ମହିଳାଙ୍କ ହୃଦୟଥରା କାହାଣୀ, କହିଲେ “ଜଣେ ଧରିଲା ଆଉ ଜଣେ ମୋ ଡ୍ରେସ ଫାଡି ଚାଲିଲା, ପାକିସ୍ତାନିଙ୍କ ପାଇଁ ମୁଁ ଗୋଟେ ଖେଳନା ସାଜିଥିଲି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଏକ ଭି-ଡି-ଓ ଯେଉଁଥିରେ ଜଣେ ପାକିସ୍ତାନୀ ଟିକଟକର ମହିଳା ଙ୍କ ଉପରେ ସେଠାକାର ଲୋକମାନେ କିପରି ଅସଭ୍ୟ ଭଳି ହେଉଥିଲେ ସେହି ଭି-ଡି-ଓ ଖୁବ ଭା-ଇ-ରା-ଲ ହେଉଛି ଏବଂ ଏହା ସହ ଗୋଟିଏ ହାସ ଟ୍ୟା-ଗ ମଧ୍ୟ ଭା-ଇ-ରା-ଲ ହେଉଛି ତାହା ହେଉଛି ହାସ ଟ୍ୟା-ଗ ମିନାରେ-ଏ- ପାକିସ୍ତାନ ମଧ୍ୟ ବହୁତ ଟ୍ରେଣ୍ଡ କରୁଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରି ନେବା ।

ତେବେ ଘଟଣା ଟି କିଛି ଏଭଳି କି ୧୪ ଅଗଷ୍ଟ ୨୦୨୧ ଅର୍ଥାତ ପାକିସ୍ତାନ ଦେଶର ସ୍ବାଧୀନତା ଦିବସ ଦିନ ଜଣେ ମହିଳା ଟିକଟକର ଯିଏ କି ମିନାରେ-ଏ-ପାକିସ୍ତାନ ପାଖରେ ନିଜ ସାଥି ମାନଙ୍କ ସହ ଯାଇ ଭି-ଡି-ଓ ବନାଉଥିଲେ । ତେବେ ସେହି ସମୟରେ ଧୀରେ ଧୀରେ ଲୋକମାନେ ତାଙ୍କ ପାଖକୁ ଆସିବାକୁ ଲାଗିଲେ । କମ ସେ କମ ୩୦୦-୪୦୦ ଲୋକ ଏକାଠି ହୋଇ ଯାଇଥିଲେ ।

କିନ୍ତୁ, ଏହା ପରେ ଧୀରେ ଧୀରେ ଭିଡ଼ ବଢ଼ିବା ସହିତ ୩୦୦ ରୁ ୪୦୦ ଲୋକ ସେମାନଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ। ମାତ୍ର ୧୫ ମିନିଟ ସମୟ ଭିତରେ ଲୋକମାନେ ଆଏଶାଙ୍କ ଦେହରୁ କପଡ଼ା କାଢ଼ିନେବା ସହିତ ତାଙ୍କୁ ଜୀଅନ୍ତା ଖେଳନା ପରି ବ୍ୟବହାର କରିଥିଲେ। ସେହିଦିନ ସନ୍ଧ୍ୟା ୬.୩୦ ରୁ ପ୍ରାୟ ୯ ଟା ପର୍ଯ୍ୟନ୍ତ ପ୍ରାୟ ୨.୫ ଘଣ୍ଟା ଧରି ଏହି ଘଟଣା ଘଟିଥିଲା । ତେବେ ଏହା ସହ ତାଙ୍କ ର ମୁଦି ଏବଂ କାନ ଫୁଲ ସହ ତାଙ୍କ ସାଥୀ ଙ୍କ ର ମୋବାଇଲ ଏବଂ ପରିଚୟ ପତ୍ର ସହ ପନ୍ଦର ହଜାର ଟଙ୍କା ମଧ୍ୟ ଚୋ-ରି ହୋଇ ଯାଇଛି ।

ତେବେ ଏହି ଭି-ଡି-ଓ ଭା-ଇ-ରା-ଲ ହେବା ପରେ ଲୋକମାନେ ଏଭଳି ଅମାନିବକତା କୁ ବହୁତ ନିନ୍ଦା କରିଛନ୍ତି ଏବଂ ପାକିସ୍ତାନ କୁ ଏଭଳି ଲୋକମାନେ ବଦନାମ କରୁଛନ୍ତି ବୋଲି ମଧ୍ୟ କୁହା ଯାଉଛି । ତେବେ କିଛି ଲୋମ ମାନେ ଟ୍ୱି-ଟ ମଧ୍ୟ କରିଛନ୍ତି କି ପାକିସ୍ତାନି ଙ୍କ ଭିତରେ ମନୁଷ୍ୟତା ମ-ରି ଯାଇଛି ଜଣେ ମହିଳା ଙ୍କ ସହ ଏଭଳି କିପରି କରି ପାରିବେ । ସେହି ଠି ଆଉ ଜଣେ ୟୁଯର ଲେଖିଛନ୍ତି କି ପାକିସ୍ତାନ କୌଣସି ନର୍କ ରୁ କମ ନୁହେଁ କିନ୍ତୁ ଏଭଳି ଲୋକଙ୍କ ର ଏତେ ସାହାସ ହେଉଛି କିପରି ।

ଆଉ ଜଣେ ଲେଖିଛନ୍ତି କି ଏହି ମାନଂକ ଠାରୁ ପଶୁମାନେ ବହୁତ ଭଲ ସେମାନଙ୍କ ଭିତରେ ବି କିଛି ପରିମାଣରେ ମାନବିକତା ରହିଛି । ତେବେ ଏହି ଭି-ଡି-ଓ ଦେଖି ପ୍ରସିଦ୍ଧ ପାକିସ୍ତାନି ଅଭିନେତ୍ରୀ ମାହିରା ଖାନ ମଧ୍ୟ ଏହାର ବହୁତ ନିନ୍ଦା କରିଛନ୍ତି । ତେବେ ସେହି ମହିଳା ଜଣଙ୍କ ପୋଲିସ ରେ ଏହି ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଏବଂ ପୋଲିସ ସେହି ଭି-ଡି-ଓ ଆଧାର ରେ ସଦିଗ୍ଦ ଅ-ପ-ରା-ଧୀ ଙ୍କୁ ଧରିବା ଉପରେ କାର୍ଯ୍ୟ ଆରମ୍ଭ କରିଦେଲା ।

ଲାହୋର ର ପୋଲିସ ସାଜିଦ କିୟାନି ଏଭଳି ମହିଳା ଙ୍କ ସହ ହୋଇଥିବା ଅସମ୍ମାନ ଏବଂ ଦୁର୍ବ୍ୟବହାର ଯୋଗୁଁ ଅ-ପ-ରା-ଧୀ ମାନଂକୁ କ-ଡା ରୁ କ-ଡା ଦ-ଣ୍ଡ ମିଳୁ ବୋଲି ନିର୍ଦେଶ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *