ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆରେ ଭରପୁର ବ୍ୟବହାର କରୁଛନ୍ତି । ଲୋକମାନେ କରୁଥିବା ସମସ୍ତ କାମ ନିଜ କ୍ୟାମେରାରେ କଏଦ କରୁ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ତେବେ ବନ୍ଧୁଗଣ ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ମଧ୍ୟ ଅତି ସହଜରେ ଜାଣି ପାରୁଛନ୍ତି ଏବଂ ନିଜ ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଏହି ଭିଡିଓଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭାଇରାଲ ଭିଡିଓ ଟିକୁ ଦେଖିଲେ ନିଜର ହସ ରୋକିପାରିବେ ନାହିଁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଦୁନିଆରେ ଥିବା ଅନେକ ଲୋକ ଏକ ଆଡଭେଞ୍ଚରିଅସ ଜୀବନ ବଞ୍ଚିବା ପାଇଁ ବହୁତ ପସନ୍ଦ କରନ୍ତି । ଆଡଭେଞ୍ଚିରିଅସ କହିଲେ ମାଉଣ୍ଟ କ୍ଲାଇମ୍ବିଙ୍ଗ ହେଉ ବା ପାରା ଗ୍ଲାଇଡିଙ୍ଗ ଏହି ସବୁ କାମ କରିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି । ଏହା ଯେତିକି ମନଲୋଭା ସେତିକି ବିପଦ ଜନକ ମଧ୍ୟ ଏଥିରେ ଲୋକମାନଙ୍କ ପ୍ରାଣ ମଧ୍ୟ ଯାଇପାରେ ।
ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ପାରା ଗ୍ଲାଇଡିଙ୍ଗ କରୁଥିବାର ନଜର ଆସୁଛନ୍ତି । ମହିଳା ଜଣକ ଉଚ୍ଚତାକୁ ବହୁତ ଅଧିକ ଭୟ କରୁଛନ୍ତି । ଆକାଶରେ ଉଡୁଥିବା ବେଳେ ମହିଳା ଜଣକ ମନ ଇଛା କଥା କହୁଛନ୍ତି । ଭିଡିଓରେ ତାଙ୍କ ଭୟ ଦେଖା ଯାଉଛି । ସେ ନିଜ ଆଖି ବନ୍ଦ କରି ନିଜ ସ୍ଵାମୀଙ୍କୁ ଆକାଶରେ ଉଡୁ ଥିବା ବେଳେ ଗାଳି ଦେଉଛନ୍ତି ।

କାରଣ ସ୍ତ୍ରୀଙ୍କୁ ଆଡଭେଞ୍ଚରର ମଜା ଦେବା ପାଇଁ ସ୍ଵାମୀ ଏମିତି ଧକା ମାରିଲେ ଯାହାଫଳରେ ସ୍ତ୍ରୀ ନିଜ ସ୍ଵାମୀଙ୍କୁ ଗାଳି ଦେଲେ । ପାରା ଗ୍ଲାଇଡ଼ର ସହ ସ୍ତ୍ରୀ ଆକାଶରେ ଉଡୁ ଥିବା ବେଳେ ସ୍ତ୍ରୀଙ୍କର ଯାହା ଅବସ୍ଥା ଆପଣଙ୍କ ଆଖି ସାମ୍ନାରେ ଅଛି । ଏହି ମହାନ କାର୍ଯ୍ୟ ପାଇଁ ସ୍ତ୍ରୀ ତାଙ୍କ ସ୍ଵାମୀଙ୍କୁ କିଭଳି ଗାଳି ଦେଉଛନ୍ତି ଦେଖନ୍ତୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

