ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଜୀବନରେ ଟଙ୍କା ପଇସା ଯେତିକି ଜରୁରୀ ଭଲ ସ୍ୱାସ୍ଥ୍ୟ ତା ଠାରୁ ଅଧିକ ଜରୁରୀ ଅଟେ, ଆଉ ଗୋଟିଏ ଭଲ ସ୍ୱାସ୍ଥ୍ୟ ପାଇଁ ହସିବା କେତେ ଜରୁରୀ ଆପଣମାନେ ତ ଜାଣିଥିବେ । କିନ୍ତୁ ଆଜି କାଲିର ଦୁନିଆରେ ଲୋକ ପଇସା ଅଧିକ କମାଇବା ଚକରରେ ନିଜକୁ ସମୟ ଦେଇ ପାରୁ ନାହାଁନ୍ତି ଓ ତାଙ୍କ ଜୀବନରୁ ଯେମିତି ହସ ଖୁସି ଗାଯାବ ହିଁ ହେଇ ଯାଇଛି ଓ ସେମାନେ ମାନସିକ ଚିନ୍ତାରେ ରହିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଆଜି ଏମିତି କିଛି ଜୋକ୍ସ ଆଣିଛୁ ଯାହାକୁ ପଢିଲେ ଆପଣ ଖୁବ ହସିବେ ।
Joke-1
ମୁଁ କାଲି ପଡୋଶୀଘର ଝିଅ ବାହାଘରରେ ଯାଇଥିଲି,
ସେଠି DJ ବାଲା ଗୀତ ଚଲେଇ ଦେଲା- “ଜିସକୋ ଡାନ୍ସ ନହିଁ କରନା, ୱୋ ଜାକର ଅପନୀ ଭେଂସ ଚରାଏ”
ଏହି ଗୀତ ଶୁଣିବା ପରେ କିଛି
ନିଜ ପତ୍ନୀଙ୍କୁ ଖାଇବା ପାଇଁ ନେଇଗଲେ …!
Jokes:2
ଭୋଲି ଭାଲି ପତ୍ନୀ ମାନଙ୍କର ସବୁଠୁ ସୁନ୍ଦର ଡାଇଲଗ,
ଇଏ ପିଅନ୍ତି ନାହିଁ,
ତାଙ୍କ ସାଙ୍ଗମାନେ ହିଁ ତାଙ୍କୁ ବିଗାଡୁଛନ୍ତି ।
କିନ୍ତୁ ଏହି ବିଚାରୀ ମାନଙ୍କୁ କଣ ଜଣା,
ଗଙ୍ଗାଧର ହିଁ ଶକ୍ତିମାନ ବୋଲି ।
Jokes-3
ପତି- ତୁମେ ଆଜି ବହୁତ ସୁନ୍ଦର ଆଉ ପତଳା ବି ଲାଗୁଛ…!
ପତ୍ନୀ- I love you Darling
“ଉପର ଲିଖିତ ମନ୍ତ୍ରକୁ ଦିନରେ ତିନି ଥର ଜପ କଲେ
ପରିବାରରେ ସୁଖ ଶାନ୍ତି ବଜାୟ ରୁହେ ଓ
ଏହି ମିଛର ପାପ ମଧ୍ୟ ଲାଗେ ନାହିଁ ।”
“ଶାନ୍ତି ଶାନ୍ତି ଶାନ୍ତି”
Jokes-4
ସାଣ୍ଟା ନିଜ ବିବାହ ବାର୍ଷିକୀରେ ପତନୀଙ୍କୁ ପଚାରିଲା…
ସାଣ୍ଟା- ବାହାଘରକୁ ୫ ବରଷ ହୋଇଗଲା
ତୁମକୁ ପ୍ରେମରେ ସବୁଠୁ ଅଧିକ ମଜା
କେଉଁ ଦିନ ଲାଗିଥିଲା…?
ପତ୍ନୀ (ସାମାନ୍ଯ ଲାଜ କରି)- ସେଦିନ…
ଯେବେ ତୁମେ ଲୁଧିଆନା ଯାଇଥିଲ…!!
Jokes-5
ପତ୍ନୀ- ତୁମେ କାଲି ପଡୋଶୀ ସ୍ତ୍ରୀ ସହ ଫିଲ୍ମ ଦେଖିବାକୁ ଯାଇଥିଲ ?
ପତି- କଣ କରିବି, ତୁମେ ତ ଜାଣିଛ ଆଜିକାଲି
ପରିବାର ସହ ଦେଖିବା ଭଳି ଫିଲ୍ମ
ଆଉ ତିଆରି ହେଉନି
Jokes-6
ପତି- ବିବାହ ଆଗରୁ ତୁମେ କୁଆଡେ ବହୁତ ଉପବାସ ରଖୁଥିଲ ?
ପତ୍ନୀ- ହଁ, ୧୬ ସୋମବାର ବ୍ରତ ରଖୁଥିଲି
ପତି- ତାହେଲେ ଏବେ କଣ ହେଲା ?
ପତ୍ନୀ- ପୁଣି ତୁମ ସହ ବାହାଘର ହେଇଗଲା…
ଆଉ ଉପବାସ ଉପରୁ ମୋ ଭରସା ଉଠିଗଲା !!
Joke-7
ପତି- କଣ ହେଇଛି ? ଘର ଆଗରେ ଏତେ ଭିଡ ଅଣ ପାଇଁ ?
ପତ୍ନୀ- କିଛି ନାହିଁ, ମୁଁ ପଡୋଶୀଙ୍କୁ କହିଲି ତ ଆମ ଜୋଇଁ ମୁମ୍ବାଇରୁ ଆସୁଛନ୍ତି ବୋଲି ସେଥିପାଇଁ…
ପତି- ଏଇ କଥାରେ ଏତେ ଭିଡ କଣ ପାଇଁ କରିଛନ୍ତି ଯେ…
ପତ୍ନୀ- ଆରେ ଜାନୁ, ମୁଁ ଇଂଲିଶ ଶିଖୁଛି ତ ସେଥିପାଇଁ ଇଂଲିଶରେ କହିଲି ବୋଲି ବୋଧେ ଏତେ ଭିଡ କରୁଛନ୍ତି…
ପତ୍ନୀ- ବାଃ! କଣ କହିଲ ତୁମେ ଇଂଲିଶରେ ?
ପତି- ମୁଁ କହିଲି କି, ଆଜି ଆମ ଘରକୁ Sunny Leone ଆସୁଛନ୍ତି …!
ପତ୍ନୀ- ଭଗବାନଙ୍କ ପାଇଁ ବନ୍ଦ କର ଏମିତି ଇଂଲିଶ…
ତାକୁ Sunny Leone ନୁହେଁ Son-in-Law କୁହନ୍ତି…!!
Joke-8
8-9 ଜଣ ଲୋକ ଜୁ-ଆ ଖେଳୁଥିବା ବେଳେ ପୋଲିସ ଆସିଗଲା,
ଜଣେ ଜୁ-ଆ-ଡି ଦୌଡିଯାଇ ପୋଲିସ ଗାଡିରେ ବସିଗଲା…
ପୋଲିସ- ଓୟେ ତୁ ନିଜେ ନିଜେ କଣ ଆସି ବସିଗଲୁ ?
ଜୁ-ଆ-ଡି- ଗତ ଥର… ବି ମୁଁ ଧରା ପଡିଥିଲି…
ସିଟ୍ ମିଳିଲାନି ବସିବାକୁ, ପୁରା ରାସ୍ତା ଠିଆ ହୋଇ ଯିବାକୁ ପଡିଲା ।
Joke-9
ବାହାଘର ର ପ୍ରଥମ ରାତିରେ ସ୍ତ୍ରୀ ରୋମାଣ୍ଟିକ ମୁଡ଼ ହୋଇ ଶାଢ଼ୀ ଖୋଲିଲା …
ସ୍ୱାମୀ ଙ୍କୁ ଦେଖି କହିଲା ଜାଣିଛ ନା କଣ କରିବାର ଅଛି…
ସ୍ୱାମୀ – ହେ ଯା ଏତେ ରାତିରେ ମୁଁ କେଭେ ବି ଲୁଗା ଧୋଇବାକୁ ଯିବିନି….
ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ