ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଫୋନରେ କଥା ହେଉଥିଲେ ମହିଳା ! ଏକୁଟିଆ ଦେଖି chumbana ଦେଇ ଚାଲିଗଲା ଯୁବକ ! ତେବେ ବିହାରର ଏକ ଏରିଆରେ ଏପରି ଏକ ଦ୍ରୁଶ୍ଯ ଘଟିଯାଇଛି । ଯାହା କି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ବିହାହର ଜୁମାଇ ନାମକ ସ୍ଥାନରେ ଏକ ସଦର ହସ୍ପିଟାଲ ସାମ୍ନାରେ ଏପରି କିଛି ଘଟଣା ଘଟିଛି ।
ଯାହାକି ସେଠାକାର CC TV କ୍ୟାମେରାରେ ତାହା ସବୁ କଏଦ ହୋଇ ରହିଛି । ତେବେ ସେହି ହସ୍ପିଟାଲର ଜଣେ ମହିଳା ସ୍ଵାସ୍ଥକର୍ମୀ ଜଣଙ୍କ ଫୋନରେ ହସ୍ପିଟାଲ ବାହାରେ କଥା ହେଉଥିଲେ । ତାପରେ ସେଠାରେ ଏକ ଯୁବକ ଜଣଙ୍କ ଛପିକି ରହିଥିଲେ । ତେବେ ଯୁବକ ଜଣଙ୍କ ମହିଳା ଜଣଙ୍କୁ ଏକୁଟିଆ ଫୋନରେ କଥା ହେବାର ଦେଖି ଯୁବକ ଜଣଙ୍କ ମହିଳା ଜଣଙ୍କୁ ମାଡି ବସି chumbana କରିବାକୁ ଆରମ୍ଭ କରିଦେଇଥିଲେ ।
ତେବେ କିଛି କ୍ଷଣକ ସମୟରେ ଯୁବକ ଜଣଙ୍କ ମହିଳା ଜଣଙ୍କୁ ମାଡି ବସି ଜବରଦସ୍ତ chumbana କରିବାରୁ ମହିଳା ଜଣଙ୍କ ଯୁବକଙ୍କ ଠାରୁ ନିଜକୁ ଛଡାଇବାକୁ ଚେଷ୍ଟା କରିଥିଲେ । ତେବେ ମହିଳା ଜଣଙ୍କ ଯୁବକକୁ ଠେଲି ଦେବାରୁ ଯୁବକ ଜଣଙ୍କ chumbana କରି ସେଠାରୁ ଦଉଡି ପଳାଇଥିଲେ । ତେବେ ଏପରି ଏକ ଲାଜ୍ୟାଜଣକ ଘଟଣାର ଶିକାର ହୋଇଥିବା ଯୋଗୁ ମହିଳା ଟାଉନ ଥାନାରେ ଅଭିଯୋଗ କରିଥିଲେ ।
ତେବେ ପୋଲିସ ମଧ୍ୟ ହସ୍ପିଟାଲର CC TV କଏଦ ହୋଇଥିବା ଫୁଟେଜକୁ ଦେଖି ଯୁବକ ଜଣଙ୍କୁ ଖୋଜିବାକୁ ଆରମ୍ଭ କରିଦେଇଛି । ତେବେ ଯେତେ ଶୀଘ୍ର ଯୁବକ ଜଣଙ୍କୁ ପୋଲିସ ଖୋଜି ଯୁବକଟି ଉପରେ କଡା କାର୍ଜ୍ଯାନୁଷ୍ଠାନ ମଧ୍ୟ ନେବ । ତେବେ ମହିଳା ଜଣଙ୍କୁ ରାସ୍ତାରେ ଏକୁଟିଆ ଦେଖି ଯୁବକ ନିଜର ଲାଳସା ମେଣ୍ଟାଇବା ପାଇଁ ଏପରି ଲଜ୍ୟା ଜଣକ ଘଟଣା ଘଟାଇବା ଏକ ନିନ୍ଦନୀୟ କଥା ବୋଲି ସୋସିଆଲ ମିଡିଆରେ ଚର୍ଚା ହେଉଛି ।
ତେବେ ବହୁତ ଶୀଘ୍ର ହିନ ଏପରି କାମ କରୁଥିବା ଲୋକଙ୍କୁ ପୋଲିସ ଖୋଜି ତାଙ୍କୁ ଉପଯୁକ୍ତ ଦଣ୍ଡ ଦେବା ନିହାତି ଦରକାର । ତେବେ ଯେପରି ଅନ୍ୟ କେହି ଏପରି କୁକାର୍ଯ୍ୟ କରିବାକୁ ଚେଷ୍ଟା କରିବେ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ