Vastu Shastra- ମହିଳା ମାନେ ରୋଷେଇ ଘରେ ରୁଟି ସେକିବା ପୂର୍ବରୁ ଚୁପଚାପ କରି ନିଅନ୍ତୁ ଏହି ଗୋଟିଏ କାମ ରାତାରାତି ବନିଯିବେ କୋଟିପତି

ବନ୍ଧୁଗଣ ଆପଣ ମାନଙ୍କ ଘରେ ନିଶ୍ଚୟ ରୁଟି ହେଉଥିବ । ବନ୍ଧୁଗଣ ରୁଟି ମା ଲକ୍ଷ୍ମୀଙ୍କର ଅତିପ୍ରିୟ ହୋଇଥାଏ । ହେଲେ ବନ୍ଧୁଗଣ ରୁଟି ସହ ଜଡିତ ଏପରି କିଛି ନିୟମ ରହିଛି ଯାହାକୁ ମାନିବା ନିହାତି ଆବଶ୍ୟକ । ଏହି ସମସ୍ତ ନିୟମକୁ ପାଳନ କରିଲେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ନିଶ୍ଚୟ ଆପଣଙ୍କ ଉପରେ ପଡିବ, ଯାହାଫଳରେ ଆପଣଙ୍କର ଭାଗ୍ୟ ବଦଳିଯିବ ।

ବନ୍ଧୁଗଣ ଆପଣ ନିଜ ଜୀବନରେ ପ୍ରଚୁର ଧନଲାଭ କରିବା ସହ ବହୁତ ଉନ୍ନତି କରିବେ । ଆଜିଆମେ ଆପଣ ମାନଙ୍କୁ ସେହି ସମସ୍ତ ନିୟମ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ ।

ବନ୍ଧୁଗଣ ରୋଷେଇ ଘର ହେଉଛି ଘରର ଗୁରୁତ୍ଵପୂର୍ଣ୍ଣ ଅଂଶ । ତେଣୁ ବନ୍ଧୁଗଣ ଆପଣ ମାନେ ସବୁବେଳେ ନିଜ ରୋଷେଇ ଘରକୁ ସଫା ସୁତୁରା ରଖନ୍ତୁ । କାରଣ ଯଦି ରୋଷେଇ ଘର ଅପରିଷ୍କାର ରହିବ ତା ହେଲେ ଆପଣଙ୍କ ଘରେ କେବେହେଲେ ମା ଲକ୍ଷ୍ମୀଙ୍କର ବାସ ରହିବ ନାହିଁ । ବନ୍ଧୁଗଣ ରୋଷେଇ ଘର ଅପରିଷ୍କାର ହେବା କାରଣରୁ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ବଢିଥାଏ, ଯାହା ଆପଣଙ୍କ ଦରିଦ୍ରତାର କାରଣ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ସବୁବେଳେ ନିଜ ରୋଷେଇ ଘରକୁ ସଫା ସୁତୁରା କରି ରଖନ୍ତୁ ।

ବନ୍ଧୁଗଣ ସାଧାରଣତଃ ରୁଟି ତାୱାରେ ହୋଇଥାଏ, କାରଣ ତାୱା ସିଧା ସଳଖ ରାହୁ ସହ ସମ୍ବନ୍ଧ ରଖିଥାଏ । ବନ୍ଧୁଗଣ ରୁଟି ପାଇଁ ବ୍ୟବହାର ହେଉଥିବା ଅଟାକୁ ଆପଣ ନିଜେ ତିଆରି କରିବା ବହୁତ ଶୁଭ ଅଟେ । ବନ୍ଧୁଗଣ ଗହମକୁ କୁଟିବାର ସଠିକ ଦିନ ହେଉଛ ଶନିବାର  ଓ ଗହମ କୁଟିବା ସମୟରେ ଆପଣ ସେହି ଗହମରେ ଏକ ମୁଠା ସୁଲା ନିଶ୍ଚୟ ପକାନ୍ତୁ ।

କାରଣ ସୁଲା ସିଧା ସଳଖ ବୃହସ୍ପତି ସହ ସମ୍ବନ୍ଧ ରଖିଥାଏ ଓ ସେହି ଅଟାରେ ୪ଟି ତୁଳସୀ ପତ୍ର ମଧ୍ୟ ନିଶ୍ଚୟ ପକାନ୍ତୁ । ବନ୍ଧୁଗଣ ଏହି ଗହମକୁ ଶନିବାର ଦିନ ପେଶିବେ । ଯେତେବେଳେ ଆପଣ ଅଟାକୁ ଡବା ମଧ୍ୟରେ ରଖିବେ ସେତେବେଳେ ଏହି ଅଟାରେ ଅଳ୍ପ କେଶର ନିଶ୍ଚୟ ପକାଇବେ । ବନ୍ଧୁଗଣ ରୁଟି କରିବା ପୂର୍ବରୁ ଆପଣ ଅଟା ଦଳିବା ସମୟରେ ଅଳ୍ପ କ୍ଷୀର ସେହି ଅଟାରେ ନିଶ୍ଚୟ ପକାନ୍ତୁ ।

ଏହା ସହିତ ଯେତେବେଳେ ଆପଣ ରୁଟି କରିବା ପାଇଁ ତାୱା ବସେଇବେ ସେତେବେଳେ ଆପଣ ତାୱାରେ କିଛି ଲୁଣ ପକାଇ କପଡାରେ ଲୁଣକୁ ପୋଛି ଦିଅନ୍ତୁ । ବନ୍ଧୁଗଣ ଏହା ହେଉଛି ରୁଟି କରିବାର ସଠିକ ନିୟମ । ରୁଟି ବନେଇବାର ଏହି ସମସ୍ତ ନିୟମକୁ ପାଳନ କରିଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ନିଶ୍ଚୟ ପ୍ରସନ୍ନ ରଖିବେ ଓ ଆପଣଙ୍କ ଉପରେ ନିଶ୍ଚୟ କୃପା ରଖିବେ । ଯାହାଫଳରେ ଆପଣ ପ୍ରଚୁର ଧନଲାଭ କରିବା ସହ ଆପଣଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *