Majadar Jokes- ସ୍ଵାମୀ ଲୁଚିକି ଚାକରଣୀକୁ କିସ କରୁଥିଲା, “ତୁମେ ତ ମୋ ସ୍ତ୍ରୀ ଠାରୁ ଅଧିକ ସୁନ୍ଦର”, ଚାକରାଣୀ-କିନ୍ତୁ ଡ୍ରାଇଭର ତ କହୁଥିଲା…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ଟଙ୍କା କମାଇବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ଯାହାଫଳରେ ସେମାନେ ନିଜର ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେଉନାହାନ୍ତି ।

ଯଦି ମଣିଷର ମନ ଭଲ ରହିବ ତା ହେଲେ ତାକୁ କାମ କରିବା ପାଇଁ ମଧ୍ୟ ମନ ଲାଗିବ । ମନ ଭଲ ରହିବା ପାଇଁ ଆପଣଙ୍କୁ ଖୁସି ହେବା ନିହାତି ଆବଶ୍ୟକ । ଆପଣଙ୍କ ଖୁସି ପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିଲେ ଆପଣ ନିଶ୍ଚୟ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।

Jokes 1

ମହିଳା ପୋଲିସ ପାଖକୁ ଯାଇ କହିଲା…

ମହିଳା- ସାର, ମୋ ସ୍ଵାମୀ ଏକ ସପ୍ତାହ ହେବ ଗାୟବ ଅଛନ୍ତି ।

ପୋଲିସ- ତାଙ୍କୁ ଚିହ୍ନିବା ପାଇଁ କିଛି ତାଙ୍କ ବିଷୟରେ କୁହ ?

ମହିଳା- ମୋ ସ୍ଵାମୀଙ୍କ ଗାଲ ନାଲି ଥିବ, ଆପଣ ଦେଖିଲେ ଜାଣିଯିବେ ।

ପୋଲିସ- କେମିତି ?

ମହିଳା- ତାଙ୍କ ଗାଲର ଏହି ଅବସ୍ଥା ମୁ ହିଁ କରିଛି

Jokes 2

ସ୍ଵାମୀ ସ୍ତ୍ରୀ ସହ ରାଗିକି କଥା ହେଲା

ସ୍ଵାମୀ- ତୁମ ବାପାଙ୍କ ଉପରେ ମତେ ରାଗ ଲାଗୁଛି ।

ସ୍ତ୍ରୀ- କାହିଁକି, କଣ କହିଲେ କି ସେ ତୁମକୁ ?

ସ୍ଵାମୀ- ସେ କଣ ମତେ କିଛି କହିପାରିବେ …

ସ୍ତ୍ରୀ- ତା ହେଲେ ଏତେ ରାଗୁଛ କାହିଁକି ?

ସ୍ଵାମୀ- ଆରେ ଆଜି ସେ ମାର୍କେଟରେ ଦେଖା ହୋଇଥିଲେ ଓ କହିଲେ ଜ୍ଵାଇଁ ବାବୁ ମୋ ଝିଅ ସହ ବିବାହ କରି ଖୁସି ଅଛ ତ ?

Jokes 3

ଥରେ ଗୋଟେ ମମଦୁଆ ମମଦ ପିଇ କରି ନିଜ ଘରକୁ ଆସିଲା ଓ ଶୋଇବା ସମୟରେ ସବୁଦିନ ପାଇଁ ଶୋଇ ପଡିଲା…

ଉପରକୁ ଯାଇ ସେ ପୁଣି ନିଜ ଜୀବନକୁ ମାଗିଲା ସେତେବେଳେ ଭଗବାନ ରାଜି ମଧ୍ୟ ହୋଇଗଲେ ।

ହେଲେ ଭଗବାନ ତାକୁ କୁକୁଡା ରୂପରେ ଜନ୍ମ ଦେଲେ ।

ଏହାପରେ ମମଦୁଆ କୁକୁଡା ହୋଇ ଜନ୍ମ ହେଲା ଓ ସୁନାର ଅଣ୍ଡା ଦେଲା ।

ଏହିପରି ସେ ଦୁତୀୟ ଥର ସୁନା ଅଣ୍ଡା ଦେବା ସମୟରେ କିଏ ଗୋଟେ ତା ମୁଣ୍ଡରେ ଝାଡୁ ମାରିଲା, ସେହି ସମୟରେ ମଦୁଦୁଆର ନିଦ ଭାଙ୍ଗିଗଲା ।

ସେହି ସମୟରେ ମଦୁଦୁଆର ସ୍ତ୍ରୀ କହିଲା ଉଠି ଯା ରେ ମଦୁଦୁଆ ବିଛଣାରେ ଦୁଇ ଥର ଝାଡା ବସି ସାରିଛୁ ବାଥରୁମ ଯା…!!

Jokes 4

ମାଲିକ ଚାକରକୁ କହିଲା- ଟିକେ ଦେଖିଲୁ କେତେ ସମୟ ହେଲାଣି ?

ଚାକର- ମୁ ସମୟ ବିଷୟରେ ଜାଣି ନାହିଁ ।

ମାଲିକ- ଆଛା ହଉ, ତୁ କେବଳ ଏତିକି କହ ବଡ କଣ୍ଟା କେଉଁଠି ଅଛି ଓ ଛୋଟ କଣ୍ଟା କେଉଁଠି ଅଛି ?

ଚାକର- ଦୁଇଟି କଣ୍ଟା ଘଣ୍ଟା ଭିତରେ ଅଛି

Jokes 5

ଅଧ ରାତିରେ ପପୁ ମମଦ ପିଇ କରି ରାସ୍ତାରେ ଯାଉଥିଲା…

ସେହି ସମୟରେ ଗୋଟେ ପୋଲିସ ବାଲା ପପୁକୁ ଅଟକାଇ ପଚାରିଲା…

ପୋଲିସ- କୁଆଡେ ଯାଉଛ ?

ପପୁ- ମମଦ ପିଇବା ଦ୍ଵାରା ହେଉଥିବା ସମସ୍ଯା ଉପରେ ପ୍ରବଚନ ଶୁଣିବା ପାଇଁ ।

ପୋଲିସ- ଏତେ ରାତିରେ କଣ ତୁମ ବାପା ପ୍ରବଚନ ଶୁଣେଇବେ ?

ପପୁ- ନାହିଁ ସାର, ସ୍ତ୍ରୀ ଅଛି ନା ମୋ ପାଖରେ !

Jokes 6

ସ୍ଵାମୀ ତା’ ଚାକରାଣୀ କୁ ଭଲପାଉଥିଲେ

ଗୋଟେ ଦିନ ଲୁଚିକି ଚାକରଣୀକୁ

କିସ କରୁଥିଲେ

ସ୍ଵାମୀ: ତୁମେ ତ ମୋ ସ୍ତ୍ରୀ ଠାରୁ ଅଧିକ ସୁନ୍ଦର

ଚାକରାଣୀ:ମିଛ କୁହନ୍ତୁ ନହିଁ

ସ୍ଵାମୀ: ନା ସତ କହୁଛି

ଚାକରାଣୀ:ଆଚ୍ଛା ଡ୍ରାଇଭର ତ କହୁଥିଲା ମାଲିକିଆଣୀ ବହୁତ ସୁନ୍ଦର

ସ୍ଵାମୀ ବେହୋସ !!!

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *