିଥିଲେ । ପଙ୍କଜ ଧିର କ୍ରୀତିକା ସିଂଙ୍କୁ ଗୋଟେ ଛୋଟ ଫିଲ୍ମରେ ଦେଖିଥିଲେ,ସେହି ସମୟରେ ତାଙ୍କୁ ନିଜ ବୋହୂ ବୋଲି ମାନି ନେଇଥିଲେ । ତା ପରେ ନିକେତନ ଧୀର୍ ଓ କ୍ରୀତିକା ସିଂ ବିବାହ କରି ଖୁସିରେ ରହିଲେ ।

୫.ଜୟ ସୋନି

ଟିଭି ପରଦାର ଲୋକପ୍ରିୟ ସିରିଏଲ ସସୁରାଲ୍ ଗେନ୍ଦା ଫୁଲ୍ ରେ ଜୟ ସୋନି ଅଭିନୟ କରି ଲୋକଙ୍କ ମନୋରଞ୍ଜନ କରୁଥିଲେ । ତା ପରେ ସେ ଅଭିନେତ୍ରି ପୂଜା ସାହ ଙ୍କୁ ବିବାହ କରିଥିଲେ । ପୂଜା ଜୟଙ୍କ ପରିବାରର ପ୍ରଥମ ପସନ୍ଦ ଥିଲେ । ସେଥିପାଇଁ ଜୟ ତାଙ୍କୁ ବିବାହ କରିଥିଲେ । ସେ ଗୋଟେ ଇଣ୍ଟର୍ଭ୍ୟୁରେ କହିଥିଲେ ତାଙ୍କ ବିବାହ ପୂର୍ବରୁ ତାଙ୍କ ପରିବାର ଲୋକ ସେମାନଙ୍କ ପାଇଁ ମିଟିଂଗ୍ ରଖିଥିଲେ,ସେ ଦୁଇଜଣ ଯେତେବେଳେ ଭେଟିଲେ ଲାଗିଲା ଯେମିତି ସେମାନେ ଆଗରୁ ଦୁହେଁ ଦୁହିଁଙ୍କୁ ଜାଣିଛନ୍ତି,ତାପରେ ଜୟ କହିଲେ ସେ ପୂଜାଙ୍କୁ ବହୁତ୍ ଭଲ ପାଆନ୍ତି । ଏହି ଯୋଡିକୁ ନଚ ବଲିୟେ ସୋ ରେ ଦେଖିବାକୁ ମିଳିଛି ।

୪. ମିହିକା ବର୍ମା

ଟିଭି ସିରିଏଲ ଲୋକପ୍ରିୟ ସିରିଏଲ ୟେ ହେ ମହବତେଁରେ ସେ ଈଶିତା ଭଲ୍ଲାର ଭଉଣୀ ମିହିକା ଭଲ୍ଲା ଚରିତ୍ରରେ ଅଭିନୟ କରିଛନ୍ତି । ମିହିକା ମଧ୍ୟ ନିଜ ବାପା ମା’ ଙ୍କ ଇଛାରେ ବାହା ହୋଇଛନ୍ତି । ଯେତେବେଳ ସେ ସିରିଏଲରେ କାମ କରୁଥଲେ ସେହି ସମୟରେ ତାଙ୍କ ପରିବାର ଲୋକ ଆମେରିକାର NRI ବିଜନେସ ମ୍ୟାନ ଆନନ୍ଦ କପାଇ ସାଙ୍ଗରେ ତାଙ୍କୁ ଦେଖା କରେଇଥିଲେ, ତା ପରେ ସେମାନେ ୨୦୧୬ ମସିହାରେ ବିବାହ କରିଥିଲେ । ତା ପରେ ସେ ଟିଭି ପରଦା ରୁ ଦୂରେଇ ଯାଇଥିଲେ ।

୩. ଶରତ ମଲ୍ ହୋତ୍ରା

ଶରତ ମଲହୋତ୍ରା ଟିଭି ସିରିଏଲ ବନୁ ମେଁ ତେରି ଦୁଲହନ୍ ରେ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠି ସାଙ୍ଗରେ ଅଭିନୟ କରିଥିଲେ । ଦୁହେଁ ଦୁହିଁଙ୍କୁ ଭଲ ପାଇଥିଲେ ଓ ବହୁତ୍ ସମୟ ପର୍ଯ୍ୟନ୍ତ ସମ୍ପର୍କରେ ବାନ୍ଧି ହୋଇଥିଲେ । ତା ପରେ ଶରତ ମଲହୋତ୍ରା ତାଙ୍କ ପରିବାର ଲୋକଙ୍କ କଥାରେ ରିପଚି ଭାଟିଆଙ୍କ ସାଙ୍ଗରେ ୨୦୧୯ ମସିହାରେ ବାହା ହୋଇଥିଲେ, ତା ପରେ ଦୁହେଁ ଅଲଗା ହୋଇଥିଲେ । ରିପଚି ଭାଟିଆ ଦିଲ୍ଲୀରେ ରୁହନ୍ତି,ସେ ପେଶାରେ ଫ୍ୟାସନ୍ ଡିଜାଇନର ଅଟନ୍ତି ।

ସାଙ୍ଗମାନେ ଆପଣଙ୍କୁ ଏହି ଯୋଡି ମାନଙ୍କ ମଧ୍ୟରୁ କେଉଁ ଯୋଡି ସବୁଠୁ ଅଧିକ ଭଲ ଲାଗିଲା କମେଣ୍ଟ କରି ଜଣାନ୍ତୁ ଓ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *