ବନ୍ଧୁଗଣ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ପ୍ରାୟ ସମସ୍ତ ମଣିଷ ନିଜ କର୍ମ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ଯାହାଫଳରେ ସେମାନେ ନିଜ ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେଇପାରୁ ନାହାନ୍ତି ।
କିନ୍ତୁ ବନ୍ଧୁଗଣ ପ୍ରତ୍ୟକ ମଣିଷଙ୍କୁ ଖୁସିରେ ରହିବା ଉଚିତ । ଯଦି ସେମାନଙ୍କର ମନ ଖୁସି ରହିବ ତା ହେଲେ ସେମାନେ ସମସ୍ତ କାର୍ଯ୍ୟକୁ ଖୁସିର ସହ ପୂରଣ କରିବେ । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆଜିଆମେ ଆସିଛୁ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ ଓ ଆପଣଙ୍କ ମନୋରଞ୍ଜନ ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।
୧. ଥରେ ପୋଲିସ ପାର୍କରେ ବସିଥିବା ଏକ ପ୍ରେମୀ ଯୁଗଳକୁ ଦେଖିଥିଲା…
ପୋଲିସ- କଣ ଭାଇ, ଏତେ ଲେଟ ହେଲାଣି ଏମିତି କାହିଁକି ବସି ରହିଛ ?
ପୁଅ- ସାର, ଆମେ ଦୁଇଜଣ ବିବାହିତ ଅଛୁ ।
ପୋଲିସ- ତା ହେଲେ ଘରକୁ କାହିଁକି ଯାଉ ନାହଁ, ଘରକୁ ଯାଇ ବସ ଆମର କଣ ଅଛି ?
ପୁଅ- ସାର ଆପଣଙ୍କ କଥା ଠିକ ଯେ, ହେଲେ ଘରେ ମୋ ସ୍ତ୍ରୀ ଆଉ ତାର ସ୍ଵାମୀ ବସିଥିବ ଆମେ କଣ କରିବୁ ?
ପୋଲିସ ବେହୋସ !!
୨. ସ୍ତ୍ରୀ- ହେ ପ୍ରଭୁ ତମ ମୁଣ୍ଡରୁ ରକ୍ତ କେମିତି ବାହାରିଲା ?
ସ୍ଵାମୀ- ଆରେ ମୋର ଗୋଟେ ସାଙ୍ଗରେ ମୋ ମୁଣ୍ଡକୁ ଇଟାରେ ମାରିଲା ।
ସ୍ତ୍ରୀ- ତା ହେଲେ ତମେ ବି ମାରିଥାନ୍ତ, ତମ ହାତରେ କିଛି ନଥିଲା କି ?
ସ୍ଵାମୀ- ହଁ, ମୋ ହାତରେ ତା ସ୍ତ୍ରୀର ହାତ ଥିଲା ।
୩. ପପୁ- ସ୍ଵାମୀ ଏହି ପାହାଡ ଉପରେ ବହୁତ ଥଣ୍ଡା ଲାଗୁଛି…
ହେଲେ ଏତେ ଥଣ୍ଡା ରହି ଆପଣଙ୍କ ମୁହଁରେ ଏତେ ଖୁସିର କଣ ରହସ୍ୟ ରହିଛି ?
ସ୍ଵାମୀ- ବତ୍ସ , ୨୧ ବର୍ଷର ତପସ୍ୟା ଆଉ ଗ୍ରୀନ ଟି ମତେ ଏହି ଥଣ୍ଡାରୁ ବଞ୍ଚାଇ ରଖିଛି, ହେଲେ ତମେ କଣ ପସନ୍ଦ କରିବ ତପସ୍ୟା ନା ଗ୍ରୀନ ଟି ?
ପପୁ- ସ୍ଵାମୀ, ମୁ ଗ୍ରୀନ ଟି ପସନ୍ଦ କରିବି !
ସ୍ଵାମୀ- ତପସ୍ୟା, ଦୁଇ କପ୍ ଗ୍ରୀନ ଟି ଆଣିବ । ପପୁ ବେହୋସ…!!
୪. ଗୋଟେ ଥର ଗୋଲୁର ଗୋଡ ଟ୍ରକ ତଳେ ଫସିଗଲା…
ଏହାପରେ ସେ ଡାକ୍ତର ପାଖକୁ ଗଲା ।
ଡାକ୍ତର- ଦେଖ ଭାଇ ତମ ଗୋଡର ଅବସ୍ତା ଦେଖି ଯାହା ଜଣା ପଡୁଛି ତମ ଗୋଡରେ ୧୦ ରୁ ୧୫ଟି ଟାଙ୍କା ଲାଗିବ !
ଗୋଲୁ- ଲଗେଇ ଦିଅନ୍ତୁ ସାର, ଆଉ କିଛି ବାଟ ବି ଦେଖା ଯାଉ ନାହିଁ ।
ଡାକ୍ତର ଟାଙ୍କା ଲଗାଇ ଦେଲେ ଓ କହିଲେ- ନିଅ ଭାଇ ହେଇଗଲା ବର୍ତ୍ତମାନ ତମେ ସୁରକ୍ଷିତ ଅଛ !
ଗୋଲୁ- ହେଲେ ସାର ମତେ ବର୍ତ୍ତମାନ ମଧ୍ୟ ଭୟ ଲାଗୁଛି ।
ଡାକ୍ତର- କାହିଁକି ?
୫. ଚଉଠି ରାତି ପରଦିନ ସକାଳେ ଭାଉଜ…
ଦିଅର- ଭାଉଜ ! କଣ ହେଇଛି ?
କାନ୍ଦୁଛ କାହିଁକି ?
ଭାଉଜ- କାଲି ରାତିରେ ତୁମ ଭାଇ ସହିତ ଝଗଡା ହେଇଗଲା,
ପୁଣି କଣ ଥିଲା, ଝାଡୁ ରେ ଆମେ ଦୁଇ ଜଣ
ପରସ୍ପରକୁ ବହୁତ ପିଟିଲୁ…
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।