ମଣିଷ ର ମସ୍ତିସ୍କ କେତେ ବର୍ଷ ପରେ ଦୁର୍ବଳ ହେବାରେ ଲାଗିଥାଏ ? ଏହା ସହ 15+ GK With Answers

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ଏମିତି କେଉଁ ପକ୍ଷୀ ଅଛି ଯିଏ କ୍ଷୀର ରୁ ପାଣି ଅଲଗା କରିପାରେ ?

ଉତ୍ତର- ହଂସ । 

2- ଦୁନିଆରେ ସବୁଠୁ ମହଙ୍ଗା ରକ୍ତ କେଉଁ ଜୀବ ଠାରେ ଦେଖାଯାଏ ?

ଉତ୍ତର- କଙ୍କଡା । 

3- କେଉଁ ମାଛ କୁ ମାଛ ମାନଙ୍କର ରାଣୀ କୁହାଯାଏ ?

ଉତ୍ତର- ସାର୍କ ମାଛ । 

4- ଭାରତରେ ପ୍ରାର୍ଥମ ଥର ମେଟ୍ରୋ କେଉଁ ସହରରୁ ଆରମ୍ଭ ହୋଇଥିଲା ?

ଉତ୍ତର- କୋଲକାତା । 

5- କେଉଁ ଜୀବ ର ହୃଦୟ ସବୁଠୁ ବଡ ହୋଇଥାଏ ?

ଉତ୍ତର- ବ୍ଲୁ ୱ୍ହେଲ । 

6- ସମ୍ବିଧାନ ରେ ମୋଟ କେତୋଟି ଭାଷା ଅଛି ?

ଉତ୍ତର- 22ଟି । 

7- କେଉଁ ଦେଶକୁ ଭାରତର ତଲୱାର କୁହାଯାଏ ?

ଉତ୍ତର- ଇଜରାଇଲ । 

8- ଏମିତି କେଉଁ ଦେଶ ଅଛି ଯିଏ 2011 ରେ ସ୍ଵାଧୀନ ହୋଇଥିଲା ?

ଉତ୍ତର- ଦକ୍ଷିଣ ସୁଡାନ । 

9- କେଉଁ ଦେଶର ନାଁ ପୂର୍ବ ପାକିସ୍ତାନ ଅଟେ ?

ଉତ୍ତର- ବାଙ୍ଗାଲାଦେଶ । 

10- ଏମିତି କେଉଁ ଜୀବ ଅଛି ଯାହାର ଆଖି ନାହିଁ ?

ଉତ୍ତର- କେଞ୍ଚୁଆ । 

11- ଅଶୋକ ଚକ୍ର ରେ କେତୋଟି ଚକ୍ର ଥାଏ ?

ଉତ୍ତର- 24 । 

12- ଏମିତି କେଉଁ ଜୀବ ଅଛି ଯିଏ ଜନ୍ମ ନେବା ପାଇଁ ମା କୁ ହରାଇଥାଏ ?

ଉତ୍ତର- ବିଛା । 

13- ଟାଟା କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ଭାରତ । 

14- କେଉଁ ଦେଶରେ ନୀଳ ଜିନ୍ସ ପିନ୍ଧିବାକୁ ବାରଣ କରା ଯାଇଛି ?

ଉତ୍ତର- ନର୍ଥ କୋରିୟା । 

15- କେଉଁ ଜୀବ କୁ ପ୍ରତକେ ଜିନିଷ ଦୁଇ ଗୁଣା ଦେଖାଯାଏ ?

ଉତ୍ତର- ହାତୀ । 

16- ଭ୍ରାତରେ ସବୁଠୁ ପ୍ରଦ୍ଯୁଶଣ ହେଉଥିବା ରାଜ୍ୟର ନାମ କଣ ?

ଉତ୍ତର- ଦିଲ୍ଲୀ । 

17- ଟଏଲେଟ ସାବୁନ ରେ କେଉଁ ପଶୁ ର ଚର୍ବି ମିଶା ଯାଇଥାଏ ?

ଉତ୍ତର- ମେଣ୍ଢା । 

18- ମଣିଷ ର ମସ୍ତିସ୍କ କେତେ ବର୍ଷ ପରେ ଦୁର୍ବଳ ହେବାରେ ଲାଗିଥାଏ ?

ଉତ୍ତର- 40 ବର୍ଷ । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟି ଲାଇକ, ସେୟାର, କମେଣ୍ଟ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *