ନମସ୍କାର ବନ୍ଧୁଗଣ ପୋଲିସ କୁ ନେଇ ସମସ୍ତ ଙ୍କ ମନରେ ଅଲଗା ଅଲଗା ବିଚାର ଏବଂ ଭାବନା ରହିଛି । କିଏ ପୋଲିସ କୁ ବହୁତ ଭଲ କୁହେ ତ କିଏ ପୋଲିସ କୁ ଖରାପ । ତେବେ ପୋଲିସଙ୍କ ଜନତା ଙ୍କ ସେବା ହିଁ ତାଙ୍କ ର କାମ ଥାଏ କିନ୍ତୁ ବେଳେବେଳେ କିଛି ବରଦି ପିନ୍ଧା ପୋଲିସ କିଛି ଏଭଳି କାର୍ଯ୍ୟ କରି ଯାଆନ୍ତି ଯାହା ଦ୍ୱାରା ସବୁ ପୋଲିସ ଉପରେ ଦାଗ ଲାଗି ଯାଏ । ତେବେ ସବୁ ପୋଲିସ ଏପରି ନଥାନ୍ତି ।
ପୋଲିସ ର କର୍ତ୍ତବ୍ୟ ଥାଏ ଜନତା ଙ୍କ ସେବା କରିବା ସେମାନଙ୍କ ର ସବୁ ଦୁଃଖ ସୁଖ କୁ ବୁଝିବା ତାଙ୍କୁ ସାହାଯ୍ୟ କରିବା କିନ୍ତୁ କେବଳ ଦୁଇ ତିନି ଜଣ ପୋଲିସ ନିଜର କର୍ତ୍ତବ୍ୟ ରେ ଅବହେଳା ଯୋଗୁଁ ଏବଂ ତାଙ୍କ ଖରାପ କାର୍ଯ୍ୟ ଯୋଗୁଁ ଆମେ ସମ୍ପୂର୍ଣ୍ଣ ପୋଲିସ ଡିପାର୍ଟମେଣ୍ଟ କୁ ଦୋ-ଷ ଦେଇ ପାରିବା ନାହିଁ ତେବେ କିନ୍ତୁ ଆଜି କିଛି ଏଭଳି ଦୁ-ର୍ନୀ-ତି କରୁଥିବା ପୋଲିସ ମାନଙ୍କ ବିଷୟରେ ଆଲୋଚନା କରିବା ଯାହାଙ୍କ କଳା କର୍ମ କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା ।
୧- ପ୍ରଥମ ଭି-ଡି-ଓ ରେ ପଞ୍ଜାବ ର ଜଣେ ଟ୍ରାଫିକ ପୋଲିସ ଲୋକ ମାନଙ୍କ ଠାରୁ ପଇସା ନେଇଥିଲେ କିମ୍ବା ଲୁ-ଟୁ-ଥି-ଲେ । ତେବେ ସେହି ସମୟରେ ପଞ୍ଜାବ ର ଅର୍ଥନୀତି ମନ୍ତ୍ରୀ ଏହାକୁ ଦେଖିଲେ ଏବଂ ନିଜ ଫୋନ ରେ ରେକର୍ଡ କରିଦେଲେ । ତେବେ ଯେତେବେଳେ ସେହି ଟ୍ରାଫିକ ପୋଲିସର ଙ୍କୁ ଏହା ଜଣା ପଡିଲା ସେତେବେଳେ ସେ ମନ୍ତ୍ରୀ ଙ୍କ ପାଖକୁ ଆସି ହାତଯୋଡି କ୍ଷମା ମାଗିବାକୁ ଲାଗିଲା ।
୨- ଦ୍ଵିତୀୟ ରେ ଜଣେ ମହିଳା ଟ୍ରାଫିକ ପୋଲିସ ଜଣେ ପୁଅ ଝିଅ ଙ୍କୁ ଅଟକାଇ ତାଙ୍କ ଠାରୁ ଚା-ଲା-ଣ କା-ଟି-ଲେ ତେବେ କାରଣ ହେଉଛି ମହାରାଷ୍ଟ୍ର ର ରୋଡ଼ ର ଟାକ୍ସ ନ ଦେବା । ତେବେ ସେ ପୋଲିସ ଅଫିସର ଏମାନଙ୍କ ଠାରୁ ତିନି ଶହ ଟଙ୍କା ନେଲେ ତେବେ ତାହା ଠିକ ଅଛି କି ଭୁଲ ତାହା ମଧ୍ୟ ଗଣିଲେ । ତେବେ ଏହା ସବୁ ସେମାନେ ନିଜ ମୋବାଇଲ ଫୋନ ରେ ରେକର୍ଡ କରି ଦେଇଥିଲେ ।
୩- ତୃତୀୟ ରେ ହେଉଛି କିଛି ଟ୍ରାଫିକ ପୋଲିସ ଅଛନ୍ତି ଯେଉଁମାନେ ଚା-ଲା-ଣ ତ ନିଅନ୍ତି କିନ୍ତୁ ସେମାନଙ୍କୁ ରସିଦ ଦିଅନ୍ତି ନାହିଁ । ସେହି ପରି ଜଣେ ଟ୍ରାଫିକ ପୋଲିସ ଦୁଇ ଜଣ ଯୁବକ ଙ୍କ ଠାରୁ ଚା-ଲା-ଣ- ପାଇଁ ୧୨୦୦ ଟଙ୍କା ମାଗିଲେ ତେବେ ଏହାର କାରଣ ଆଉ ରସିଦ ବିଷୟରେ ପଚାରିବାରୁ ସେ ବାସ ୩୦୦ ଦେଇ ଯିବାକୁ କହିଲେ ତେବେ ଏହା ସବୁ ସେ ଯୁବକ ନିଜ ମୋବାଇଲ ରେ ରେକର୍ଡ କରି ଦେଇଥିଲା ।
୪- ଚତୁର୍ଥ ରେ ହେଉଛି ଏକ ରୋଡ଼ ରେ ଜଣେ ପୋଲିସ ଅଫିସର ଏକ ବସ କୁ ଅଟକାଇଲା ଏବଂ ସେହି ବସ ରୁ ଜଣେ ଲୋକ ବାହାରି ଆସି ସେହି ପୋଲିସ ବାଲା ଙ୍କ ସହ କଥା ହେଲା ଏବଂ ପରେ ପୁଣି ବସ କୁ ଯାଇ ପଇସା ଆଣି ଦେଲା ତେବେ ଏହା କଣ ପାଇଁ ଥିଲା ତାହା ସେମାନେ ହିଁ ଜାଣନ୍ତି ।
୫- ପଞ୍ଚମ ରେ ହେଉଛି ତେବେ ଜଣେ ପୋଲିସ ଅଫିସର ଜଣେ ଯୁବକ ଠାରୁ ପଇସା ନେଉଥିଲା ତେବେ ଯେତେବେଳେ ସେ ଜାଣିବାକୁ ପାଇଲେ କି ସେ ଯୁବକ ଜଣଙ୍କ ଏହି ସବୁ ର ଭି-ଡି-ଓ ବନେଇ ଦେଇଛି ତେବେ ସେତେବେଳେ ପୋଲିସ ଅଫିସର ସେହି ଯୁବକ ର ଗୋଡ଼ ଧରି ଉଠ ବସ ମଧ୍ୟ ହେବାକୁ ଲାଗିଲେ ତେବେ ଏହା ବହୁତ ଲଜ୍ଜା ର ବିଷୟ ଅଟେ । ତେବେ ଏହି ବିଷୟ ରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ