ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ଏପରି ସବୁ ଅ-ନ୍ୟା-ୟ ଓ ଦୁ-ଷ୍କ-ର୍ମ ଚାଲିଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ସାଧାରଣତଃ ଏହି ସବୁ ମାମଲା ଗୁଡିକର ଚର୍ଚା ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ହେଉଛି ।
ଗତ କିଛି ଦିନ ହେବ ଏକ ନୂଆ ମା-ମ-ଲା-ଟି ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଗୋଟେ ଅ-ପ-ରା-ଧୀ-କୁ ଧରିବା ପାଇଁ ବ୍ୟବହୃତ କ-ଣ୍ଡ-ମ-କୁ ଆଧାର କରାଯାଇଛି । ଆପଣ ମାନଙ୍କୁ ଏହି କଥାଟି ଟିକେ ଅବାଗିଆ ଲାଗୁଥିବ ହେଲେ ଏହା ସତ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ମି-ଡି-ଆ ରିପୋର୍ଟ ଅନୁସାରେ ମଧ୍ୟ ପ୍ରଦେଶର ଏକ ଦୁ-ଷ୍କ-ର୍ମ ଓ ହ-ତ୍ୟା-କା-ଣ୍ଡ ଘ-ଟ-ଣା ଘ-ଟି-ଛି । ବନ୍ଧୁଗଣ ଏହି ଘଟଣାଟି ବର୍ତ୍ତମାନ ବହୁତ ଚର୍ଚାରେ ରହିଛି । ଜୁନ ୧୭ ତାରିଖରେ ଭିଣ୍ଡ ଅଞ୍ଚଳ କାଇମୋଖରୀ ଗାଁର ରାସ୍ତା କଡରେ ଏକ ମହିଳାଙ୍କ ମୃ-ତ ଦେ-ହ ମିଳିଥିଲା । ପୋଲିସ ଏହି ମୃ-ତ ଦେ-ହ-କୁ ଜବତ କରି ହସ୍ପିଟାଲକୁ ପଠାଇ ଥିଲା । ଅ-ପ-ରା-ଧୀ ମହିଳାଙ୍କ ସହ ଦୁ-ଷ୍କ-ର୍ମ କରି ପ୍ରମା-ଣ -ନ-ଷ୍ଟ କରିବା ଉଦେଶ୍ୟରେ ମହିଳାଙ୍କୁ ଏକ ଗା-ତ ମଧ୍ୟରେ ଫି-ଙ୍ଗି ଦେଇଥିଲେ । ଏହା ପରେ ପୋଲିସ ଏହି କେ-ସ-ର ତ-ଦ-ନ୍ତ ଆରମ୍ଭ କରିଥିଲା ।
ମୃ-ତ ମହିଳାଙ୍କ ବୟସ ପ୍ରାୟ ୪୦ ବର୍ଷ ବୋଲି ଜଣା ପଡିଥିଲା । ତ-ଦ-ନ୍ତ ଦ୍ଵାରା ଜଣା ପଡିଥିଲା ଯେ, ମହିଳାଙ୍କ ସହ ଦୁ-ଷ୍କ-ର୍ମ କରାଯାଇ ତାଙ୍କୁ ହ-ତ୍ୟା କରାଯାଇଛି । ଘ-ଟ-ଣା ସ୍ଥଳରେ ପୋଲିସ ଏକ ବ୍ୟବହୃତ କ-ଣ୍ଡ-ମ ଜବତ କରିଥିଲା । ଏହି କ-ଣ୍ଡ-ମ-ଟି ଅ-ପ-ରା-ଧୀ ମାନଙ୍କ ବିରୋଧରେ ଏକ ବଡ ପ୍ର-ମା-ଣ ପାଲଟି ଥିଲା । ପୋଲିସ ପ୍ରଥମେ ସେହି କ-ଣ୍ଡ-ମ-ର ବ୍ୟାଚ ନମ୍ବର ବିଷୟରେ ଜାଣି ଥିଲା । ସେହି ବ୍ୟାଚ ନମ୍ବରରୁ ଜଣା ପଡିଥିଲା ଯେ, ମିହୋନା ସରକାରୀ ଡାକ୍ତରଖାନା ଦ୍ଵାରା ପରିବାର ନିୟୋଜନ ପାଇଁ ଏହି କ-ଣ୍ଡ-ମ ବଣ୍ଟନ କରଯାଇଥିଲା । ଏହା ପରେ ପୋଲିସ ସେହି ହସ୍ପିଟାଲ ଯାଇ ଅନେକ ପ୍ରମାଣ ପାଇଥିଲା ।
କଣ୍ଡମଟିକୁ ଶ୍ୟାମ ନାମକ ଏକ ବ୍ୟକ୍ତି ନେଇଥିବାର ପୋଲିସ ଜାଣିବାକୁ ପାଇଥିଲେ ଓ ପୋ-ଷ୍ଟ-ର ସାହାର୍ଯ୍ୟରେ ମହିଳାଙ୍କୁ ଚିହ୍ନଟ କରଯାଇଥିଲା । ମୃ-ତ-କ-ଙ୍କ ପରିବାର ଲୋକ ଅ-ଭି-ଯୁ-କ୍ତ ଶ୍ୟାମଙ୍କୁ ଚିହ୍ନଟ କରିଥିଲେ । ଏହା ପରେ ପୋଲିସ ଶ୍ୟାମଙ୍କୁ ଧରି ତାଙ୍କୁ ପଚରା ଉଚରା କରିଥିଲା । ଶେଷରେ ପଚରା ଉଚରା ବେଳେ ଶ୍ୟାମ ପୁରା ଘଟଣା ବାବଦରେ ପୁଲିସକୁ କହିଥିଲା ।
ପୁଲିସ ଏହି ମାମଲାରେ ଶ୍ୟାମଙ୍କ ବ୍ୟତୀତ ଅଙ୍କିତ ଏବଂ ବିକି ନାମକ ଅ-ଭି-ଯୁ-କ୍ତ-କୁ ଗି-ର-ଫ କରିଛି । ଅ-ଭି-ଯୁ-କ୍ତ-ମା-ନେ ମହିଳାଙ୍କ ମୋବାଇଲ୍ ଫୋନକୁ ଓଏଲଏକ୍ସରେ ବିକ୍ରି କରିଥିଲେ ବୋଲି କହିଥିଲେ | ତେବେ ପୁଲିସ ଏବେ ଅ-ଭି-ଯୁ-କ୍ତ-ମାନଙ୍କୁ କୋ-ର୍ଟ ଚା-ଲା-ଣ କରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।